ସ୍ୱାମୀ -ସ୍ତ୍ରୀଙ୍କ Blood ଗୃପ୍ ସମାନ ହେଲେ କଣ ସମସ୍ୟା ଆସିଥାଏ ? ଆଉ କଣ ଫାଇଦା ମିଳିଥାଏ ଜାଣନ୍ତୁ…. Dr . Nikita

ବନ୍ଧୁଗଣ କୁହାଯାଏ କି ଆମ ସମାଜ ପୁରୁଷ ଓ ମହିଳା ମାନଙ୍କୁ ନେଇକି ଗଠିତ ହୋଇଛି | ଆଉ ତାହା ସହିତ ବଂଶ କୁ ଆଗକୁ ବଢାଇବା ପାଇଁ ବିଶେଷ ଭାବରେ ସହାୟକ ହୋଇଥାଏ ମହିଳା ଜଣଙ୍କ ବିବାହ ପରେ ଗର୍ଭବତୀ ହେବା ଓ ନିଜର ବଂଶ କୁ ଆଗକୁ ବଢାଇବା | ଆଉ ଯାହା କୁହାଯାଉଛି କି କେତେକ ସମୟରେ ଦେଖା ଯାଇଥାଏ କି ମହିଳା ମାନେ ଗର୍ଭବତୀ ହୋଇ ନ ଥାଆନ୍ତି ଆଉ ଯାହା ଫଳରେ ସେମାନଙ୍କୁ ସମାଜରେ ଅନେକ କଥା ଶୁଣିବାକୁ ପଡିଥାଏ | ତେବେ କୁହାଯାଏ କି ସ୍ୱାମୀ ଓ ସ୍ତ୍ରୀ ଙ୍କର ବ୍ଲଡ଼ ଗ୍ରୁପ ସେମ ହେବା ଯୋଗୁ ଏହା ର ପ୍ରଭାବ ମହିଳା ମାନଙ୍କର ଗର୍ଭବତୀ ହେବା ଉପରେ ପଡିଥାଏ | ତାହେଲେ ଆସନ୍ତୁ ଜାଣିବା କଣ ସବୁ ଅସୁବିଧା ହୋଇଥାଏ ଦୁଇ ଜଣଙ୍କର ବ୍ଲଡ଼ ଗ୍ରୁପ ସେମ ହେବା |

ତେବେ କୁହାଯାଉଛି କି ଯଦି ସ୍ୱାମୀ ସ୍ତ୍ରୀ ର ବ୍ଲଡ଼ ଗ୍ରୁପ ସମାନ ରହିଥାଏ ତାହେଲେ ମହିଳା ଜଣଙ୍କର ଗର୍ଭବତୀ ହେବାରେ ପ୍ରୋବ୍ଲେମ ଦେଖାଯାଇଥାଏ |ଏହା ବ୍ୟତୀତ କୁହାଯାଏ କି ଯଦି ବ୍ଲଡ଼ ଗ୍ରୁପ ଦୁଇ ଜଣଙ୍କର ସେମ ଥାଏ ତାହେଲେ ଛୁଆ ଜନ୍ମ ହେଲେ ତାର ମାନସିକ ସ୍ତର ଖରାପ ହୋଇଥାଏ ଓ ସାଧାରଣ ଛୁଆ ଭାବରେ ଜନ୍ମ ହୋଇ ପାରେ ନାହିଁ |ତେଣୁ ବିବାହ ପୂର୍ବରୁ ପୁଅ ଓ ଝିଅ ଉଭୟ ବ୍ଲଡ଼ କୁ ଟେଷ୍ଟ କରି ବିବାହ କରିବା ଉଚିତ, ଆଉ ତାହା ନ ହେଲେ ଆମ କୁ ତାହା ର ପ୍ରଭାବ ସନ୍ତାନ ମାନଙ୍କ ଉପରେ ପଡିଥାଏ ବୋଲି କୁହାଯାଏ |

ତେବେ କୁହାଯାଏ କି ବ୍ଲଡ଼ ଗ୍ରୁପ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ ଗୋଟିଏ ପ୍ରକାରର ବ୍ଲଡ଼ ଗ୍ରୁପ ଭିତରେ ଏ, ବି, ଏବି ରହିଥିବା ବେଳେ ଆଉ ଗୋଟେ ପ୍ରକାରର ବ୍ଲଡ଼ ଗ୍ରୁପ ରେ ଆରଏଚ ଫ୍ୟାକ୍ଟର ରହିଥାଏ | ତେବେ ଯେଉଁ ମାନଙ୍କ ପାଖରେ ଆରଏଚ ରହିଥାଏ ସେମାନେ ଆର ଏଚ ପଜିଟିଭ ଓ ଯେଉଁ ମାନଙ୍କ ପାଖରେ ଆରଏଚ ରୁହେ ନାହିଁ ସେମାନେ ଆର ଏଚ ନେଗେଟିଭ ରହିଥାଏ ବୋଲି ମଧ୍ୟ କୁହାଯାଉଛି | ତେବେ କୁହାଯାଉଛି କି ଯଦି ସ୍ୱାମୀ ସ୍ତ୍ରୀ ଙ୍କ ବ୍ଲଡ଼ଗ୍ରୁପ ସମାନ ଥାଏ ତାଙ୍କ ଶିଶୁ ପାଖରେ ଆରଏଚ ଇନକମ୍ପାଲିଭିଟି ଓ ଏବିଓ ଇନକମ୍ପାଲିଭିଟି ଦେଖାଯାଇଥାଏ,ସେମାନଙ୍କର ପିଲା ଠାରେ କିଛି ବି ଅସୁବିଧା ଦେଖା ଯାଏ ନାହିଁ |

ଆଉ ଯଦି ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କର ଯଦି ବ୍ଲଡ଼ ଗ୍ରୁପ ସମାନ ରହୁଛି ତେବେ ସେହି ଦମ୍ପତି ମାନେ ଡାକ୍ତର ଙ୍କ ପରାମର୍ଶ ନେବା ଆବଶ୍ୟକ | ତେବେ ଆହୁରି ମଧ୍ୟ କୁହାଯାଉଛି କି ଯଦି ବ୍ଲଡ଼ ଗ୍ରୁପ ସମାନ ନ ଥିଲେ ମଧ୍ୟ ଶିଶୁ ସହିତ ବିଭିନ୍ନ ସମସ୍ୟା ଯୋଡ଼ିତ ହୋଇଥାଏ | ଆଉ ଯଦି ବାପା ର ଏ, ବି ଓ ଏବି ରହୁଛି ଆଉ ମା ର ଅ ପଜିଟିଭ ରହିଥିବ ରହୁଛି ତେବେ ଶିଶୁଟି ଜଣ୍ଡିସ ରୋଗ ରେ ପୀଡିତ ହୋଇଥାଏ | ତେଣୁ କୁହାଯାଉଛି କି ବ୍ଲଡ଼ ଗ୍ରୁପ ସମାନ ରହିଲେ ମହିଳା ଙ୍କର ଗର୍ଭପାତ ହେବାର ସମ୍ଭାବନା ଥାଏ ତେଣୁ ବିବାହ ପୂର୍ବରୁ ବ୍ଲଡ଼ ଗ୍ରୁପ ଉଭୟ ଟେଷ୍ଟ କରି ବିବାହ କରିବା ଆବଶ୍ୟକ | ତେବେ ଏହା ଥିଲା ବ୍ଲଡ଼ ଗ୍ରୁପ ସମାନ ରହିଲେ କଣ ଅସୁବିଧା ରହିଥାଏ ପିଲା ଉପରେ ସେ ସମ୍ପର୍କୀୟ ସମସ୍ତ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment