EXCLUSIVE : ସୁଡଙ୍ଗରେ ପଶିଲେ NDRF ଟିମ୍, ଧୈର୍ଯ୍ୟ ହରେଇନି ରାହୁଲ… ଦେଖନ୍ତୁ Video

ହଁ ଦର୍ଶକବନ୍ଧୁ ଦୀର୍ଘ ସମୟର ପ୍ରଚେଷ୍ଟା ର ଏବେ ଅନ୍ତ ହେବାକୁ ଯାଉଛି , ଆଉ ବାସ କିଛି ସମୟର ବ୍ୟବଧାନ ଭିତରେ ରାହୁଲ ଙ୍କୁ ଉପରକୁ ଅଣାଯିବ ବୋଲି ସୂଚନା ଦେଇଛନ୍ତି NDRF ଟିମ ଓ ସେହି ଟିମ ମଧ୍ୟ ସୁଡ଼ଙ୍ଗ ଭିତରକୁ ପ୍ରବେଶ କରିଛନ୍ତି ବୋଲି ଜଣା ଯାଇଛି |ତେବେ କଣ ସୂଚନା ରହିଛି ଏବେ ର ରାହୁଲଙ୍କ ବିଷୟରେ ଆସନ୍ତୁ ଜାଣିବା ସମସ୍ତ ଘଟଣା ବିଷୟରେ |

ହଁ ଦର୍ଶକବନ୍ଧୁ ଏପରି ଏକ ଘଟଣା ଯାହା ଛତିଶଗଡ ତାଂଯୋଗିରି ଛାମ୍ପ ରେ ଘଟିଥିବା ଏହି ଅଭାବନୀୟ ଘଟଣା ବିଷୟରେ ଏବେ ସମସ୍ତଙ୍କ ନଜର ରହିଛି ସେହି ଘଟଣା ଉପରେ ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋର ଧରିଛି ତାହା ହେଉଛି 11 ବର୍ଷୀୟ ଶିଶୁ ରାହୁଲଙ୍କ କଥା |ବହୁତ ସମୟ ଧରୀ ଚାଲୁରହିଥିବା ଅପେରସନ ବାସ ଆଉ କିଛି ଘଂଟାରେ ବ୍ୟବଧାନ ପରେ ସଫଳ ହେବାକୁ ଯାଉଛି , ଆଉ କିଛି ସମୟ ଓ କିଛି ସମୟର ଚେଷ୍ଟା ପରେ ରାହୁଲଙ୍କୁ ଉଦ୍ଧାର କରିବାରେ ସଫଳ ହେବେ ଉଦ୍ଧାର କାରୀ ଦଳ |ତେବେ ସମସ୍ତଙ୍କର ଆଖି ରହିଛି କେତେବେଳେ ସେ ସମୟ ଆସି ପହଚିବ ଆଉ ଉଦ୍ଧାର ହେବେ ରାହୁଲ |

ତେବେ ମିଳିଥିବା ସୂଚନା ଅନୁସାରେ ରାହୁଲଙ୍କ ପରିବାର ଲୋକ ସବୁବେଳେ କେମେରା ଯୋଗେ ରାହୁଲଙ୍କ ଆକ୍ଟିଭିଟିଜ କୁ ଦେଖୁଛନ୍ତି ଓ ସବୁବେଳେ ରାହୁଲଙ୍କ ସହିତ କଥା ବାର୍ତ୍ତା ହେଉଛନ୍ତି, ଓ ରାହୁଲଙ୍କ ସ୍ୱାସ୍ଥ ଅବସ୍ଥା ବେଳକୁ ବେଳ ଖରାପ ହେବାର ସୂଚନା ମଧ୍ୟ ମିଳିଛି , କିନ୍ତୁ ତାହା ଭିତରେ ଗୋଟିଏ ବଡ ଖବର ଆସିଛି ସାମ୍ନାକୁ ଯାହା ମିଡିଆ ଯୋଗେ ଭାଇରାଲ ହେଉଛି ତାହା ହେଉଛି କି NDRF ଟିମ ର ଯବାନ ମାନେ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ଓ ଏବେ ସେମାନେ ସୁଡ଼ଙ୍ଗ ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି ବୋଲି ଯାହା ସୂଚନା ମିଳୁଛି |

ତେବେ ସୁଡ଼ଙ୍ଗକୁ ପଠା ଯାଇଥିବା କେମେରା ମାଧ୍ୟମରେ ରାହୁଲଙ୍କ ସମସ୍ତ ଘଟଣା କୁ ବାହାରେ ସମସ୍ତେ ଦେଖିଥିଲେ, ଓ ସରକାରୀ ସ୍ତରରୁ ମଧ୍ୟ ସମସ୍ତ ବ୍ୟବସ୍ତା ଛତିଶଗଡ ସରକାର କରିଛନ୍ତି,ଆଉ ରାହୁଲ ବେଳକୁ ବେଳ ଦୁର୍ବଳ ହେଇଜିବା ର ଦେଖି ସମସ୍ତେ ବ୍ୟସ୍ତ ମଧ୍ୟ ହେଉଛନ୍ତି , ତେବେ ଟିମ ର ଯାହା କହିବା କଥା କି ଆଉ ମାତ୍ର କିଛି ସମୟ ର ବ୍ୟବଧାନ ଭିତରେ ରାହୁଲକୁ ସୁଡ଼ଙ୍ଗରୁ ଉଦ୍ଧାର କରିବା ପାଇଁ ସକ୍ଷମ ହେବେ ଏନ. ଡି ଆର. ଏଫ ଟିମ ଆଉ ରାହୁଲ ଙ୍କୁ ସମସ୍ତଙ୍କ ସାମ୍ନାକୁ ଫେରାଇ ଆଣିବାର ସମସ୍ତ ଚେଷ୍ଟା ଚଳାଇଛନ୍ତି ଓ ତାଙ୍କର କଥାକୁ ମଧ୍ୟ ରଖିଛନ୍ତି ଏବେ NDRF ର ଟିମ ମଧ୍ୟ ସୁଡ଼ଙ୍ଗ ଭିତରେ ପିସିଯାଇଛନ୍ତି ଓ ରାହୁଲ ଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି |

ସରକାର ମଧ୍ୟ ବାହାରେ ଆମ୍ବୁଲାନ୍ସ ର ବ୍ୟବସ୍ଥା କରିଛନ୍ତି ଯାହା ଫଳରେ ରାହୁଲ ସୁଦଙ୍ଗାରୁ ବାହାରିବା ମାତ୍ରେ ତାଙ୍କୁ ମେଡିକାଲ କୁ ନିଆଯିବ, ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେବା ସହିତ ସମସ୍ତେ ଅପେକ୍ଷା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment