Odisha News Portal

ସୁପରଷ୍ଟାର ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁପଷ୍ଟାର ବାବୁସାନ , ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ମଙ୍ଗଳବାର ଦିନ ଏକ ରାଜ ଉଆସରେ ବିବାହ ବନ୍ଧନରେ ରାଜସ୍ଥାନରେ ବାନ୍ଧି ହୋଇଥିଲେ ଓଡିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ତେବେ ଏ ନେଇ ଅନେକ ସେଲିବ୍ରେଟି ମାନେ ଅନେକ କଥା କହିଥିଲେ । କିନ୍ତୁ ଓଡିଆ ସୁପରଷ୍ଟାର ବାବୁସାନ ଏ ନେଇ କଣ କହିଛନ୍ତି ଆସନ୍ତୁ ଜାଣିବା । ତେବେ ଓଡିଆ ଫିଲ୍ମୀ ଜଗତର ସୁପରହିଟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ବାହଘର ରାଜସ୍ଥାନର ଏକ ବିଳାସ ପୂର୍ଣ୍ଣ ଉଆସରେ ସରି ଯାଇଛି । ଏ ନେଇ ସୁପରଷ୍ଟାର ବାବୁସାନ ମାହାନ୍ତି ସାଇରାମଙ୍କୁ ବ୍ଲେସ ଦେବା ସହିତ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ବିବାହର ଶୁଭକାମନା ଜଣାଇଛନ୍ତି ।

ଅବଶ୍ୟ ବାବୁସାନ ସବ୍ୟ ଓବଂ ଅର୍ଚ୍ଚିତାଙ୍କ ବିବାହକୁ ନେଇ ମତ ରଖିଛନ୍ତି , କହିଛନ୍ତି ସବ୍ୟ ଏବଂ ଅର୍ଚ୍ଚିତାଙ୍କୁ ସାଇବାବା ବ୍ଲେସ କରନ୍ତୁ ଏବଂ ସେମାନଙ୍କ ଯୋଡି ସବୁଦିନ ପାଇଁ ସଲାମତ ରହୁ । ସେ ଦୁଇ ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିବା ସହିତ ତାଙ୍କୁ ମଧ୍ୟ ଏହି ଦୁହିଁଙ୍କର ଯୋଡି ବହୁତ ଭଲ ଲାଗେ ବୋଲି କହିଛନ୍ତି । ସେ ଦୁହିଁଙ୍କ ବିବାହ ଜୀବନ ସୁଖମୟ ହେଉ ଏବଂ ସେମାନଙ୍କ ବୈବାହିକ ଜୀବନରେ କୌଣସି ବାଧାବିଘ୍ନ ନଆସୁ ଏହିପରି ବାବୁସାନ ଉଭୟଙ୍କୁ ଉଇସ କରିଛନ୍ତି । ଭଗବାନ ସାଇଙ୍କୁ ଡାକିଛନ୍ତି ଯାହାକି ବାବୁସାନଙ୍କର ପ୍ରିୟ ଏବଂ ଆପଣ ମାନେ ଜାଣିଛନ୍ତି ବାବୁସାନଙ୍କର ପ୍ରିୟ ସାଇବାବା ଅଟନ୍ତି ।

ସେ ସାଇବାବାଙ୍କ ବହୁତ ଭଲ ପାଆନ୍ତି ସେଥିପାଇଁ ସେ ସାଇବାବାଙ୍କୁ ଡାକିଛନ୍ତି ସବ୍ୟ ଏବଂ ଅର୍ଚ୍ଚିତାଙ୍କୁ ଆଶୀର୍ବାଦ କରିବା ପାଇଁ ଏବଂ ତାଙ୍କ ଜୀବନରେ ଯେମିତି କୌଣସି ଦୁଃଖ କଷ୍ଟ ନଆସୁ ଏନେଇ ବାବୁସାନ ଓଡିଆ ଫିଲ୍ମୀ ଜଗତର ସୁପରଷ୍ଟାର ବାବୁସାନ ବ୍ଲେସ କରିଛନ୍ତି । ବାବୁସାନ ଅନେକ ଫିଲ୍ମୀ ଅର୍ଚ୍ଚିତାଙ୍କ ସହ ନଜର ଆସିଛନ୍ତି ଏବଂ ଖୁବ୍ ସୁନ୍ଦର ଅଭିନୟ ମଧ୍ୟ କରିଛନ୍ତି ଅର୍ଚ୍ଚିତାଙ୍କ ସହ ବାବୁସାନ । ନିକଟରେ ଅଜବ ସଞ୍ଜୁର ଗଜବ ଲଭରେ ମଧ୍ୟ ଅର୍ଚ୍ଚିତାଙ୍କ ସହିତ ନଜର ଆସିଥିଲେ ବାବୁସାନ ଏବଂ ଖୁବ୍ ସୁନ୍ଦର ଅଭିନୟ ମଧ୍ୟ କରିଥିଲେ ଏବଂ ତାଙ୍କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ ।

ଲୋକମାନେ ସେହି ଚଳଚ୍ଚିତ୍ରରେ ବାବୁସାନଙ୍କ ଆଭିନୟକୁ ମଧ୍ୟ ବହୁତ ପସନ୍ଦ କରିଥିଲେ ଏବଂ ସେମାନଙ୍କ ଯୋଡିକୁ ମଧ୍ୟ ବହୁତ ପସନ୍ଦ କରିଥିଲେ ଲୋକମାନେ । ଅର୍ଚ୍ଚିତା ମଧ୍ୟ ଅନେକ ଫିଲ୍ମୀରେ ସବ୍ୟଙ୍କ ସହିତ ନଜର ଆସିଛନ୍ତି ଏବଂ ସେମାନଙ୍କ ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି । ସେମାନଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଏବଂ ସେମାନଙ୍କ ବିବାହକୁ ନେଇ ବାବୁସାନ ସାଇବାବାଙ୍କ ଠାରେ ବ୍ଲେସ କରିଛନ୍ତି । ଆଗାମୀ ସମୟରେ ସେମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ଖୁସୀପୂର୍ଣ୍ଣ ହେଉ ବୋଲି ସାଇବାବାଙ୍କ ଠାରେ ଜଣାଇଛନ୍ତି । ସେମାନଙ୍କ ଦାମ୍ପତ୍ୟ ଜୀବନରେ କୌଣସି ଦୁଃଖ କଷ୍ଟ ନଆସୁ ଏବଂ ସେମାନେ ବହୁତ ଖୁସୀରେ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।