Odisha News Portal

ସୁନ୍ଦରୀ_ଝିଅ_ଦେଖି_ବୋହୂ_କରିଥିଲି… ମୋ ପୁଅ ଗୋରା ସୁନ୍ଦରକୁ ସେ ଝିଅ ତକତକ ଗୋରା, ରାଜାରାଣୀ ଦେଖାଯିବେ ଭାବି ବାହା କରିଥିଲି… ଦେଖନ୍ତୁ Video

ବେଳେ ବେଳେ ଏମିତି ସମୟ ଆସିଥାଏ ଯାହା ଦେଖିବା ପରେ ଆଖିରୁ ଲୁହ ଆସି ଯାଇଥାଏ ଯାହା ସବୁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳି ଥାଏ। ଏବେ ଏଠାରେ ଏକ ଘଟଣା ନଜରକୁ ଆସୁଛି ଯେଉଁଠି ଜଣେ ଝିଅ ବିବାହର ପରଦିନ ପ୍ରେମିକ ସହିତ ଫେରାର ଏବଂ ଏହିସବୁ କୁ ନେଇ ପୁଅ ର ମାଆ ଏମିତି କିଛି ବୟାନ ଦେଇଛନ୍ତି ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଏହିଠାରେ ଏକ ଘଟଣା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି ଯାହା ଆପଣ ମାନେ ଦେଖିବାକୁ ପାଇଥିବେ।

ଆଉ ନିକଟରେ ଏକ ଘଟଣା ଘଟି ଯାଇଥିବା ର ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିବାଜୁ ପାଇଥିବେ ଯାହା ଏବେ ମଧ୍ୟ ଭାଇରଲ ଜୋର ରେ ହୋଇଛି। ଆଉ ଏଠାରେ ତାଙ୍କ ମାଆ ମଧ୍ୟ ମୁହଁ ଖୋଲିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚା ଧରିଛି। ନିକଟରେ ଏକ ଘଟଣା ଘଟିଥିଲା ଯେଉଁଠି ବିବାହ ର ପରଦିନ ସ୍ତ୍ରୀ ପ୍ରେମିକ ସହିତ ଫେରାର କରିଥିଲା ଜବୁ ଘଟଣା ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଥିଲା ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ଆଉ ଏହି ଯୁବତୀ ର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରନାମା ପଦାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ସବୁ ଭାଇରଲ ହୋଇଛି।

ଏହିଠାରେ ସୋସିଆଲ ମିଡ଼ିଆରେ ଏକ ଘଟଣା ସମ୍ନାକୁ ଆସିଥିଲା ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ସେହି ଘଟଣା ଟିରେ କନ୍ୟା ଜଣଙ୍କ ବାହାଘର ପରଦିନ ପ୍ରେମିକ ସହିତ ଫେରାର ହୋଇ ଯାଇଥିଲେ ଯାହା ଏଠାରେ ଦେଖିବାକୁ ମିଳିଥିଲା। ଆଉ ଏବେ ସେହି ଘଟଣା ର ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟାୟ ମିଳି ପାରିନାହିଁ ଯାହା ସୋସିଆଲ ମିଡ଼ିଆରେ ତାଙ୍କ ପରିବାର ଲୋକ କହିଛନ୍ତି। ଆଉ ସେହି ଘଟଣା ଟିରେ ପୁଅ ଓ ଝିଅ ଦୁହିଁଙ୍କର ବିବାହ ଦୁଇ ପରିବାର ସହମତି ରେ ହୋଇଥିଲା ହେଲେ ବାହାଘର ର ପରଦିନ ମନ୍ଦିର ଯିବାକୁ କହିଥିଲେ ଏବଂ ସେଠାରେ ଏମିତି କିଛି ଘଟି ଯାଇଥିଲା ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ଏବେ ଏଠାରେ ତାଙ୍କ ମାଆ ଏମିତି କିଛି କହିଛନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ସେ କହିଛନ୍ତି ଯେ ସେହି ଝିଅ ତାଙ୍କ ପୁଅ ଯଦି ରାଜା ହେବେ ତେବେ ସେହି ଝିଅ ରାଣୀ ଯାହା ତାଙ୍କ ଲାଗେ। ଆଉ ସେ ଦୁହେଁ ଆସିବା ସମୟରେ ମିଶିକରି ରାଜା ରାଣୀ ପରି ଲାଗୁଛି ଯାହା ଏଠାରେ ସେ କହିଛନ୍ତି।ଆଉ ତାଙ୍କ ପୁଅ ମଧ୍ୟ ବହୁତ ଗୋରା ଏବଂ ଦେଖିବା ପାଇଁ ବି ବହୁତ ଭଲ ଯାହା ଏଠାରେ ଶୁଣିବାକୁ ମିଳୁଛି। ଆଉ ଏହି ସମୟରେ ସେହି ଝିଅ ଟି ଛାଡି ଚାଲିଗଲା ତାହା ସମସ୍ତ ଙ୍କୁ ଦୁଃଖ ଦେଇଗଲା। ଏହି ଘଟଣା କୁ ନେଇ ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।