Odisha News Portal

ବିବାହର ପ୍ରଥମ ରାତିରେ ବରକୁ ମିଳିଲା ଆଶ୍ଚର୍ଯ୍ୟଜନକ surprise ,କନିଆଁ ଜଣଙ୍କ ଥିଲେ କିନ୍ନର ସ୍ବାମୀ ଜାଣିବା ପରେ ଏମିତି କିଛି କରିଦେଲେ …..

ଆପଣ ମାନେ ଜାଣିଥିବେ ଗୋଟିଏ ପୁଅ ଟିର ଯୌବନାବସ୍ଥା ଫେରିଲେ ସେ ବିବାହ ହେବା ପାଇିଁ ବ୍ୟାକୁଳ ହୋଇଯାଏ । ତେବେ ବିବାହ ଏମିତି ଏକ ସୁନ୍ଦର ପରମ୍ପରା ଯାହା ପ୍ରତ୍ୟେକ ପୁଅ ଙ୍କୁ ଅଧିକ ଖୁସି କରିଥାଏ , ସେମାନେ ସବୁବେଳେ ସ୍ବପ୍ନ ଦେଖିଥାନ୍ତି କି ତାଙ୍କୁ ଗୋଟିଏ ସୁନ୍ଦର ପାର୍ଟନର ଟିଏ ମିଳୁ ଏବଂ ଗୋଟିଏ ସୁନ୍ଦର ଜୀବନଶୈଳୀ ତିଆରି ହେଉ । ତେବେ ପୁଅ ମାନେ ବିବାହ ଅପେକ୍ଷା ତାଙ୍କ ସୁହାଗ ରାତିକୁ ଅଧିକ ଗୁରୁତ୍ବ ଦେବା ସହିତ ଅଧିକ ଆନନ୍ଦିତ ହୋଇଥାନ୍ତି । ତେବେ ଯଦି ସେହି ଆନନ୍ଦିତ ଉତ୍ସବରେ କୌଣସି ଅଶୁଭ ସୁଚନା ଦେଖାଯାଏ , ତେବେ ଖୁସି ମନଉଥିବା ବ୍ୟକ୍ତିର ମନ ଭାଙ୍ଗି ରୁଜି ଚୁରମାର ହୋଇଯିବ ।

ତେବେ ଘଟଣା ଅନୁସାରେ ମଧ୍ୟପ୍ରଦେଶର ଶିବପୁର ଜିଲ୍ଲାର ସଂଗାଂମ ଗ୍ରାମ ରେଲ ରହୁଥିବା ଜଣେ ବ୍ୟକ୍ତିଙ୍କ ସହିତ ହୋଇଛି ଧୋକା । ବିବାହ କରି ସାରିବା ପରେ ସମସ୍ତେ ସୁହାଗ ରାତିର ଆନନ୍ଦ ନେଇଥାନ୍ତି , ସମସ୍ତ ଙ୍କ ପରି ଯୁବକ ଜଣଙ୍କ ଯାଇଥିଲେ କିନ୍ତୁ ସେ ତାଙ୍କ ପନ୍ତ୍ରୀର ଏପରି ଏକ ଉପହାର ଦେଖି ଯୁବକ ଜଣଙ୍କର ହୋସ ଉଡିଗଲା ।

ଆପଣ ଜାଣନ୍ତି ସେହି ଉପହାର ଟି କଣ ବାସ୍ତବରେ ସେ ଝିଅଟି ଜଣେ କିନ୍ନର ଥିଲା ,ସେହି ରାତିରେ ତାଙ୍କୁ ଜଣାପଡିଲା କି ସେ ଯାହାକୁ ବିବାହ କରିଛନ୍ତି ସେ ଅସଲି ଜଣେ କିନ୍ନର ଅଟେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ପ୍ରକୃତ ଘଟଣା ଜାଣିବା ପରେ ବର ର ପାଦ ତଳୁ ମାଟି ଖସିପଡିଲା , ଏହା ପରେ ବର ସିଧା ଏହି ବିବାହ ବନ୍ଧନକୁ ଭାଙ୍ଗିବା ପାଇିଁ ସିଧା କୋର୍ଟ ଗଲା ଏବଂ ଦୁଲହ୍ନ ପାଖରୁ ତଲାକ ଆଣିବାର ବ୍ୟବସ୍ଥା କରିଲା ।

ରିପୋର୍ଟ ଅନୁସାରେ ବର ର ବୟସ 22 ବର୍ଷ , ତାଙ୍କ ସହିତ ତାଙ୍କ ପାଖ ଗ୍ରାମର ଏକ ଝିଅ ସହିତ ବିବାହ ପାଇିଁ ପସ୍ତାବ ପଡିଥିଲା ,ଏବଂ ବିବାହ ମଧ୍ୟ ବହୁତ ଧୁମଧାମରେ ହୋଇଥିଲା , ପୁରା ପରମ୍ପରା ଏବଂ ନୀତି ନିୟମରେ ହୋଇଥିଲା , ଏହି ବିବାହ 22 ଜୁନ୍ 2019 ରେ ହୋଇଥିଲା । ଏହି ମାମଲା ଅନେକ ମାସ ଧରି ରହିଲା ଏହାର ସମାଧାନ କରିବା ପାଇିଁ ମଧ୍ୟ ସାମାଜିକ ପକ୍ଷରେ ପ୍ରୟାସ କରାଯାଇଥିଲା , କିନ୍ତୁ କିଛି ସମାଧାନ ହୋଇନଥିଲା ଫଳରେ ବର କୋର୍ଟର ଦ୍ବାରସ୍ଥ ହେଲା ।


ଯୁୂବକ ଙ୍କର କହିବା ମୁତାବି୍କ୍ ସେ ଜଣେ କିନ୍ନର ଅଟେ ସେ ମୋତେ ଶାରିରୀକ ସୁଖ ଏବଂ ସନ୍ତାନ ଦେଇପାରିବ ନାହିଁ କିନ୍ତୁ କିନ୍ନର ଝିଅ ଟି ବର ପରିଜନ କୁ ବୁଝିବା ପାଇିଁ ପ୍ରୟାସ କରୁଛି କି ଏ ବବନ୍ଧ ନ ଭାଙ୍ଗୁ । କିନ୍ତୁ ଯେତେବେଳେ ଅସଲି କଥା ଜଣାପଡିଛି ଫଳରେ ବର କୋର୍ଟ ର ଆଶ୍ରୟ ନେବାକୁ ବାଧ୍ୟ ହୋଇଛି । ବର୍ତ୍ତମାନ ସମୟ ରେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଅନେକ ଏହାର ମଜାକ୍ ମଧ୍ୟ ଉଡାଥିଲେ , ।

ତେବେ ଅନେକ ଙ୍କର କହିବା କଥା କି କିପରି ଜାଣିବ ବିବାହ ସମୟରେ ବର ଜଣେ କିନ୍ନର କୁ ବିବାହ କରୁଛି ବୋଲି , ତେବେ ଏହା ଜାଣିଶୁଣି କରାଯାଇଛି । ତେଣୁ ଏପରି ଧୋକା ଆଉ କୌଣସି ପୁଅ ସହିତ ନ ହେବା ଦରକାର । ତେବେ ଆପଣ ଏଥିରେ କଣ ମତ ରହିଛି କମେଣ୍ଟ କରି ଜାଣାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।