Odisha News Portal

ସୁନୟନାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ହେଲେ ଗିରଫ , ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଭିଡ଼ିଓ ନିଶ୍ଚୟ ପଢନ୍ତୁ

ଆଜିର ଆଧୁନିକ ସମାଜରେ ଝିଅ ମାନଙ୍କ ପ୍ରତି ବହୁତ ଅତ୍ୟାଚାର କରିବା ସହିତ ସେମାନଙ୍କୁ ଜୀବନରୁ ମଧ୍ୟ ମାରି ଦେଉଛନ୍ତି ଏବଂ ଝିଅ ମାନେ ନିଜକୁ ବହୁତ ଅସୁରକ୍ଷିତ ମନେ କରୁଛନ୍ତି । ଏହା ସମାଜରେ ଧୀରେ ଧୀରେ ବଢିବାରେ ଲାଗିଛି , ତେବେ ଆସନ୍ତୁ ଜାଣିବା ସେମିତି କିଛି ଘଟଣା ବିଷୟରେ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତକିଡୀୟା କଲନିସାହିର ଏକ କଲେଜ ଛାତ୍ରୀ ସୁନୟନାଙ୍କୁ ଗଳା କାଟି ହତ୍ୟା ଘଟଣାର 45 ଦିନ ବିତିବା ପରେ ଲାଇଡଡିଟେକସନ ଟେଷ୍ଟ କରାଯାଇ ମହୁଲଡିହା ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ତେବେ ଯୁବତୀଙ୍କ ଘରକୁ ଅଧିକାଂଶ ସମୟରେ ଯିବା ଆସିବା କରୁଥିବା ସେହି ଗ୍ରାମର ବିବାହିତ ଯୁବକ ଜ୍ୟତିରାମ ପଥୁରିଆ ସୁନୟନାଙ୍କ ଘରେ କେହି ନଥିବାର ସୁଯୋଗରେ ତାଙ୍କୁ ଦୁଷ୍କର୍ମ କରିଥିଲା । ହେଲେ ଏହି ଘଟଣା ସମ୍ପର୍କରେ ଅନ୍ୟ ମାନେ ଜାଣି ଯିବେ ଯୋଗୁଁ ସେହି ଭୟରେ ସେ ସେହି ଯୁବତୀଙ୍କୁ ଅତି ନିର୍ମମ ଭାବରେ ଟାଙ୍ଗିଆ ଦ୍ୱାରା ହତ୍ୟା କରିଥିବା ନେଇ ଜ୍ୟତିରାମ ପ୍ରକାଶ କରିଥିବା ପୋଲିସ ସୂଚନା ଦେଇଛି । ପେର ବ୍ୟବହୃତ ଟାଙ୍ଗିଆ ସହ ଆଭିଯୁକ୍ତର ଡାକ୍ତରୀ ମାଇନା କରାଯାଇ , ପୋଲିସ ସମବାର ଦିନ ତାଙ୍କୁ କୋର୍ଟ ଚାଲାଣ କରିଛି ।

ଏହି ପରି ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଏବଂ ଅନେକ ଯୁବତୀ ମାନଙ୍କର ମୂଲ୍ୟବାନ ଜୀବନ ହରାଇ ବସୁଛନ୍ତି । ସେଥିପାଇଁ ଏହି ଦୁଷ୍କର୍ମକାରୀ ମାନଙ୍କ ପାଇଁ ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ନେବା ଉଚିତ । କାରଣ ଅନେକ ନିରୀହ ଯୁବତୀ ମାନଙ୍କର ଦୁଷ୍କର୍ମ ହେବା ସହିତ ସେମାନଙ୍କୁ ମାରି ଦିଆଯାଉଛି । ସୁନୟନାଙ୍କ ପରି ଅନେକ ଝିଅ ମାନେ ଏହି ଦୁଷ୍କର୍ମର ଶିକାର ହେଉଛନ୍ତି । ସେଥିପାଇଁ ମଣିଷ ରୂପି ରାକ୍ଷାସ ମାନଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରାଗଲେ ସେମାନେ ଏପରି ଘୂଣ୍ୟ କାର୍ଯ୍ୟ କରିବା ପୂର୍ବରୁ ଅନେକ ଥର ଭାବିବେ ।

ମଣିଷ ରୂପି ରାକ୍ଷସ ମାନଙ୍କର ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି ଏବଂ ସେମାନଙ୍କ ମନରେ ଭୟବୋଲି ଗୋଟିଏ ଜିନିଷ ଆଦୁ ରହୁ ନାହିଁ । ସେଥିପାଇଁ ସରକାର ଏମାନଙ୍କ ପାଇଁ କିଛି ପଦକ୍ଷେପ ନେବା ଉଚିତ । ତେବେ ଯାଇ ସେମାନେ ଏପରି ଘୂର୍ଣ୍ଣ୍ୟ କାମ କରିବାରୁ ନିଜକୁ ଦୂରେଇ ରଖିବେ ଏବଂ ଅମଣଇଷରୁ ନିଜକୁ ଭଲ ବାଟକୁ ଆସିବେ ।

ସେଥିପାଇଂ ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ । ନହେଲେ ସୁନୟନା ପରି ନିରୀହ ଯୁବତୀ ମାନଙ୍କର ସଂଖ୍ୟା ବଢିବାରେ ଲାଗିବ ଏବଂ ଏବଂ ଅପରାଧୀ ମାନଙ୍କ ମନରେ ଭୟ ରହିବ ନାହିଁ । ତେଣୁ ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନେବା ଉତିତ । ଏମିତି ଘଟଣା ମୟୂରଭଞ୍ଜରେ ଦେଖିବାକୁ ମିଳିଛି ଏବଂ ପରବର୍ତ୍ତୀ ସମୟରେ ଏହା କେଉଁ ଆଡକୁ ଯାଉଛି ଦେଖିବାକୁ ବାକି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।