Odisha News Portal

ଶୁଣନ୍ତୁ ଅଡିଓ : କଲେଜ ପ୍ରିନ୍ସପାଲ ଛାତ୍ରୀ ଙ୍କ ସାଙ୍ଗରେ କଥା ହେଉଛନ୍ତି ଶୁଣନ୍ତୁ ! ଶୁଣିବା ପରେ ଆପଣ ମଧ୍ୟ କହିବେ ଛିଃ ଛିଃ ….

ଆଜିର ଯୁଗ ଏମିତି ହେଲାଣି ଚାରିଆଡେ ପ୍ରତ୍ୟେକ ଲୋକ ନୂତନତା ଆଡକୁ ଗତି କରିଲେଣି। ଏବେ ଲୋକମାନେ ଆଧିନିକ ହେବାରେ ଲାଗିଛନ୍ତି ଆଉ ତା ସହ ଏହି ସମାଜ ରେ ରହୁ ଥିବା ପ୍ରତେକ ଲୋକ ଏବେ ପାଠ ପଢି ଶିକ୍ଷିତ ହୋଇ ଗଲେଣି , ମାତ୍ର ଏହି ଶିକ୍ଷିତ ବ୍ୟକ୍ତି ମାନେ ଆଜିର ସମୟରେ ଏମିତି କାମ କରୁଛନ୍ତି କି ଯାହା ଆମ ସମାଜ ପାଇଁ କଳଙ୍କ ସାଜୁଛି । ଯାହାର ପ୍ରଭାବ ଆଗାମୀ ପିଢ଼ି ଉପରେ ବହୁତ ମାତ୍ରାରେ ପଡିବ । ବେଳେ ବେଳେ ସମାଜ ରେ ଏମିତି କିଛି ଘଟଣା ସବୁ ଦେଖିବାକୁ ମିଳେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଆପଣ ମାନେ ତ ଜଣିଛନ୍ତି ଆଜିର ସମାଜରେ ନାରୀ ମାନେ ସୁରକ୍ଷିତ ନାହାନ୍ତି ପ୍ରତିଦିନ ଅନେକ ଝିଅ ମାନଙ୍କୁ ଗଣ ଦୁସ୍କର୍ମ ହେଉଛି,ତେବେ ଏହା କମୁ ନାହିଁ ଯାହା ଅନେକ ସମସ୍ୟା ଦେଖା ଦେଉଛି । ଏହା ସହିତ ମଧ୍ୟ ଆଜି ର ଏହି ଯୁବପିଢି ମାନେ ଯୌନ ଲାଳସା ରେ ଅନେକ କିଛି ଖରାପ କାମ କରି ଦେଉଛନ୍ତି, ଯାହା ପାଇଁ ସେମାନେ ପର ମୁହୂର୍ତ୍ତ ରେ ଅନେକ ଅସୁବିଧା ରେ ସମୁଖୀନ ହେଉଛନ୍ତି ।

 

ଏହି ଯୌନ ଲାଲଶା ପାଇଁ ଗୁରୁ ଏବଂ ଛାତ୍ରର ମଧୁର ସମପର୍କ ମଧ୍ୟ ଏବେ ବଦନାମ ହେବାରେ ଲାଗିଛି । ଗୁରୁ ସବୁବେଳେ ତା ଛାତ୍ର କୁ ଭଲ ମଣିଷ ହେବା ପାଇଁ, ଭଲ କାମ କରିବାକୁ ଶିଖାଇ ଥାଏ, କିନ୍ତୁ ଆଜିର ଗୁରୁ ମାନେ ବଦଳି ଗଲେଣି । ତେବେ ପ୍ରତ୍ୟେକ ଗୁରୁ ସେମିତି ନୁହନ୍ତି ମାତ୍ର ସେଥିମଧ୍ୟରୁ କିଛି ଏପରି ପ୍ରକୃତିର ଅଛନ୍ତି କି ଯେଉଁମାନେ ଗୁରୁ ଓ ଶିଷ୍ୟ ର ସଂପର୍କ କୁ ଭୁଲି ଯୌନ ସମ୍ପର୍କରେ ଅଧିକ ବୁଝୁଛନ୍ତି ।

ଯୌନ ଲାଳସା ପାଇଁ ସେମାନେ ଛାତ୍ର ଏବଂ ଶିକ୍ଷକ ମଧ୍ୟରେ ଥିବା ପବିତ୍ର ସଂପର୍କକୁ ମଧ୍ୟ ହୀନ ବା ଖରାପର ରୂପ ଦେବା ଲାଗି ପଛଘୁଞ୍ଚା ଦେଉ ନାହାନ୍ତି । ଯେଉଁକାମ ଆମ ସମାଜ ପାଇଁ ଏକ ବହୁତ ହିଁ ବଡ କଳଙ୍କିତ କତା ଅଟେ । ତେବେ ଏହିପରି କିଛି ଘଟଣା ଏବେ ଆମ ମାନଙ୍କ ସାମ୍ନାକୁ ଆସିଛି , ଯାହା ଶୁଣିଲେ ଆପଣ ମାନେ ମଧ୍ୟ ନିଜକୁ ଲଜ୍ଜିତ ଅନୁଭବ କରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ସେହି ଘଟଣାକି ଓଡିଶାର ଏକ କଲେଜରେ ଘଟିଛି , ଯେଉଁ ଘଟଣାରେ ସେହି କଲେଜର ଜଣେ ପ୍ରିନସିପାଲ ଜଣେ ଛାତ୍ରୀଙ୍କ ସହ ଖରାପ ସଂପର୍କ ରଖିବା ପାଇଁ ଚେଷ୍ଟା କରୁଥିଲେ । ସେ ଝିଅକୁ ଖରାପ କଥା କହୁଥିଲେ ତାକୁ ବାରମ୍ବାର ଫୋନ କରି ଯୌନ ସଂପର୍କ ରଖିବା ପାଇଁ ମଧ୍ୟ ବାଧ୍ୟ କରୁଥିଲେ । ସେହି ଝିଅ ର ପରୀକ୍ଷା ଚାଲୁ ଥିବା ସମୟ ରେ ତାକୁ ଫୋନ କରି ଡାକେ ଆଉ ଖରାପ କଥା କହି ତାକୁ ପାଖକୁ ଯିବାକୁ କୁହେ । ତେବେ ଏବେ ସେହି କଥାର ରୋକଡିଂ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଏହା ପରେ ପୋଲିସ ସେହି ପ୍ରିନସିପାଲଙ୍କୁ ଆରେଷ୍ଟ ମଧ୍ୟ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।