ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଲା ସବୁଠୁ ବଡ ଖବର , ଯାହାକି ସେମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । କାରଣ ସରକାର ସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାର ସର୍ବଦା କିଛି ନୂତନ କାମ କରିବା ପାଇଁ ଚେଷ୍ଟା କରିଥାନ୍ତି , ଯାହା ଦ୍ୱାରା ସେମାନଙ୍କୁ ବହୁତ ସଫଳତା ମିଳିବ ଏବଂ ଶିକ୍ଷା କ୍ଷେତ୍ରରେ ତାହା ସେମାନଙ୍କୁ ଆଗକୁ ବଢିବାରେ ବହୁତ ସାହାର୍ଯ୍ୟ କରିବ । ଆପଣ ମାନେ ତ ଜାଣିଛନ୍ତି କରୋନା ମହାମାରୀ ପାଇଁ ସମସ୍ତ ସ୍କୁଲ ଏବଂ କଲୋଜ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଛି ।
ତେବେ ସ୍କୁଲ , କଲେଜ କେବେ ଖୋଲିବ ଆପଣ ମାନେ ସମସ୍ତେ ବାବୁଥିବା ବେଲେ ଏବେ ସ୍କୁଲର ଗଣଶିକ୍ଷା ମନ୍ତ୍ରୀ ସୌମ୍ୟରଞ୍ଜନ ଦାସ କିଛି ନୂତନ ସୂଚନା ଜାରି କରିଛନ୍ତି । ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୌମ୍ୟରଞ୍ଜନ ହାସ ଗୁଗୁବାର ଦିନ ପୂର୍ବହ୍ନଣରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଓଡିଶା କ୍ୟାରିୟର ପ୍ରୋଟାଲ ଆରମ୍ଭ କରିଛନ୍ତି ।
ଏହି ନୂତନ ଓଡିଶା କ୍ୟାରିୟର ପ୍ରୋଟାଲରେ ଏକ ନୂତନ ଅଦ୍ୱିତୀୟ ଏବଂ ସମଯୋଗୀ ହୋଇପାରିବ ବୋଲି ମନ୍ତ୍ରୀ ମଧ୍ୟ କହିଥିଲେ । ଡୋନେସେଫ ସହଯୋଗରେ ଓଡିଶା ସରକାର ବିଦ୍ୟାଳୟ ଏବଂ ଗଣସିକ୍ଷା ବିଭାଗ ଓଡିଶା ଶିକ୍ଷା ପ୍ରୋଟାଲର ଶୁବାରମ୍ଭ କରିଛି । ଯ ଦ୍ୱାରା ମାଦ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷାର୍ଥୀ ମାନେ ନିଜର ଭବିଷ୍ୟତ ବୃତ୍ତି ଗୁଡିକ ସମ୍ବଦ୍ଧରେ ଜାଣିବା ସହିତ ତତ ସମ୍ବଦ୍ଧୀୟ ବିଶେଷଜ୍ଞ ମାନଙ୍କ ପରାମର୍ଶ ମଧ୍ୟ ପାଇ ପାରିବେ ।
ନିଜର ଲଗଇନ ଆଇଡି ଏବଂ ପାର୍ସୱାର୍ଡ ମାଧ୍ୟମରେ www.odishcarrerprotal.com ଲଗ ଇନ କରି ସେମାନେ ଏହି ସହାୟତା ପାଇପାରିବେ । ଏହି ପ୍ରୋଟାଲ ଦ୍ୱାରା ଶିକ୍ଷାର୍ଥୀ ମାନେ ବିଭିନ୍ନ ବୃତ୍ତି ଏବଂ ଶିକ୍ଷା ଅଧିକାରୀ ସମ୍ବଦ୍ଧରେ ଜାଣିବେ । ଏହା ସହିତ ଶିକ୍ଷକ ମାନଙ୍କ ସହିତ ସିଧାସଳଖ ଭାବେ କଥା ମଧ୍ୟ ହୋଇପାରିବେ ।
ଏହି ପ୍ରୋଟାଲକୁ ବ୍ୟବହାର କରାଯିବା ପାଇଁ ପ୍ରସ୍ତୁତ କରାଯାଉଥିବା ଏକ ମୋବାଇଲ ଉପଯୋଗୀ ଆପକୁ ପ୍ରୟୋଗ କରି ପ୍ରାୟ 17 ଲକ୍ଷ ଶିକ୍ଷାର୍ଥୀ ଏଥିରେ ଉପକୃତ ହୋଇପାରିବେ । ଏହା ସହ ଏହି ପ୍ରୋଟାଲଟି ଓଡିଆ ଭାଷାରେ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ବୃତ୍ତି ଏବଂ ସେଗୁଡିକ ସହିତ ଜଡିତ ଥିବା ମହାବିଦ୍ୟାଳୟ ଧନ୍ଦାମୂଳକ ଅନୁଷ୍ଟାନ ଏବଂ ସେଥିରେ ରହିଥିବା ପ୍ରବେଶିକା ପରୀକ୍ଷା ବା ବୃତ୍ତି ଗୁଡିକ ସମ୍ବଦ୍ଧରେ ସଂପୂର୍ଣ୍ଣ ରୂପରେ ସୂଚନା ପ୍ରଦାନ କରିଥାଏ ।
ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ୟାରିୟର ପ୍ରୋଟାଲର ମଧ୍ୟ ଶୁଭାରମ୍ଭ ହୋଇଛି । ତେବେ ଏହା ଦ୍ୱାରା ଶିକ୍ଷାର୍ଥୀ ମାନେ ଏବେ ଘରେ ବସି କରି ମୋବାଇଲ ଆପ ମାଧ୍ୟମରେ ସମସ୍ତ କଥା ଜାଣିପାରିବେ ଏହା ସହିତ ସେମାନେ ଶିକ୍ଷକଙ୍କର ସହ ନିଜର ସମସ୍ତ ଅସୁବିଧା ସଂପର୍କରେ କଥା ମଧ୍ୟ ହୋଇ ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।