Odisha News Portal

ରବିବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଗୋଟିଏ କାମ , ନଚେତ୍ ଯେତେ ରୋଜଗାର କଲେ ମଧ୍ୟ ଘରେ ଅଭାବ ଆସିବ……

ଆଜି ଆମେ ଜାଣିବା ରବିବାର ଦିନ ଭୂଲରେ ବି କରନ୍ତୁ ନାହିଁ ଏହି କେତୋଟି କାମ । ତେବେ ଚାଲନ୍ତୁ ଜାଣିବା , ସେଥିପାଇଁ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ତେବେ ଧନ କମାଇବା କଷ୍ଟ, ଧନ ଆସି ଥାଏ ବଙ୍କା କିନ୍ତୁ ଗଲା ବେଳେ ଯାଏ ପୂରା ସିଧା । ସେଥି ପାଇଂ କେବେ ହେଲେ ବି ବିନା ସୁଧରେ କାହାରି କୁ ଟଙ୍କା ଦିଅନ୍ତୁ ନାହିଁ । ଜ୍ଞାନ ଏମିତି ଏକ ଜିନିଷ ଯାହାକୁ ତୋମେ ଯେତିକି ବାଣ୍ଟିବ ତାହା ସେତେ ବଢିବ । ଆଉ ଲୋକ ନାମେ ତୁମକୁ ସେତିକି ଜ୍ଞାନୀ ମଧ୍ୟ କହିବେ । ଏହାକୁ ନାଁ ଚୋର ନେଇ ପାରିବ ନାଁ ଭାଇ ଭାଗ ନେଇ ପାରିବ । ଏହାକୁ କେହି ନଷ୍ଟ ମଧ୍ୟ କରି ପାରିବେ ନାହିଁ । ତେବେ ତୁମେ ନ ଦେଲେ କେହି ବି ନେଇ ପାରିବେ ନାହିଁ । ପରିଶ୍ରମ କର ଫଳ ନିଶ୍ଚୟ ପାଇବ ।

ସତ୍ୟ ର ମାର୍ଗ ରେ ସବୁ ବେଳେ ଶୁଭ ଫଳ ମିଳି ଥାଏ । ମୂର୍ଖ ମାନେ କେବଳ ଚମତ୍କାର ଉପରେ ବିଶ୍ବାସ କରିଥାନ୍ତି । କିନ୍ତୁ ଚମତ୍କାର କରିବା ଉପରେ ନୁହେଁ । ଯଦି ଆପଣ ଙ୍କ ମାର୍ଗ ରେ ଅସୁବିଧା ଆସୁ ନାହିଁ , ତେବେ ଜାଣନ୍ତୁ ଆପଣ ଭୂଲ ମାର୍ଗ ରେ ଚାଲୁଛନ୍ତି । ସତ୍ୟ ର ମାର୍ଗ ବହୁତ କଷ୍ଟ ପୂର୍ଣ୍ଣ । ସେଥି ପାଇଁ ତ ଏହି ରାସ୍ତାରେ ଖୁବ୍ କମ୍ ଲୋକ ଚାଲି ଥାନ୍ତି ।

ରବିବାର ଦିନ ଆମିଷ ଭୋଜନ କରନ୍ତୁ ନାହିଁ । ଅଧାକାଂଶ ଲୋକ ରବିବାର ରେ ଆମିଷ ଖାଇଥାନ୍ତି । କିନ୍ତୁ ମନେ ରଖନ୍ତୁ ସୂର୍ଯ୍ୟ ସଭିଙ୍କର ଗୁରୁ ଏବଂ ଯମରାଜ ଙ୍କର ପିତା ଅଟନ୍ତି । ଆଉ ନାରାୟଣ ଙ୍କ ର ସ୍ବୟଂ ଅବତାର ଅଟନ୍ତି । ତେଣୁ ଯେଇଁ ମାନେ ରବିବାର ରେ ଆମିଷ ଭୋଜନ କରିଥାନ୍ତି ତ ସେମାନ ଙ୍କୁ ମୁକ୍ତି ମିଳି ନଥାଏ ।


ଯେଇଁ ପର୍ଯ୍ୟନ୍ତ ତୁମ ପାଖରେ ଟଙ୍କା ଥିବସେ ପର୍ଯ୍ୟନ୍ତ ଲୋକେ ପଚାରିବେ କେମିତି ଅଛ । ଟଙ୍କା ଭଗବାନ ନୁହଁନ୍ତି କିନ୍ତୁ ଭଗବାନ ଙ୍କ ଠାରୁ ମଧ୍ୟ କମ୍ ନୁହେଁ । ସେଥି ପାଇଁ ଧନର ସଞ୍ଚୟ ନିହାତି କରନ୍ତୁ । କାରଣ ଅସୁବିଧା ସମୟ ରେ ଧନ ଈଶ୍ବର ସମାନ ହୋଇ ଥାଏ । ଆଉ ଗୋଟିଏ କଥା ସର୍ବଦା ମନେ ରଖନ୍ତୁ କି ପୂର୍ବ ଦିଗ କୁ ମୁହଁ କରି ଭୋଜନ କରନ୍ତୁ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୟନ କରନ୍ତୁ । ଏପରି କରିଲେ ଆପଣ ଉର୍ଜାବାନ ରହିବେ । ଆଉ ଜୀବନ ରେ ବହୁ ସଫଳତା ପ୍ରାପ୍ତ କରିବେ .।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।