ଶୁଣନ୍ତୁ ଭାଇରାଲ AUDIO CALL : ଖୁଡି ପୁତୁରା ଙ୍କ ପ୍ରେମଳାପ ଭାଇରାଲ… ” ତୁମଠୁ ଯେଉଁ ମଜା ମିଳିଛି “…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରି ଦେଲା ଭଳି ଲାଗିଥାଏ | ଆଉ ଯାହାକୁ ଶୁଣିଲେ ଆପଣ ମାନଙ୍କୁ ମଧ୍ୟ ଖରାପ ଲାଗିଥାଏ ବୋଲି କୁହାଯାଉଛି |ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେମିତି କିଛି କଥା ଶୁଣିବାକୁ ମିଳିଛି | ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ପୁତୁରା ଆଉ ଖୁଡ଼ୀ ଙ୍କର ଲଭ କଥା ଭାଇରାଲ ହେବାରେ ଲାଗିଛି |ଆଉ ଯାହା ସମାଜ ପାଇଁ ଗୋଟିଏ ଖରାପ ବାର୍ତ୍ତା ଦେଉଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଖୁଡ଼ୀ ଓ ପୁତୁରା ର ପ୍ରେମ ସମ୍ପର୍କ କୁ ନେଇକି କିଛି ଅଡ଼ିଓ ଭାଇରାଲ ହେବାରେ ଲାଗିଛି | ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମର ସମାଜରେ ଖୁଢ଼ୀ ମାନଙ୍କୁ ମା ଭାବରେ ସମସ୍ତେ ଦେଖିଥାନ୍ତି ଆଉ ତାଙ୍କୁ ମା ଭଳି ସଂମ୍ମାନ ମଧ୍ୟ ଦେଇଥାନ୍ତି ଆଉ ପୁତୁରା କହିଲେ ଆମେ ପୁଅ ବୋଲି ମାନିଥାଉ | ତେବେ ଏହି ମା ପୁଅ ଙ୍କ ଭଳି ସମ୍ପର୍କ ହେଉଛି ଖୁଡ଼ୀ ଆଉ ପୁତୁରା ର ସମ୍ପର୍କ | ଆଉ ଏହି ଅଡ଼ିଓ ଶୁଣିବା ପରେ ସେହି ସମ୍ପର୍କ ରେ କଳଙ୍କ ଲାଗି ଯାଇଛି ବୋଲି କୁହାଯାଉଛି |

ଆଉ ଯେଉଁଠି ପୁତୁରା ଜଣଙ୍କ କହିଛନ୍ତି କି ସେ ଖୁଢ଼ୀ ଙ୍କ ଭଳି ଆଉ କାହା ପାଖରୁ ପାଇଁ ନାହାନ୍ତି ଓ ତାଙ୍କୁ ଭଲ ପାଇଛନ୍ତି ବୋଲି | ତାହା ବ୍ୟତୀତ ସେ ଖୁଡ଼ୀ ଙ୍କୁ ସ୍କୁଲ ର ରୁମ କୁ ଆସିବା ପାଇଁ ମଧ୍ୟ କହୁଛନ୍ତି ଦେଖା କରିବା ପାଇଁ | ଆଉ ତାଙ୍କର ପାଇଁ ତାଙ୍କର ଖୁଢ଼ୀ ର ସଂମ୍ମାନ କେଉଁଭଳି ଭାବରେ ସମାଜରେ ଖରାପ ହୋଇଛି ସେ ବିଷୟରେ ମଧ୍ୟ କହିବାକୁ ଲାଗିଛନ୍ତି | ଆଉ ଯାହାକୁ ନେଇକି ଖୁଡ଼ୀ ମଧ୍ୟ ରାଗି ଯାଇଛନ୍ତି ଆଉ ତାଙ୍କର ସଂସାର କୁ ନେଇକି ଖୁସି ରେ ରହିବା ପାଇଁ ମଧ୍ୟ କହୁଛନ୍ତି ସେ ପୁତୁରା ଙ୍କୁ |

ତେବେ ପୁତୁରା ଜଣଙ୍କ କହିଛନ୍ତି କି ଅନେକ ଝିଅ ଙ୍କ ସହିତ ମିଶିଛି ଆଉ ଅନେକ ଝିଅ ଙ୍କ ସହିତ ମଧ୍ୟ ସମ୍ପର୍କ ରଖିଛନ୍ତି ଆଉ ବହୁତ ଭଲ ଭଲ ଝିଅ ମଧ୍ୟ ଅଛନ୍ତି କିନ୍ତୁ ଖୁଡ଼ୀ ଙ୍କ ଭଳି ତାଙ୍କୁ କେହି ଆଜି ଯାଏ ଦେଇ ନାହାନ୍ତି ବୋଲି କହିବାକୁ ଲାଗିଛନ୍ତି | ଆଉ ଏହି ଖୁଡ଼ୀ ଓ ପୁତୁରା ଙ୍କ ପ୍ରେମ କଥା ବାର୍ତ୍ତା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment