ସ୍ଵାମୀ ଓ ସ୍ତ୍ରୀ ଝଗଡ଼ା କରିବା ଭୁଲିଯିବେ : ବାସ୍ କରନ୍ତୁ ଏହି ଗୋଟିଏ ଉପାୟ ., ଯାହାଦ୍ବାରା ସ୍ବାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବ…

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟ ରେ କହି୍ବାକୁ ଯାଉଛୁ ଯାହାକୁ କରିବା ଦ୍ବାରା ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡା ବନ୍ଦ ହୋଇଥାଏ ।ସେମାନଙ୍କର ମଧ୍ୟରେ ପ୍ରେମ ବଢିଯାଇଥାଏ , ଆପଣ ମାନେ ଅନେକ ସ୍ବାମୀ ସ୍ତ୍ରୀ ମାନଙ୍କୁ ଦେଖୁଥିବେ ଯେଉଁ ମାନେ ଛୋଟ ଛୋଟ କଥାରେ ଝଗଡା ଲାଗନ୍ତି । ତେବେ ଆସନ୍ତୁ ଆଗ ଜାଣିବା ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅଧିକାଂଶ ସମୟ କାହିଁକି ଝଗଡା ହୋଇଥାଏ । ଯେତେବେଳେ ପୁଅ ଝିଅ ଙ୍କର ବିବାହ ହୋଇଥାଏ ତେବେ ଆମ ହିନ୍ଦିୁ ଧର୍ମରେ ପ୍ରଥମେ ଜାତକ ଦେଖାଯାଇଥାଏ । ଜ୍ୟୋତିଷ୍କ ଶାସ୍ତ୍ର ଅନୁସାରେ ପୁଅ ଝିଅଙ୍କର ଜାତକ 18 ଗୁଣରୁ କମ୍ ସୀଚାଏ ଏବଂ ଝଗଡା ଅଧିକ ହୋଇଥାଏ ।

ବିବାହ ପୂର୍ବରୁ ଜାତକ ମିଶାଇବା ସହିତ ମଙ୍ଗଳ ଦୋଷ ମଧ୍ୟ ଦେଖାଯାଇଥାଏ । ଯଦି ପୁଅ ଝିଅ ମଧ୍ୟରୁ କାହାର ବି ପ୍ରତ୍ରିକା ମାଙ୍ଗଳିକ ହୋଇଥିବ ତେବେ ଏମିତି ପରିସ୍ଥିତିରେ ମଧ୍ୟ ଝଗଡା ହୋଇଥାଏ । ଯଦି ଆପଣ ମାନେ ଏହି ସମସ୍ୟାର ସମାଧାନ ଖୋଜୁଛନ୍ତି ତେବେଏହି ଉପାୟ କୁ ନିଶ୍ଚିତଭାବରେ କରନ୍ତୁ ଯାହାକୁ କରିବା ଦ୍ବାରା ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବ ନାହିଁ ।


ଜ୍ୟୋତିଷ୍କ ଶାସ୍ତ୍ର ଅନୁସାରେ ରାଧା -କୃଷ୍ଣଙ୍କର ଗୋଟିଏ ସୁନ୍ଦର ଫୋଟୋ ଯଦି ସ୍ବାମୀ ସ୍ତ୍ରୀ ଙ୍କ ବେଡ୍ ରେ ଲଗାଯିବ ତେବେ ଏଥି ଦ୍ବାରା ସ୍ବାମୀ ଓ ସ୍ତ୍ରୀ ଙ୍କମଧ୍ୟରେ ପ୍ରେମ ବଢିଥାଏ । ଆପଣ ମାନେ ଜାଣିଛନ୍ତି ରାଧା କୃଷ୍ଣ ଙ୍କର ପ୍ରେମ ବିଷୟ ରେ , ସେଥି ପାଇିଁ ଏହି ଫୋଟୋ କୁ ଭଲ ଦିନ ଦେଖି ଲଗାଇବେ ।ୟଦି ଫୋଟୋ ଲାଲ୍ ରଙ୍ଗର ହୋଇଥିବ ତେବେ ବହୁତ ଭଲ ହେବ ।।ଯେଉଁ ଘରେ ରାଧାକୃଷ୍ଣ ଙ୍କର ଫୋଟୋ ଲଗାଯିବ ତାର ସାମ୍ମନା ରେ ସ୍ବାମୀ ସ୍ତ୍ରୀ ଙ୍କର ନିଜର ଫୋଟୋ ଲଗାଇବେ ।


ରାଧା କୃଷ୍ଣ ଙ୍କୁ ଅତ୍ରୃଟ ପ୍ରେମର ପ୍ରତୀକ ବୋଲି କୁହାଯାଏ । ତେଣୁ ଏହି ଫୋଟୋ ଟିକୁ ଲଗାଇବା ଦ୍ବାରା ସ୍ବାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ବଢିଥାଏ । କିନ୍ତୁ ଏହି କଥାକୁ ଧ୍ୟାନ୍ନ ରଖିବେ ରାଧାକୃଷ୍ଣ ଙ୍କର ଫୋଟୋ ଲଗାଇବ ବେଳେ ସେହି ଫୋଟୋ ରେ ଯେମିତି ଗୋଟିଏ ଗୋପୀ ନଥିବେ । ତାହା ସହିତ ଫୋଟୋ କୁ ଏମିତି ସ୍ଥାନରେ ଲଗାଇବେ ଯେଉଁଠାରେ ସ୍ବାମୀ ସ୍ତ୍ରୀ ଙ୍କର ନଜର ପଡୁଥିବ । ପ୍ରତିଦିନ ଏହି ଫୋଟୋ ର ଦର୍ଶନ କରିବା ଦ୍ବାରା ସ୍ବାମୀ ଏବଂ ସ୍ତ୍ରୀ ର ମଧ୍ୟରେ ପ୍ରେମ ବଢିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment