Beauty Tips – ସୁନ୍ଦର ଦେଖାଯିବା ପାଇଁ ପ୍ରତିଦିନ ସେବନ କରନ୍ତୁ ଏହି 2 ଟି ଜିନିଷ , ମୁହଁର ସମସ୍ତ ଦାଗ ଦୂର ହୋଇଯିବ । ଗ୍ୟାରେଣ୍ଟି

ଆଜିର ଦିନରେ ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ନିଜର ସୁନ୍ଦରତାକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି । ଯେମିତି ସେମାନେ ସୁନ୍ଦର ଦେଖାଯିବା ସହିତ ଗ୍ଲୋ ମଧ୍ୟ କରିବେ । ସେଥିପାଇଁ ସେମାନେ ମାର୍କେଟରୁ ମିଳୁଥିବା ଅନେକ ପ୍ରକାର କେମିକାଲ ଯୁକ୍ତ ପ୍ରଡକ୍ଟ ୟୁଜ କରିଥାନ୍ତି । ତାହା ଆମ ସ୍କିନ ପାଇଁ ବହୁତ ଇଫେକ୍ଟିଭ ହୋଇଥାଏ ଏବଂ ସ୍କିନ ପ୍ରବ୍ଲେମ ମଧ୍ୟ ଦେଖାଯାଏ । ହୁଏତ ବହୁତ ଅଳ୍ପ ସମୟ ମଧ୍ୟରେ ଚେହେରାକୁ ଗୋରା କରିଦେଇ ପାରେ କିନ୍ତୁ ତାହା ଆମ ସ୍କିନ ପାଇଁ ବହୁତ ହାନୀକାରକ ଅଟେ ।

ଅନେକ ପୁଅ ଝିଅ ମାନଙ୍କର ଫେସ୍ ରେ କଳାଦାଗ , ବା ବ୍ରଣ ଭଳି ସମସ୍ୟା ଦେଖା ଯାଇଥାଏ । ତାହା ଫେସ୍ କୁ ଅସୁନ୍ଦର କରି ଦେଇଥାଏ , ତେଣୁ ଫେସ୍ ର ନିଖାର୍ ଆଣିବା ପାଇଁ ଓ ନିଜର ସୁନ୍ଦରତାକୁ ଫେରି ପାଇବା ପାଇଁ ଲୋକମାନେ ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି । ଯେମିତିକି ଫେସ୍ ରୁ ସମସ୍ତ ପ୍ରକାର ଦାଗ ଦୂର ହୋଇଯାଉ ଏବଂ ଫେସ୍ ରେ ଉଜ୍ଜ୍ୱଳତା ଦେଖାଯାଉ । କିନ୍ତୁ ଏସବୁ କେବେହେଲେ ଦୂର ହୋଇ ନଥାଏ ।

ଫେସ୍ ରେ ଯେକୌଣସି ସମସ୍ୟାକୁ ଦୂର କରିବା ପାଇଁ ପ୍ରାକୃତିକ ଉପାୟ ଆପଣାଇବା ବହୁତ ଲାଭଦାୟକ ହୋଇଥାଏ । ସେଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ନଥାଏ , ସ୍କିନ ରେ ଅଲଗା ପ୍ରକାର ଚମକ ଆଣି ଦେଇଥାଏ । ଫେସର ସମସ୍ତ ଦାଗକୁ ମଧ୍ୟ ଦୂର କରିଦେଇଥାଏ ଏବଂ ଫେସ୍ ରେ ଗ୍ଲୋଇଙ୍ଗନେସ୍ ମଧ୍ୟ ବଢାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି 2 ଟି ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହାକୁ ସେବନ କରିବା ଦ୍ୱାରା ଆପଣଙ୍କ ମୁହଁ ରେ ଥିବା ସମସ୍ତ ଦାଗ ଦୂର ହୋଇଯିବ । ଆପଣ ମାନେ ପୂର୍ବ ଠାରୁ ଅଧିକ ସୁନ୍ଦର ଦେଖାଯିବେ , ତେବେ ଆସନ୍ତୁ ଜାଣିବା ସେହି ଘୋରଇ ଉପାୟ ବିଷୟରେ ।

ପ୍ରଥମ ଉପାୟ :-

ଆପଣ ମାନେ ପ୍ରତିଦିନ କେବଳ 2 ଟି ନିମ୍ୱ ପତ୍ରକୁ ଭଲ ସେ ଚୋବାଇ ଖାଇବା ଦ୍ୱାରା ଆପଣଙ୍କ ଚେହେରାରୁ ସମସ୍ତ ଦାଗ ଶେଷ ହୋଇଥାଏ । ଏଥି ସହିତ ଆପଣଙ୍କ ଚେହେରା ଆଗଠୁ ବହୁତ ସୁନ୍ଦର ମଧ୍ୟ ଦେଖା ଯାଇଥାଏ । ଶରୀରର ଅନେକ ପ୍ରକାର ସମସ୍ୟା କୁ ମଧ୍ୟ ଦୂର କରିଥାଏ ।

ଦ୍ୱିତୀୟ ଉପାୟ :-

ଚେହେରାର ଗୋରା ପଣକୁ ବଢାଇବା ପାଇଁ ଖାଦ୍ୟରେ ପ୍ରତିଦିନ ଡାଲିର ସେବନ କରନ୍ତୁ । ଡାଲି ଖାଇବା ଦ୍ୱାରା ଆମ ଶରୀରରେ ବହୁତ ଅଧିକ ପ୍ରୋଟିନ ଓ ଭିଟାମିନ ମିଳିଥାଏ । ଯେତେ ଅଧିକ ଡାଲି ଆପଣ ମାନେ ଖାଇ ପାରିବେ , ସେତେ ଅଧିକ ଆପଣଙ୍କ ଚେହେରା ଗ୍ଲୋ କରିବ । ଯଦି ଆପଣ ଗୋରା ହେବାକୁ ଚାହାନ୍ତି ତେବେ ପ୍ରତିଦିନ ଆପଣ ଡାଲିର ସେବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment