Odisha News Portal

ସ୍ୱାମୀ ଘରେ ନଥିଲା ବେଳେ ସ୍ତ୍ରୀ ପ୍ରେମିକ ସହ କରୁଥିଲା ରାସଲୀଳା ! ସ୍ବାମୀ ଆସି ଦେଖିବା ପରେ ଯାହା ହେଲା ଜାଣିଲେ ଆପଣଙ୍କ ହୋସ ରହିବନି….ଛିଃ ଛିଃ କି ଲଜ୍ୟା

ଆଜି କାଲି ଦୁନିଆରେ ଆମେ ଦେଖିବାକୁ ଗଲେ ଲୋକ ମାନଙ୍କୁ ଆଉ କୌଣସି ସମ୍ପର୍କ ପାଇଁ ଲାଜ ଲଜ୍ଜା ର ଭୟ ନାହିଁ। ଏଇ ଦୁନିଆ ରେ ତ ଶ୍ୱଶୁର ବୋହୂ, ମାଇଁ ଭଣଜା, ବାପ ଝିଅ, ଗୋଟିଏ ବିବାହିତା ପୁରୁଷ ଅନ୍ୟ ଏକ ନାରୀ ସହ ସମ୍ପର୍କ ରଖୁଛନ୍ତି ତ ନାରୀ ମାନେ ମଧ୍ୟ ସେହିପରି କରୁଛନ୍ତି। ଆଜି କାଲି ଲୋକ ମାନେ ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଁ ସମସ୍ତ ଙ୍କ ସହ ସମ୍ପର୍କ ରଖିଦେଉଛନ୍ତି, ସେମାନଙ୍କୁ ନା ସମ୍ପର୍କର କିଛି ଲାଜ ଲାଗଛି ନା ଲୋକ ଲଜ୍ଜା କୁ ଭୟ ଲାଗୁଛି।

ତେବେ ଆମେ ମାନେ ସମସ୍ତେ ତ ସୋସିଆଲ୍ ମିଡିଆ ସହ ନିଶ୍ଚିତ ଯୋଡିତ ଥିବା। ପ୍ରତିଦିନ ଏହି ପରି ଘଟଣା ସୋସିଆଲ୍ ମିଡିଆ ରେ ବହୁ ମାତ୍ରାରେ ଭାଇରାଲ୍ ହେଉଛି। ଲୋକ ମାନେ ଏହି ସବୁ ବହୁ ମାତ୍ରାରେ ସେୟାର୍ କରିବା ସହ ଏହା ଉପରେ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।


ଆଜି କାଲି ଦୁନିଆ ଦେହର ଭୋକ ପାଇଁ କିଏ କିଛି ବି କରିପାରୁଛନ୍ତି । ପ୍ରେମିକ ସାଙ୍ଗରେ ବାହାଘର କରିବା ଏହା କିଛି ନୂଆ କଥା ନୁହେଁ । ଆଗରୁ ଏ ପରି ଅନେକ ଭିଡ଼ିଓ ଆସିଛି କିନ୍ତୁ ଏ ଭିଡ଼ିଓ ଟିକେ ଅଲଗା ଯାହା ଆପଣ ତଳକୁ ପଢିଲେ ଜାଣି ପାରିବେ । ଏହି ଭିଡ଼ିଓ କେଉଁ ସ୍ଥାନର ତାହା ଆମେ ଜାଣିନାହୁଁ ।


ଅର୍ଦ୍ଧାଙ୍ଗୀନିଙ୍କ ପରକ୍ରିୟା ପ୍ରିତୀ । ସ୍ବାମୀ ହାତରୁ ଖସି ଗଲା ସ୍ତ୍ରୀର ଲମ୍ଫଟ ପ୍ରେମିକ । ତେବେ ଅଗ୍ନୀକୁ ସାଖି ରଖି ବିବାହ କରିଥିଲେ, ଆଉ ସାତ ଜନ୍ମର ସାଥୀ ହେବେ ବୋଲି କଥା ମଧ୍ୟ ଦେଇଥିଲେ । ହେଲେ ସ୍ତ୍ରୀ ଦେଇ ଦେଲା ଧୋକା । ସ୍ବାମୀ କାର୍ଯ୍ୟ କ୍ଷେତ୍ରକୁ ଯାଇଥିବା ବେଳେ ପ୍ରେମିକ ସହ ରୋମାନ୍ସ କରୁଥିବା ସ୍ତ୍ରୀ । ଏ ପ୍ରେମ ଏତେ ବଢି ଯାଇଥିଲା ଯେ ପ୍ରେମିକ ଆସି ପହଞ୍ଚି ଯାଇଥିଲା ପ୍ରେମିକାଙ୍କ ଘରେ । ସ୍ତ୍ରୀର ଚୋରା ପ୍ରିତୀ ସଂପର୍କରେ ଜାଣି ପାରିଲେ ସ୍ବାମୀ । ଆଉ ତା ପରେ ରାସଲୀଳାରୁ ଆରମ୍ଭ ହୋଇ ଯାଇଥିଲା ମହାଭାରତ ।

ଏହି ଭିଡ଼ିଓ ରେ ସ୍ତ୍ରୀ ସ୍ଵାମୀ ର ଅନୁପସ୍ଥିତ ବେଳେ ତାର ପ୍ରେମିକ ସହିତ ଖେଳ କରୁଥିଲା ହେଲେ ସେତିକି ବେଳେ ସ୍ଵାମୀ ହଟାତ ଆସି ପହଂଚିଗଲା । ଯେତେବେଳେ ସ୍ୱାମୀ ପହଂଚିଗଲା ସ୍ତ୍ରୀ ସ୍ୱାମୀ କୁ ପ୍ରେମିକ ଥିବା ଘରକୁ ବାଟ ଛାଡ଼ିଲାନି ହେଲେ ସ୍ୱାମୀ ଜବରଦସ୍ତ ଘରକୁ ପଶିବାକୁ ଉଦମ୍ୟ କରିବା ଭିତରେ ପ୍ରେମିକ ବାଲକୁନି ଡେଇଁ ଛାତରୁ ତଳକୁ ଡେଇଁ ପଡିଥିଲା ହେଲେ ସ୍ୱାମୀ ବହୁତ ସମୟ ଗୋଡେଇ ଗୋଡେଇ ମଧ୍ୟ ପ୍ରେମିକ କୁ ଧରି ପାରିନଥିଲା । ଠିକ ଏତିକି ବେଳେ ସ୍ତ୍ରୀ ସ୍ୱାମୀ ର ଗୋଡ ତଳେ ପଡି କ୍ଷମା ମାଗିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।