ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଯୁବ ବୈଜ୍ଞାନିକ ଙ୍କର ଡାନ୍ସ ସମୟ ର ଭିଡ଼ିଓ ସାଙ୍ଗକୁ ଗାଁ ର ପରିବେଶ କୁ ଉପଭୋଗ କରୁଥିବାର ଭିଡ଼ିଓ |ତାହା ସହିତ ଶାଳୀ ଙ୍କ ହଷ୍ଟେଲ ର ଠିକଣା ଜାଣିବା ସହିତ ବୁଲା ବୁଲି କରୁଥିବାର କିଛି ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି | ଆଉ ଯାହା ସମସ୍ତ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଛି ଓ ସମସ୍ତେ ପସନ୍ଦ ମଧ୍ୟ କରୁଥିବାର ଦେଖା ଯାଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଭାଇରାଲ ହେବାକୁ ଲାଗିଛି ଯୁବ ବୈଜ୍ଞାନିକ ଜଣଙ୍କର କେତେକ ଭିଡ଼ିଓ | ଆଉ ଯେଉଁଠି ସ୍ୱାମୀ ଓ ସ୍ତ୍ରୀ ମିଶିକି ଯାଇଛନ୍ତି ବୁଲି ଯିବା ପାଇଁ ଗାଁ କୁ ଆଉ ତାହା ହେଉଛି ସେମାନଙ୍କର ମାମୁ ଘରକୁ | ଆଉ ସେମାନେ ସେଠାରେ ଗାଁ ରେ ଯାଇ ତାଙ୍କର ରିଲେଟିଭ ଙ୍କ ଘରକୁ ଯାଇଛନ୍ତି ଓ ବେଶ ଖୁସି ମଧ୍ୟ ଅଛନ୍ତି ସେମାନେ |ଆଉ ତାହା ସହିତ ଗାଁ ଭିତରେ ସବୁଜ ସୁନ୍ଦର ପରିବେଶ କୁ ଦେଖିକି ସେମାନେ ବହୁତ ଖୁସି ମଧ୍ୟ ହେବାକୁ ଲାଗିଛନ୍ତି | ତାହା ସହିତ ଗାଁ ର ପ୍ରାକୃତିକ ପରିବେଶ କୁ ଆନନ୍ଦ ର ସହିତ ଉପଭୋଗ କରିଛନ୍ତି ଓ ତାଙ୍କର ମାମୁ ଘରେ ସମସ୍ତ ଲୋକ ଙ୍କୁ ମଧ୍ୟ ସଂମ୍ମାନ ଜଣାଇଛନ୍ତି |
ତାହା ସହିତ ଭିଡ଼ିଓ ଟିରେ ଛୋଟ ଛୋଟ ଶଳା ମାନଙ୍କ ସହିତ ମଜା ମସ୍ତି କରୁଥିବାର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଥିଲା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ତାହା ସହିତ ସେମାନେ ମଜା ମସ୍ତି କରିବା ସହିତ ଖାଇବା ମଧ୍ୟ ଖାଇଥିଲେ ସମସ୍ତେ ମିଶିକି କଦଳୀ ପତ୍ର ରେ | ଆଉ ତାହା ସହିତ ବେଶ ଖୁସିରେ ଗାଁ ର ପରିବେଶ କୁ ଉପଭୋଗ କରିଛନ୍ତି ଓ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ମିଶିକି ଡାନ୍ସ ମଧ୍ୟ କରିଛନ୍ତି | ତାହା ସହିତ ଦେଖିବାକୁ ମିଳିଥିଲା କି ଏହି ଭିଡ଼ିଓ ଟିରେ ସେମାନେ ମିଶିକି ପରିବାର ଙ୍କ ସହିତ ତାଙ୍କର ଶାଳୀ ଙ୍କର ହଷ୍ଟେଲ କୁ ଯାଇଥିଲେ |
ଆଉ ସେଠାରେ ତାଙ୍କର ଶାଳୀ ଙ୍କ ସହିତ ଫୋଟ ଉଠାଉଥିବା ବେଳେ ତାଙ୍କର ସାଙ୍ଗ ମାନେ ମଧ୍ୟ ଆସିଛନ୍ତି ଫୋଟ ଉଠାଇବା ପାଇଁ | ତାହା ପରେ ତାଙ୍କର ଶାଳୀ ଙ୍କ ର ସପିଂ କରିବା ପାଇଁ ମାର୍କେଟ କୁ ମଧ୍ୟ ନେଇ ଯାଇଥିଲେ | ଆଉ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ମିଶିକି ବେଶ ଖୁସିରେ ବୁଲା ବୁଲି କରୁଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି | ତାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ର ବିଷୟ ପାଲଟିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।