Odisha News Portal

ସ୍ବାମୀ ଓ ସ୍ତ୍ରୀ କେଉଁ ଦିନ ମିଳନ କରିବା ଅନୁଚିତ ! ଏହି କଥା ପ୍ରତ୍ୟେକ ସ୍ବାମୀ ସ୍ତ୍ରୀ ଙ୍କୁ ଜାଣି ରଖିବା ଦରକାର ନଚେତ୍ ହୋଇପାରେ ଭୟଙ୍କର ପରିସ୍ତିତି….

0 3

ଆଜି ଆମେ ଜାଣିବା ସ୍ବାମୀ ଓ ସ୍ତ୍ରୀ କେଉଁ ଦିନ ମିଳନ କରିବା ଅନୁଚିତ । ଯାହାକି ଆମର ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରା ଯାଇଛି । ତେବେ ଚାଲନ୍ତୁ ଜାଣିବା , ସେଥିପାଇଁ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଥରେ ପଢନ୍ତୁ, ସବୁ କିଛି ନିହାତି ଭାବରେ ବୁଝି ପାରିବେ । ତେବେ ଆମ ପୁରାଣ ଶାସ୍ତ୍ରରେ ଏମିତି ବହୁତ କିଛି କଥା ଅଛି ଯାହାକୁ ଲୋକମାନେ ବିଶ୍ବାସ କରନ୍ତି । ସ୍ବାମୀ ଏବଂ ସ୍ତ୍ରୀଙ୍କୁ ନେଇ ଆମ ଶାସ୍ତ୍ରରେ ବା ପୁରାଣରେ ବହୁତ କିଛି କଥା ବର୍ଣ୍ଣନା କରା ଯାଇଛି । ଯାହାକି ଲୋକ ମାନେ ମାନିବା ଉଚିତ । ଆଜିର ଏହି ଲେଖା ରେ ଆମେ ମାନେ ଜାଣିବା ସ୍ବାମୀ ସ୍ତ୍ରୀ ସଂପର୍କ କୁ ନେଇ ପୁରାଣରେ ବା ଶାସ୍ତ୍ର ରେ ବର୍ଣ୍ଣିତ ଥିବା ଗୋଟିଏ କଥା ।

ତେବେ ପୁରାଣ ଏବଂ ଶାସ୍ତ୍ର ରେ ବର୍ଣ୍ଣନା କରା ଯାଇ ଥିବା ପ୍ରଥମ କଥା ହେଉଛି ପ୍ରତ୍ୟେକ ଗୁରୁବାର ବା କୌଣସି ବି ଗୁରୁବାର ଦିନ କଦାପି ସ୍ବାମୀ ସ୍ତ୍ରୀ ମିଳନ କରିବା ଉଚିତ ନୁହେଁ । କାରଣ ଗୁରୁବାର ଦିନ ହେଉଛି ମାତା ଲକ୍ଷ୍ମୀଙ୍କ ର ଦିନ ଏବଂ ଆମ ପରମ୍ପରା ରେ ବୋହୂଙ୍କୁ ଗୃହର ଲକ୍ଷ୍ମୀ ବୋଲି ମାନା ଯାଏ । ତେଣୁ କରି ଏହି ଗୁରୁବାର ଦିନ ଶାସ୍ତ୍ର ରେ ବର୍ଣ୍ଣନା କରା ଯାଇଛି କି କଦାପି ସ୍ବାମୀ ସ୍ତ୍ରୀ ମିଳନ କରିବା କଥା ନୁହେଁ ।

ତେବେ ଶାସ୍ତ୍ର ରେ ବର୍ଣ୍ଣନା କରା ଯାଇ ଥିବା ଦ୍ବିତୀୟ ମହତ୍ବପୂର୍ଣ୍ଣ କଥା ହେଉଛି ଶନିବାର ଦିନ ମଧ୍ୟ ସ୍ବାମୀ ସ୍ତ୍ରୀ କଦାପି ମିଳନ କରିବା କଥା ନୁହେଁ । କାରଣ ଯେଉଂ ବିବାହିତ ସ୍ତ୍ରୀ ଲୋକ ମାନେ ଶନି ଦେବଙ୍କର ଆରଧନା କରିଥାନ୍ତି ବା ନ୍ୟାୟର ଦେବତା ଶନି ଦେବଙ୍କୁ ପୂଜା କରିଥାନ୍ତି, ସେମାନେ କୌଣସି ବି ଶନିବାର ଦିନ ଏହା କରିବା କଥା ନୁହେଁ । ଏହା ମଧ୍ୟ ଶାସ୍ତ୍ର ରେ ବର୍ଣ୍ଣନା କରା ଯାଇଛି ଏବଂ ବାରଣ ମଧ୍ୟ କରା ୟାଇଛି । ଏହା କରିଲେ ପରିବାର ତଥା ସ୍ବାମୀ ସ୍ତ୍ରୀ ଜୀବନ ମଧ୍ୟମରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଏହାସହିତ ଶନିଦେବ ମଧ୍ୟ କ୍ରୋଧ କରିଥାନ୍ତି ।

ଶାସ୍ତ୍ର ରେ ବର୍ଣ୍ଣନା କରା ଯାଇଥିବା ତୃତୀୟ ମହତ୍ବପୂର୍ଣ୍ଣ କଥା ହେଉଛି କି ରବିବାର ଦିନ ମଧ୍ୟ ସ୍ବାମୀ ସ୍ତ୍ରୀ ମିଳନ କରିବା ଅନୁଚିତ ହୋଇଥାଏ । ରବିବାର ଦିନ ଯେଉଁ ବିବାହିତା ପୁରୁଷ ମାନେ ଆମିଷ ଖାଉ ନାହାଁନ୍ତି ସେମାନେ ମଧ୍ୟ ଏହା କରିବା କଥା ନୁହେଁ । ତେବେ ଏହା ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା କରା ଯାଇଛି ।

ତେବେ ଆପଣ ମାନେ ନିଶ୍ଚିତ ଭାବରେ ଅବଗତ ହୋଇ ଯାଇଥିବେ ଯେ ସ୍ବାମୀ ସ୍ତ୍ରୀ କେଉଁ କେଉଁ ଦିନ ମିଳନ କରିବା ଅନୁଚିତ ହୋଇଥାଏ  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।