Odisha News Portal

ମୁମ୍ୱାଇରେ କ୍ରିକେଟର ସୁରେଶ ରାଇନା ଗିରଫ । ପୋଲିସ ଧରିଲା ଏମିତି ଅବସ୍ଥାରେ ଜାଣିଲେ ଆପଣ ମଧ୍ୟ କହିବେ ଛିଃ ଛିଃ …ଲଜ୍ୟା ନାହିଁ….

ବର୍ତ୍ତମାନ ର ସବୁଠୁ ବହୁତ ବଡ ଖବର ଗିରଫ ହେଲେ ପୂ୍ର୍ବତନ କ୍ରିକେଟ ର ସୁରେଶ ରାଇନା । ତେବେ ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବ ରେ ଜାଣି ଥିବେ ଯେ କ୍ରିକେଟ ଖେଳ ହେଉଛି ଆମ ଦେଶର ସବୁ ଠାରୁ ଅଧିକ ଲୋକ ପ୍ରିୟ ଖେଳ ଅଟେ । ଆଉ କ୍ରିକେଟ ଟିମ୍ ରେ ଖେଳୁ ଥିବା 11 ଜଣ ଖେଳାଳି ନିଜ ଦେଶ ପାଇଁ କଠିନ ପରିଶ୍ରମ କରି ଦେଶକୁ ଚାମ୍ପିଆନ୍ କରିଥାନ୍ତି । ଆଉ ଏହି କ୍ରିକେଟ ଟିମ୍ ର ଜଣେ ସୁଦକ୍ଷ କ୍ରିକେଟର ହେଉଛନ୍ତି ସୁରେଶ ରାଇନା ।

ତେବେ ବର୍ତ୍ତମାନ ସମୟରେ ସାରା ବିଶ୍ବ ରେ କରୋନା ତାହାର ତାଣ୍ଡବ ରଚାଉଛନ୍ତି । ଆଉ ଏହି ସମୟରେ ସାରା ଦେଶରେ ମଧ୍ୟ କରୋନା କଟକଣା କଢାକଢି୍ ଭାବରେ ଜାରି ହୋଇଛି । କିନ୍ତୁ ଜଣେ ସୁଦକ୍ଷ ତଥା ଲୋକପ୍ରିୟ କ୍ରିକେଟର ହୋଇ ଥିବା ସତ୍ବେ ମଧ୍ୟ ଏପରି ଏକ କାର୍ଯ୍ୟ କରିବା ନିହାତି ଭାବରେ ଏକ ନିନ୍ଦନୀୟ ତଥା ମର୍ମାହତ ବିଷୟ ଅଟେ ।


ତେବେ ମହାମାରୀ କରୋନା ନିୟମ ଉଲ୍ଲଘଂନ କରି ଗିରଫ ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା । ତେବେ ମହାରାଷ୍ଟ୍ର ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରୁ ଥିବାରୁ ପୋଲିସ କ୍ଲବ ଉପରେ ଚଢାଉ କରି ଗିରଫ କରି ଥିଲା । ଆଉ ସୁରେଶ ରାଇନା ଙ୍କ ସମତେ ଅନ୍ୟ 34 ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ । ତେବେ ଗିରଫ ହୋଇ ଥିବା ବ୍ୟକ୍ତିଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ସୁସେନ ଖାନ ମଧ୍ୟ ଅଛନ୍ତି । କିନ୍ତୁ ଗିରଫ ହେବା ପରେ ସମସ୍ତଙ୍କୁ ବେଲ୍ ମିଳି ଥିବା ମଧ୍ୟ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ମୁମ୍ବାଇ ଏୟାରପୋର୍ଟ ପାଖରେ ଥିବା ଜେଡ୍ ବ୍ଲୁ ମେରିୟଟ ହୋଟେଲ ରେ ଥିବା କ୍ଲବ ରେ ପାର୍ଟି ହେଉ ଥିଲା । ଆଉ ଏହି ପାର୍ଟିରେ କୋଭିଡ ନିୟମ ଉଲ୍ଲଘଂନ ହେଉ ଥିବା ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା । ତେବେ ରେଡ ବେଳେ କିଛି ଲୋକ କ୍ଲବର ପଛ କବାଟ ପଟେ ସେଠାରୁ ଖସି ଯାଇ ଥିଲେ । ଆଉ ପରେ ସୁରେଶ ରାଇନା ଙ୍କ ସମେତ 34 ଜଣ ଙ୍କୁ ପୋଲିସ୍ ଗିରଫ କରି ଆଇପିସି ଧାରା 188, 269 ଓ 34 ଅନୁଯାୟୀ କେସ ଦାୟର କରି ଥିଲା ପୋଲିସ ।

ତେବେ ବର୍ତ୍ତମାନ ସାରା ଦେଶ ରେ କରୋନା ସଂକ୍ରମଣ ନିୟନ୍ତ୍ରଣ ରେ ରହି ଥିବା ବେଳେ ଏପରି କରିବା ନିହାତି ଭାବରେ ଉଚିତ ହୋଇ ନାହିଁ । ଜଣେ କ୍ରିକେଟର ହୋଇ ସାଧାରଣ ଲୋକ ଙ୍କ ପରି କାମ କରିବା କେତେ ଯୁକ୍ତିଯୁକ୍ତ ତାହା ଆପଣ ମାନେ ହିଁ ବିଚାର କରନ୍ତୁ । ସାରା ବିଶ୍ବରେ ଯେପରି ଭାବରେ କରୋନା ଚେନ୍ ଲାଗି ରହିଛି ସେଥି୍ରୁ କେମିତି ଆଉ କେବେ ବଞ୍ଚିବାର ସଠିକ୍ ଉପାୟ ବାହାରିବ ତାହାକୁ ହିଁ ଅପେକ୍ଷା । post inspire drom kanak news

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।