Odisha News Portal

ସ୍ୱାମୀକୁ ହତ୍ୟା କରି ଚୁଲି ଭିତରେ ପୋଡି ମାସେ ପର୍ଯ୍ୟନ୍ତ ରୋଷେଇ କରୁଥିଲା ସ୍ତ୍ରୀ ,ତା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ !

0 6

ସ୍ୱାମୀକୁ ହତ୍ୟା କରି ରୋଷେଇ ଘରେ ପୋତି ଦେଇଥିଲା ସ୍ତ୍ରୀ । ଏହା ସହିତ ସେହି ପୋତିବା ସ୍ଥାନରେ ସେ ଚୁଲି ତିଆରି କରି ସେହି ଶବ ଉପରେ ରୋଷେଇ କରୁଥିଲା । ତେବେ ଏହି କତା ସମସ୍ତଙ୍କୁ ଆସ୍ଚର୍ଯ୍ୟ ଚକିତ କରିବା ଭଲି ମାତ୍ର କଥାଟି ସତ୍ୟ ଅଟେ । ତେବେ ଆପଣ ମାନେ ଭାବୁଥିବେ କି ଜଣେ ସ୍ତ୍ରୀ ହୋଇ ନିଜର ସ୍ୱାମୀ ପ୍ରତି ଏପରି କିପରି କରିପାରିଲା ତେବେ କଥାଟି ସତ୍ୟ ଅଟେ । ତେବେ ଏହି ଘଟମା ପଛରେ କମ କାରଣ ରହିଛି କାହିଁକି ଜମେ ସ୍ତ୍ରୀ ହୋଇ ନିଜର ସ୍ୱାମୀ ପ୍ରତି ଏମିତି କାମ କରିଲା ଆସନ୍ତୁ ଜାଣିବା ସେ ବିଷୟରେ ।

ଆଜିର ସମାଜରେ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଥିବା କଥା କିମ୍ବା ଶାଶୁ ଶଶୁର ତାର ବୋବୂଙ୍କୁ ହତ୍ୟା କରିଥିବା କଥା ଶୁଣିତିବେ ମାତ୍ର ଜଣେ ସ୍ତ୍ରୀ ତାର ସ୍ୱାମୀକୁ ହତ୍ୟା କରିଥିବା କଥା ଆପଣ ମାନେ କେବେବି ଶୁଣିନଥିବେ । ତେବେ ଏହି ଟାରେ ଜମେ ମହିଳା ତାଙ୍କ ସ୍ୱାମୀକୁ ହତ୍ୟା କରି ରୋଷେଇ ଘରେ ପୋତି ଦେଇଛନ୍ତି ।

ଏହା ସହିତ ସେହି ସମାଧି ଉପରେ ଚୁଲି ତିଆରି କରି ରୋଷେଇ କରି ଖାଉଛନ୍ତି । ତେବେ ଏହି ଆଶ୍ଚର୍ଯ୍ୟ କର ଘଟଣାଟି ହେଉଛି ମଧ୍ୟପ୍ରଦେଶର ଅନୁଗ ପୁର ଜିଲ୍ଲାରେ । ସେହି ମହିଳାଙ୍କର ନାମ ହେଉଚି ପ୍ରମିଳା ଏବଂ ବୟସ 32 ବର୍ଷ । ତେବେ ତାଙ୍କର ସ୍ୱାମୀ ଜଣେ ଓକିଲ ଅଟନ୍ତି ତାଙ୍କର ନାମ ହେଉଛି ମହେଶ ବେଲବେଲ । ଏହା ପରେ ଯେତେବେଳେ ତାଙ୍କର ଗ୍ରାମରେ ତାଙ୍କର ସ୍ୱାମୀ ନିଖୋଜ ହେବାର କଥା ପଡିଲା ତେବେ ସେ ନିଜେ ୟାଇକରି ସ୍ୱାମୀ ନିଖୋଜ ହେବାର କତା ପୋଲିସ ଷ୍ଟେସନରେ ଏଫେୟାର କଲେ । ଏହା ପରେ ପୋଲିସ ସେହି ମାମଲାକୁ ନିଖୋଜ ବ୍ୟକ୍ତିର ମାମଲା ଭାବେ ଯାଞ୍ଚ କଲା ।


ମାତ୍ର ପୋଲିସ ଯାଞ୍ଚ କରିବା ସମୟରେ ମୃତକଙ୍କର ଭାଇ ପୋଲିସକୁ କହିଲା କି ତାର ଭାଇର ମୃତ୍ୟୁରେ ତାର ଘରେ ହିଁ କିଛି ସନ୍ଦେହ ହେଉଛି ବୋଲି । ଏହା ସହିତ ଅର୍ଜ୍ଜୁନ ପୋଲିସକୁ କହିଲା କି ସେ କେତେ ଥର ତାର ସାନ ଭାଇର ଘରକୁ ଯାଇଛି ବୋଲି । ମାତ୍ର ତାର ପତ୍ନୀ ତାଙ୍କୁ ବାରମ୍ବାର ଘର ଭିତରେ ପ୍ରବେଶ କରିବା ପାଇଁ ଦେଉନାହାନ୍ତି । ଏହି କଥା ଶୁଣିବା ପରେ ପୋଲିସ ନିଜର ଟିମ ସହିତ ମଜତକଙ୍କର ଘରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ ଦୁର୍ଗନ୍ଧ ଅନୁଭବ ହେଲା ଏବଂ ୟେତେବେଳେ ରୋଷେଇ ଘରେ ପ୍ରବେଶ କଲେ ବେଶି ଗନ୍ଧ କଲା । ଏହା ପରେ ରୋଷେଇ ଘରେ ଦୁର୍ଗନ୍ଧ ହେଉଥିବା ଜାଗାକୁ ଖୋଲିବା ପରେ ମଡତକଙ୍କର ଶବ ମିଳିଲା ।ଏ ସମସ୍ତ ପରେ ପୋଲିସ ଯେତେବେଳେ ତାର ସ୍ତ୍ରୀକୁ ସ୍ୱାମୀର ହତ୍ୟା ବିଷୟରେ ପଚାରିଲା ସ୍ତ୍ରୀ ତାର ଉତ୍ତରରେ ଯାହା କହିଲେ ତାହା ଶୁଣି କରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରମିଳା କହିଲା କି ତାର ସ୍ୱାମୀର ତାର ଭାଇ ଗଙ୍ଗାରମର ସ୍ତ୍ରୀ ସହିତ ଅବୈଧ ସଂପର୍କ ରହିଥିଲା । ଏହା ପରେ ଗଙ୍ଗାରାମ ଏବଂ ସେ ମିଲି ନିଜ ସ୍ୱାମୀକୁ ମାରିବାର ୟୋଜନା କରିଥିଲେ । ଏହି କଥା ଶୁଣି ଗଙ୍ଗାରାମ କହିଲା କି ସେ ମହିଳା ଜଣକ ବହୁତ ଚାଲାକ ଅଟେ ତାର କଥାକୁ କେହି ବିସ୍ୱାସ କରନ୍ତୁ ନାହିଁ । ମୁଁ ଏହି ହତ୍ୟା କାଣ୍ଡରେ ସାମିଲ ନାହିଁ ତେବେ ବଡ ଭାଇର ଏପରି ବୟାନ ପରେ ଏହି ହତ୍ୟାକାଣ୍ଡ ଏବେ ରହସ୍ୟ ମୟ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।