Odisha News Portal

ସୁନାବେଶରେ ଅଲୌକିକ ଦୃଶ୍ୟ: ଭୀଷଣ ବର୍ଷା ସତ୍ତ୍ୱେ ଶ୍ରୀମନ୍ଦିରକୁ ଉଠିଲା ମହାଦୀପ… ଭାଗ୍ୟରେ ଥିଲେ ଦେଖିବାକୁ ମିଳେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଜଗତର ଠାକୁର, ତାଙ୍କ କରୁଣା ବୃଷ୍ଟି ଯାହା ଉପରେ ପଡିବ ତାର ଜୀବନରେ ସମସ୍ତ ଦୁଃଖ ଆଉ ଦୁର୍ଦଶା ଦୂର ହେଇଯିବ | ଠିକ ସେହି ପରି ଦୁଃଖୀ ର ଠାକୁର କାଳିଆ ର ନୀଳା କାହାକୁ ଵା ଅଜଣା | ତାଙ୍କର କୃପା କୁ ପାଇବା ପାଇଁ ତାଙ୍କର ଆଶ୍ରିବାଦ କାମନା କରିବା ପାଇଁ କାହିଁ କେତେ ଦୂର ଆଉ ଦୁରାନ୍ତରୁ ଭକ୍ତ ମାନେ ଦୌଡ଼ି ଆସିଥାନ୍ତି ସେହି କାଳିଆର ଦର୍ଶନ ପାଇଁ |ତେବେ ଆସନ୍ତୁ ଆଜି ସେହି କାଳିଆ ର ମହାଦୀପ ର ଦୃଶ୍ୟ ବିଷୟରେ ଆଲୋଚନା କରିବା |

ତେବେ ଆମ ଓଡିଶା ରେ ଆମ ଓଡ଼ିଆ ମାନେ ପାଳନ କର ନ୍ତି ରଥଯାତ୍ରା ଓ ଘୋଷା ଯାତ୍ରା, ଆଉ ଯାହା ଖାଲି ଆମ ଓଡିଶା ରେ ନୁହଁ ତାହା ପୁରା ବିଶ୍ୱରେ ନିଜର ପ୍ରସିଦ୍ଧି ଲାଭ କରିଛି | ଆଉ ସେହି ରଥଯାତ୍ରା କୁ ଦେଖିବା ପାଇଁ ଆଉ କାଳିଆର ଟିକିଏ ରଥ ଦୌଡିକୁ ହାତରେ ଧରି ଜୀବନ ର ସବୁ ପାପ କୁ ଧୋଇ ଦେବା ପାଇଁ, ପୁଣ୍ୟ କ୍ଷେତ୍ର ପୁରି ରେ ହଜାର ହଜାର ଭକ୍ତ ଙ୍କର ସମାଗମ ଲାଗିଥାଏ | ଆଉ କାଳିଆର ଆଖିରେ ଆଖିକୁ ମିଶାଇ ଜୀବନରେ ଘଟୁ ଥିବା ସବୁ ଦୁଃଖ କଷ୍ଟ କୁ ଦୂର କରିବା ପାଇଁ ଲୋକ ମାନଙ୍କର ଭିଡ ଲାଗିଥାଏ ବଡ଼ ଦାଣ୍ଡ ପୁରି ରେ | ଆଉ ରଥଯାତ୍ରା ର 9 ଦିନ ପରେ ଜଗନ୍ନାଥ ତାଙ୍କର ଭାଇ ଓ ଭଉଣୀ ଙ୍କୁ ସାଙ୍ଗରେ ଧରିକି ବାହୁଡ଼ି ଥାନ୍ତି ତାଙ୍କର ସେହି ବଡ଼ ଦାଣ୍ଡ କୁ |

ଆଉ ଏତେ ଦିନ ପରେ ନିଜ ବଡ଼ ଦାଣ୍ଡକୁ ବାହୁଡୁ ଥିବାରୁ ତାଙ୍କୁ ସୁନା ବେଶ ରେ ସଜେଇ ଦେଇ ଶୁଭ ଏକଦୋଶୀ ତିଥିରେ ପାଳନ କରିଥାନ୍ତି ଓ ଉଜ୍ୱଳ ମାନ ମହା ଦିନକୁ ମନ୍ଦିର ଉପରକୁ ଉଠା ଯାଇଥାଏ | ତେବେ ପ୍ରଥମେ ଏହି ଦୀପକୁ ମନ୍ଦିର ଉପରେ ପ୍ରଜ୍ବଳନ କରିବା ପାଇଁ ମନ୍ଦିର ଉପରକୁ ନିଆକୁ ନିଆଯାଇଥାଏ | ଆଉ ତାହାକୁ ଦଧିନଉତି ର ତଳେ ରଖା ଯାଇଥାଏ, ଆଉ ଯାହା ପରେ ଦୀପକୁ ପ୍ରସ୍ତୁତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ଙ୍କ ନାଁ ରେ ଦୀପ କୁ ପ୍ରଜ୍ବଳନ କରାଯାଇଥାଏ |

ସଂସାରରେ ସମସ୍ତ ଦୁଃଖ ଦୁର୍ଦଶା କୁ ଦୂର କରିକି ସମାଜର ଉନ୍ନତି ପାଇଁ ସବୁବେଳେ ମହାପ୍ରଭୁ ଚାହିଁଥାନ୍ତି, ଆଉ ସଂସାରରେ ସମସ୍ତ ପ୍ରକାରର ପାପ କୁ ଦୂର କରି ମୁକ୍ତି ପୁଣ୍ୟ ପଥରେ ଯିବା ପାଇଁ ସାଂସରକୁ ଆହ୍ୱାନ ହେଇଥାନ୍ତି | ଆଉ ମହାପ୍ରଭୁ ଙ୍କର ଏହି ମହା ଦୀପ କୁ ଯିଏ ବି ଦର୍ଶନ କରେ ତାଙ୍କର ସବୁ ଆଶା ମଧ୍ୟ ପୂର୍ଣ୍ଣ ହୋଇଥାଏ | ଆଉ ସେହି ସମୟରେ ବର୍ଷା ଧାରା ମଧ୍ୟ ତାହାର ଆଖିରୁ ଧାରାକୁ ଭୋସାଇ ମହାପ୍ରଭୁ ଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବାକୁ ଦେଖାଇଛି | ତେବେ ମହାପ୍ରଭୁ ଙ୍କର ଏହିଭଳି ନୀଳା ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।