Odisha News Portal

ଦେଖନ୍ତୁ ଭିଡ଼ିଓ । ମୁଁ ଛାଡ଼ିଲି ସ୍ୱାମୀ କୁ, ପ୍ରେମିକ ଛାଡି ଦେଲା ମୋତେ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ….

।ଆଗ କାଳରେ ଲୋକମାନେ ନିସ୍ୱାର୍ଥପର ଭଲ ପାଇବା ପାଉଥିଲେ ବା ଦେଉଥିଲେ ମାତ୍ର ଏବେକା ସମୟରେ ପ୍ରେମ କହିଲେ କେବଳ ସ୍ୱର୍ଥପରତା । ତେବେ ପ୍ରତ୍ୟେକ କ୍ଷେତ୍ରରେ କହିଦେବ ନାହିଁ ମାତ୍ର ଏପରି ହେଉଛି । ପ୍ରେମରେ ପିଲା ମାନେ ଏତେ ପାଗଳ ହୋଇଯାଉଛନ୍ତି କି ନିଜ ବାପା ମାଙ୍କୁ ମଧ୍ୟ ଛାଡିବା ପାଇଁ ରାଜି ହୋଇଯାଉଛନ୍ତି । ବାପା ମାଙ୍କର ପ୍ରେମ ଆଗରେ ସେମାନଙ୍କର ପ୍ରେମିକ ପ୍ରେମିକାର ପ୍ରେମ ବଡ ହେଉଛି ।

ଅନେକ ସମୟରେ ଦେଖାଯାଏ କି ଏହି ପ୍ରେମ ପାଇଁ କେତେ ପିଲ ମାନେ ଘର ଛାଡି ପଳେଇ ଯାଆନ୍ତି ବା ଯଦି ବି ଘର ନଛାଡନ୍ତି ବାପା ମାଙ୍କର ଇଚ୍ଛାରେ ବିବାହ କରନ୍ତି ତେବେ ବିବାହ ପରେ ଶାଶୁଘରୁ ପଫେରାର ହୋଇଯାଆନ୍ତି ।

ତେବେ ଏପରି କରିବା ତାଙ୍କ ପାଇଁ କେତେ ଠିକ ତାହା ସେମାନେ ଭାବି ପାରନ୍ତି ନାହିଁ । ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ତାହା ଠିକ ହୋଇଛି କି ଭୁଲ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ସେ ଘଟଣାଟି କଟକ ଜିଲ୍ଲାର ଜୟପୁର ଅ଼ଞ୍ଚଳରେ ଘଟିଛି , ଯେଉଁଠାରେ ଜଣେ ନବବଧୂ ହାତେ ଓଢଣୀ ଦେଇ ତାର ପ୍ରେମିକର ଘର ଆଗରେ ବସିଛି । ଏହା ସହିତ ସେ ଏହା ମଧ୍ୟ କହିଛି କି ଯେ ପର୍ଯ୍ୟନ୍ତ ତାର ପ୍ରେମିକ ତାହାକୁ ଘରକୁ ନନେବ ତେବେ ସେ ସେହିଠାରେ ଆତ୍ମହୁତି ଦେବ ।

ସୂଚନା ଯୋଗ୍ୟ କି 13 ତାରିଖରେ ସେହି ଝିଅଟିର ବିବାହ ହୋଇଥିଲା ତାହା ପରେ ସେ ଷୋହଳ ମଙ୍ଗଳା ଦିନ ତାର ବାପଘରକୁ ଆସିଥିଲା । ତେବେ ବାପଧର ଲୋକମାନେ ଝିଅ ଜ୍ୱାଇଁଙ୍କର ଆଗମନରେ ବହୁତ ଖୁସିରେ ଭଲ ଭଲ ଖାଇବା ବ୍ୟବସ୍ଥା କରିଥିଲେ । ତେବେ ଖାଇବା ଖାଇବା ପରେ ସେମାନେ ତାଙ୍କର ଝିଅକୁ ଆଉ ପାଇଲେ ନାହିଁ ଜ୍ୱାଇଂ ମଧ୍ୟ ଖୋଜି ଖୋଜି ନିଜ ସ୍ତ୍ରୀକୁ ପାଇଲା ନାହିଁ ପରେ ସେ ତାର ଘରକୁ ଫେରିଗଲା ।

ତେବେ ଏହି ଝିଅଟି ତାର ବାପ ଘରୁ ନିଜର ପ୍ରେମିକର ଘରକୁ ପଳେଇଯାଇଛି ତାର ପ୍ରେମିକର ଘର ତାହାରି ଗ୍ରାମର ତାର ନାମ ହେଉଛି ରଘୁ ରାଉତ । ତେବେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ମାତ୍ର ଝିଅର ଇଚ୍ଛା ବିରୁଦ୍ଧରେ ତାହାର ବାପା ମା ତାହାକୁ ଅନ୍ୟ ଜାଗାରେ ବିବାହ କରିଥିଲେ ।

ତେବେ ଯେତେବେଲେ ଝିଅଟି ଯାଇ ପ୍ରେମିକର ଗରେ ପହଞ୍ଚିଲା କି ଦେଖିଲା ତାହାର ଘର ଆଗରେ ତାଲା ଭୁଲିଛି , କାରଣ ରଘୁ ତାର ପ୍ରେମିକାକୁ ଘରକୁ ଯିବାକୁ କହି ନିଜେ ଘରୁ ଫେରାର ହୋଇଯାଇଛି । ଏହା ପରେ ଝିଅ ମା ଏବଂ ଝିଅ ଥାନାରେ ଏତେଲ ଦେଇଛନ୍ତି ।

ମାତ୍ର ସେପଟେ ରଘୁ ରାଉତର ଘରୁ ଏତେଲା ଦେଇଛନ୍ତି କି ଏମାନେ ରଘୁକୁ ଫେରାର କରିଛନ୍ତି । ଝିଅଟିର ମା କହିଥିଲେ କି ରଘୁ ତାଙ୍କର ଝିଅକୁ ଭଲ ପାଉଥିଲା ମାତ୍ର ବିବାହ କରିବାକୁ ମନା କରିବାରୁ ସେ ତାର ଝିଅକୁ ଅନ୍ୟ ଜାଗାରେ ବିବାହ କରାଇଥିଲେ । ଏହି ମାମଲାରେ ପୋଲିସ ଏବେ ଯାଞ୍ଚ କରୁଛି , ତେବେ ସେହି ନବବଧୂ କହିଛି କି ତାହାକୁ ତାର ପ୍ରେମିକର ଘର ଲୋକ ଗ୍ରହଣ ନକଲେ ସେ ସେହିଠାରେ ଆତ୍ମହୂତି ଦେବ ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।