Odisha News Portal

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଛୁଆ ଜନ୍ମରେ ନିୟନ୍ତ୍ରଣ ନାହିଁ , ତେବେ ଜଣେ ବ୍ୟକ୍ତି କେତେ ଛୁଆ ଜନ୍ମ କରିବେ ତାର ସଂଖ୍ୟା ନିର୍ଦ୍ଧାରଣ କରା ଯାଇ ପାରିବ ନାହିଁ…..

0 5

ଛୁଆ ଜନ୍ମ ରେ ନିୟନ୍ତ୍ରଣ ନାହିଁ । ସୁପ୍ରିମକୋର୍ଟ ରେ କେନ୍ଦ୍ର ସରକାର ଙ୍କ ବହୁତ ବଡ ନିଷ୍ପତି । ତେବେ ଜଣେ ବ୍ୟକ୍ତି କେତେ ଛୁଆ ଜନ୍ମ କରିବେ ତାର ସଂଖ୍ୟା ନିର୍ଦ୍ଧାରଣ କରା ଯାଇ ପାରିବ ନାହିଁ ଏବଂ ଭାରତ ନିଜ ଦେଶ ବାସୀଙ୍କୁ ପରିବାର ନିୟୋଜନ ପାଇଂ ବାଧ୍ୟ କରି ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ରେ କହିଛନ୍ତି କେନ୍ଦ୍ର ସରକାର । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଖବର । ସେଥି ପାଇଁ ଆପଣ ମାନେ ଏହି ଲେଖି ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବ ରେ ଥରେ ପଢନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ତେବେ କେନ୍ଦ୍ର ସରାକର ଙ୍କ ନେଇ ଛନ୍ତି ବହୁତ ତବଡ ଗୋଟିଏ ନିଷ୍ପତି । ନିଷ୍ପତି ଅନୁସାରେ ଜଣେ ବ୍ୟକ୍ତି କେତେ ଛୁଆ ଜନ୍ମ କରିବେ ତାର ସଂଖ୍ୟା ନିର୍ଦ୍ଧାରଣ କରା ଯାଇ ପାରିବ ନାହିଁ ଏବଂ ଭାରତ ନିଜ ଦେଶ ବାସୀଙ୍କୁ ପରିବାର ନିୟୋଜନ ପାଇଂ ବାଧ୍ୟ କରି ପାରିବ ନାହିଁ ।
ତେବେ ସୂଚନା ଅନୁଯାୟୀ , ଜନ ସଂଖ୍ୟା ନିୟନ୍ତ୍ରଣ କୁ ନେଇ ସୁପ୍ରମ କୋର୍ଟରେ ଏକ ମାମଲାର ଆବେଦନ ଶୁଣାଣି ବେଳେ ସୁପ୍ରିମ କୋର୍ଟ ରେ କେନ୍ଦ୍ର ସରକାର ଏଭଳି ମତ ରଖି ଥିବା ଜଣା ପଡିଛି । ଆଉ ସେପଟେ ସର୍ବୋଚ୍ଚ ନ୍ୟାୟଳୟ ରେ ଦାଖଲ ସତ୍ୟ ପାଠ ରେ ସ୍ବାସ୍ଥ୍ୟ ମନ୍ତ୍ରଳାୟ କହିଛି ଯେ ଦେଶ ରେ ପରିବାର କଲ୍ୟାଣ କାର୍ଯ୍ୟ କ୍ରମ ସ୍ବେଚ୍ଛାକୃତ । ତେବେ ନିଜର ପରିବାର କେତେ ବଡ ହେବ , ଭରଣ ପୋଷଣ ପାଇଁ ଆର୍ଥିକ ସ୍ଥିତି କେମିତି ରହିବା ଉଚିତ, ଯାହା ଏ ସବୁକୁ ପରିବାର ଲୋକ ଙ୍କୁ ସକ୍ଷମ କରି ଥାଏ ।

ତେବେ ସ୍ବାସ୍ଥ୍ୟ ମନ୍ତ୍ରଳାୟ ର ଏହି ସତ୍ୟ ପାଠ ରେ ବିଜେପି ନେତା ତଥା ଓକିଲ ଐଶନ୍ୟ କୁମାର ଉପାଧ୍ୟାୟ ଙ୍କ ଦ୍ବାରା ଦାଖଲ ଜନ ସ୍ବସ୍ଥ୍ୟ ମାମଲା ଉପରେ ଦେଇଛନ୍ତି । ଏହି ଆବେଦନ ଦିନେ ହାଇ କୋର୍ଟ ରେ ଏକ ଆଦେଶ କୁ ଚ୍ୟାଲେଞ୍ଜ ଦେଇ ଥିଲା । ତେବେ ଦେଶ ରେ ବଢୁ ଥି୍ବା ଜନ ସଂଖ୍ୟା କୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ଶିଶୁ ରଣନୀତି ସହିତ ଆଉ କିଛି ଦାବି କୁ କୋର୍ଟ ଖାରଜ କରି ଥିଲେ ।


ଆଉ ଏ ପଟେ ମନ୍ତ୍ରଳାୟ କହିଛି ଯେ ରାଜ୍ୟ ସରକାର ଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ର ର ସୁଧାର ପ୍ରକ୍ରିୟା ନେତୃତ କରିବା ଉଚିତ । ଯାହା ଦ୍ବାରା ସାଧାରଣ ଜନତାଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦିଆ ୟାଇ ପାରିବ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା ପାଇଂ ନିର୍ଦ୍ଧାରିତ ଗାଇଡ୍ ଲାଇନ୍ ଅନୁଯାୟୀ ଯୋଜନା କୁ ଲାଗୁ କରିବା ପାଇଂ ରାଜ୍ୟ ସରକାର ନେତୃତ୍ବ ନେଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।