ସୁସ୍ଥ ଓ ମଜଭୁତ କେଶ ” Healthy Hair ” ପାଇଁ କରନ୍ତୁ ଏହି ଉପାୟ…Dr. Anupoma s Nair

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ସେ ପୁରୁଷ ହେଉ ବା ମହିଳା ସନସ୍ତଙ୍କ ପାଇଁ କେଶ ହେଉଛି ଗୋଟିଏ ଏମିତି ଗୁରୁତ୍ୱପୂର୍ଣ୍ଣ ଅଂଶ ଆମ ଶରୀରରେ ଯାହାର ନିୟମିତ ଭାବରେ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତେବେ ଆମର ଏହିଭଳି କେଶ ଜନିତ ସମସ୍ୟା ଗୁଡିକ ବିଭିନ୍ନ କାରଣ ଯୋଗୁ ହୋଇଥାଏ | ତେବେ କେଶ ସମସ୍ୟା ଆମର କେତେ ଗୁଡିଏ କାରଣ ଯୋଗୁ ମଧ୍ୟ ହୋଇଥାଏ ବୋଲି କୁହାଯାଉଛି | ଆଉ ଯାହା କୁହାଯାଉଛି କି କେଶ ସମସ୍ୟା ଗୁଡିକ ବିଶେଷ କରିକି ଆମର ଦୌନଦିନ ଡାଏଟ ର ଅସୁବିଧା ଓ ତାହା ସହୁତ ଆମର ବଂଶଗତ କେଶ ଜନିତ ସମସ୍ୟା ଥିଲେ ମଧ୍ୟ ତାହାର ପ୍ରଭାବ କେତେକାଂଶ ରେ ଦେଖା ଯାଏ ବୋଲି କୁହାଯାଉଛି | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ବେଶ ଜନିତ ସମସ୍ୟା ର କାରଣ ଓ କେଶ କୁ କେମିତି ସୁସ୍ଥ ରଖିବା ସେ ବିଷୟରେ ଆଲୋଚନା କରିବା |

ସୁସ୍ଥ କେଶ ପାଇଁ କେଉଁ ସବୁ ଡାଏଟ କରିବା ଆବଶ୍ୟକ ହୋଇଥାଏ :-
ତେବେ କେଶ ସମସ୍ୟା ରୁ ମୁକ୍ତି ପାଇବା ପାଇଁକି ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡିଥାଏ |ତେବେ ଜିଙ୍କ, ଆଇରନ, ଭିଟାମିନ -E, ଭିଟାମିନ _A,ଭିଟାମିନ -D, ଫଲିକ ଏସିଡ ଓ ଭିଟାମିନ -B12 ଓ ବାଓଟିନ ଯାହା ଆମର ନନଭେଜ ରୁ ମିଳିଥାଏ ବୋଲି କୁହାଯାଉଛି ଆଉ ଏହିଭଳି ଖାଦ୍ୟ ଆମର କେଶ ର ମୂଳ କୁ ଷ୍ଟ୍ରଙ୍ଗ କରିବାରେ ମଧ୍ୟ ସାହାଯ୍ୟ କରିଥାଏ | ଏହା ସହିତ ଆମକୁ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବାର ମଧ୍ୟ ବିଶେଷ ଭାବରେ ଆବଶ୍ୟକତା ରହିଛି |ତେବେ ଏହା ବ୍ୟତୀତ ଆପଣ ମାନେ ସବୁଜ ପନିପରିବା, ଅଣ୍ଡା, ସହିତ ବିଭିନ୍ନ ପ୍ରକାରର ମାଟି ତଳେ ଥିବା ଚିନାବାଦାମ ଓ ଅନ୍ୟାନ୍ୟ ଜିନିଷ ଗୁଡିଓ ଖାଇବା ଆବଶ୍ୟକ ହୋଇଥାଏ ଆମର ଡାଏଟ ପାଇଁ | ଆଉ ଯାହାକୁ କେଶ ଜନିତ ସମସ୍ୟା ପାଇଁକି ନିହାତି ଆବଶ୍ୟକ ହୋଇଥାଏ ବୋଲି କୁହାଯାଉଛି |

ଶାକାହାରୀ ମାନଙ୍କର ଡାଏଟ କେମିତି ହେବା ଦରକାର :-
ତେବେ ଶାକାହାରୀ ମାନଙ୍କ ପାଇଁକି କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁକି ଆମକୁ ବିଶେଷ କରିକି ଖାଦ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି | ଆଉ ଯେଉଁଠି ଶାକାହାରୀ ମାନେ ସୋୟାବିନ ଖାଇବା ସହିତ ବିଭିନ୍ନ ପ୍ରକାରର ନୋଡ୍ସ ଖାଇବା ର ଆବଶ୍ୟକତା ରହିଛି |ଏହା ବ୍ୟତୀତ ଶୁଖିଲା ଖାଦ୍ୟ ଯଥା କାଜୁ, କିସମିସ, ଅଲମଣ୍ଡ ଖାଇବାର ଆବଶ୍ୟକତା ମଧ୍ୟ ରହିଛି | ତାହା ବ୍ୟତୀତ ସବୁଜ ପରିବା ସହିତ ଡାଲି ଓ ଅନ୍ୟାନ୍ୟ ପ୍ରୋଟିନ ଖାଦ୍ୟ ଖାଇବାକୁ ପଡିଥାଏ ଓ ତାହା ସହିତ କ୍ଷୀର ମଧ୍ୟ ପିଇବା ର ଆବଶ୍ୟକତା ରହିଛି |

କେଶ ସମସ୍ୟା ରୁ ମୁକ୍ତି ପାଇଁ କେଉଁ ସବୁ ଡାଏଟ ରୁ ନିବୃତ୍ତ ରହିବେ :-

କେଶ ସମସ୍ୟା ରୁ ମୁକ୍ତି ପାଇଁ ଆମ ଶରୀରରେ ଥିବା ବ୍ଲଡ଼ ରେ ଭିଟାମିନ -A ର ବାଲାନ୍ସ ବିଶେଷ ଭାବରେ ରଖିବା ଆବଶ୍ୟକତା ରହିଛି | ଆଉ ତାହା ସହିତ ହେୟାର ଷ୍ଟ୍ରେଟଲିଙ୍କ ଓ ହେୟାର ସ୍ପା ଆଦି କରିବା ଯୋଗୁ କେଶ ଜନିତ ସମସ୍ୟା ଦେଖାଯାଇଥାଏ ବୋଲି କୁହାଯାଉଛି |ଏହା ବ୍ୟତୀତ ଆମର କେଶରେ କେମିକାଲ ଯୁକ୍ତ ଜିନିଷ କୁ ବ୍ୟବହାର କରିବା କୁ ବନ୍ଦ କରିବାର ଆବଶ୍ୟକତା ରହିଛି |ତେବେ ଏହି ଭଳି ଭାବରେ ଆମେ ଡାଏଟ କୁ ମାନି ଚଳିଲେ କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା ବୋଲି କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment