Odisha News Portal

କୋର୍ଟର ଐତିହାସିକ ନିଷ୍ପତି ! ସ୍ବାମୀଙ୍କର ଭରପୋଷଣ ପାଇଁ ଏବେ ସ୍ତ୍ରୀ ଦେବେ ଟଙ୍କା !ଜାଣନ୍ତୁ କାହିଁକି ଏମିତି ନିଷ୍ପତି ନିଆଗଲା. , କଣ ଆପଣ ଙ୍କ ମତରେ ଏହା ସଠିକ୍ କି ?

0 307

ଆମ ସମାଜରେ ବିବାହକୁ ଗୋଟିଏ ପବିତ୍ର ବନ୍ଧନର ମାନ୍ୟତା ଦିଆ ଯାଇଛି । ତେବେ ଯଦି ଗୋଟେ ଝିଅ ଗୋଟେ ପୁଅକୁ ସବୁ ରୀତିନୀତି ଅନୁସାରେ ବିବାହ କରିଥାଏ , ତାହେଲେ ଆମ ସମାଜ ତାକୁ ପବିତ୍ର ବନ୍ଧନର ସ୍ବିକୃତି ପ୍ରଦାନ କରିଥାଏ । ଆଉ ଏହି ବିବାହ ପ୍ରତ୍ୟେକ ଝିଅ-ପୁଅର ଗୋଟିଏ ବହୁତ ବଡ ସ୍ବପ୍ନ ଥାଏ । ଝିଅ – ପୁଅ ମାନେ ସେମାନଙ୍କର ବିବାହକୁ ନେଇ ବହୁତ କିଛି ସ୍ବପ୍ନ ଦେଖାଥାଏ । ବିବାହ ପରେ ଯେମିତି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିବ ସେଥିପାଇଁ ଦୁହେଁ ଦୁହିଁଙ୍କୁ ନିଜ ଠାରୁ ଅଧିକ ବିଶ୍ବାସ ଏବଂ ଭରଷା କରିବା ଆବଶ୍ୟକ । ତେବେ ଯାଇ ସଂପର୍କରେ ନିବିଡତା ଆସିଥାଏ ।

ଆଉ ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କକୁ ମଜବୁତ ଏବଂ ଦୀର୍ଘସ୍ଥାୟୀ ରଖିବା ପାଇଂ ଶାରିରୀକ ସଂପର୍କ ରଖିବା ନିହାତି ଭାବରେ ଆବଶ୍ୟକ । ସବୁ ଝିଅ ଙ୍କ ର ଇଛା ଥାଏ ଯେ ତାର ସ୍ବାମୀ ତାକୁ ବହୁତ୍ ଭଲ ପାଉ ଓ ତାର ସମସ୍ତ ଇଛା ପୂରଣ କରୁ । କୁହାଯାଏ ଯେ ଶାରିରୀକ ସମ୍ପର୍କ ଦ୍ଵାରା ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଆହୁରି ମଜବୁତ୍ ହୋଇଥାଏ ।

କିନ୍ତୁ କହିବାକୁ ଗଲେ ତ ଆଗ କାଳର ପତିପତ୍ନୀଙ୍କ ସଂପର୍କ ପରି ଆଉ ଆଜିର ସମାଜରେ ପତିପତ୍ନୀଙ୍କ ସଂପର୍କ ନାହିଁ । ବର୍ତ୍ତମାନ ସମୟରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଧୀରେ ଧୀରେ ବିଶ୍ୱାସ ମାତ୍ରା କମିବାରେ ଲାଗିଛି କାରଣ ଜଣେ ଜଣଙ୍କ ସହିତ ବିଶ୍ୱାସ ଘାତକ କାର୍ଯ୍ୟ କରୁଛନ୍ତି ।

ପ୍ରତି କଥାରେ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗୁଛି ଆଉ ଯାହାର ଅନ୍ତମ ସମାଧାନ ହେଉଛି ଛାଡପତ୍ର ବୋଲି ସେମାନେ ଭାବି ନେଉଛନ୍ତି, ଯେଉଁଥି ପାଇଁ ବହୁ ସୁନା ସଂସାର ଉଜୁଡି ଯିବାକୁ ମଧ୍ୟ ଲାଗୁଛି ଏବଂ କେତେକଙ୍କ ଜୀବନ ନଷ୍ଟ ମଧ୍ୟ ହୋଇଯାଉଛି । ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି,ହେଲେ ଘଟଣାର ସମାଧାନ ହେବାପରେ ଯାହା ନିଷ୍ପତି ନିଆଯାଇଛି ତାହା ଜାଣିଲେ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଘଟଣାଟି ଉତ୍ତର ପ୍ରଦେଶର ମୁଜାଫିର୍ ଅଞ୍ଚଳରେ ଘଟିଛି । ଉତ୍ତରପ୍ରଦେଶର କିଶୋରୀଲାଲ ନାମକ ଜଣେ ବ୍ୟକ୍ତି, 30 ବର୍ଷ ପୂର୍ବରୁ ମୁନି ଦେବୀଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଦୁହିଁଙ୍କ ଭିତରେ ଝଗଡା ହେବାରୁ ଦୁହେଁ ଅଲଗା ହୋଇଯାଇଥିଲେ । ମୁନିଦେବୀ ଇଣ୍ଡିଆନ ଆର୍ମିରେ ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ, ସେ ଏବେ ଅବସର ନେଇ ଯାଇଛନ୍ତି ।

କିନ୍ତୁ ସେ ପେନସନ ବାବଦକୁ ମାସିକ 12,000 ଟଙ୍କା ପାଉଛନ୍ତି । ଆଉ ତାଙ୍କ ସ୍ୱାମୀ କିଶୋରୀ ଲାଲ ମଧ୍ୟ ଗୋଟେ ଛୋଟ ଚା ଦୋକାନ କରି ଚାଲୁଛନ୍ତି, ହେଲେ ସେ ଏତେ କମ ପଇସାରେ ଚଳିପାରୁ ନାହାନ୍ତି ।

ତେଣୁ ସେ ଉତ୍ତରପ୍ରଦେଶର ଏକ ଘୋରୋଇ କୋର୍ଟରେ ନିଜ ସ୍ତ୍ରୀ ଠାରୁ ଭରଣପୋଷାଣ ନିମନ୍ତେ କିଛି ଟଙ୍କା ପାଇଁ 7 ବର୍ଷ ପୂର୍ବେ ଆବେଦନ କରିଥିଲେ । ଆଉ ଏହି ମାମଲାର ଶୁଣାଣି ପରେ ତାଙ୍କ ସ୍ତ୍ରୀ ତାଙ୍କୁ ମାସିକ 2000 ଟଙ୍କା ଦେବେ ବୋଲି ନିଷ୍ପତି ନିଆଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।