Odisha News Portal

ସ୍ତ୍ରୀ ର ସାଙ୍ଘାତିକ ଅଭିଯୋଗ ମୋତେ ସ୍ୱାମୀ ଦେଉନି ସମୟ, ମୁଁ କେମିତି ତାଙ୍କୁ ସନ୍ତୁଷ୍ଟ ପୁରା..ଘଟଣା ଜାଣିଲେ ହେବେ ତାଯୁବ

କୁହାଯାଏ ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ ର ଅର୍ଥ କୁ ବଦଳାଇ ଦେଉଛି। ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ବିବାହ କୁ ୩୦ ବର୍ଷ ବିତିଥିଲେ ମଧ୍ୟ ସ୍ବାମୀ ସ୍ତ୍ରୀ ଉଭୟ ଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଉଭୟ ଫ୍ୟାମିଲ କୋର୍ଟ ଭୋପାଳ ରେ ଅଭିଯୋଗ କରିଛନ୍ତି। ସ୍ତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କୁ ଜମା ସମୟ ଦେଉ ନାହାଁନ୍ତି ଓ ପିଲା ମାନେ ମଧ୍ୟ ବଡ଼ ହୋଇ ଯାଇଥିବାରୁ ସେମାନେ ନିଜ କାମ ବ୍ୟସ୍ତ ରହୁଛନ୍ତି। ଅନ୍ୟ ପକ୍ଷରେ ସ୍ବାମୀ ଜଣଙ୍କ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ରାତି ୨ ଟା ରେ ଘରକୁ ଫେରନ୍ତି ଓ ଯେତେବେଳେ ସ୍ବାମୀ ଏହାର କାରଣ ପଚାରି ଥାଏ ସେ ଝଗଡା କରି ଥାଆନ୍ତି । ଏପରି କିଛି ଅଭିଯୋଗ ଶୁଣିବାକୁ ମିଳିଛି ଏଲାଇସୀ ଅଫିସର୍ ଙ୍କ ସ୍ତ୍ରୀ ଠାରୁ। ଏହା ସହିତ ପତ୍ନୀ ଜଣଙ୍କ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କୁ ଚାକର ମାନଙ୍କ ଆଗରେ ମଧ୍ୟ ମାରପିଟ୍ କରନ୍ତି । ତାଙ୍କ ପୁଅ ଗୁଡ଼ୁଗାଁଓ ରେ ଚାକିରି କରିଥିବା ବେଳେ ଝିଅ ହଷ୍ଟେଲ ରେ ପାଠ ପଢୁଛି।

ଦୁଇ ଜଣଙ୍କ କଥା ଶୁଣି ମୁଖ୍ୟ ନ୍ୟାୟଧିସ ତାଙ୍କୁ ତାଙ୍କର ଦୈନିକ ଜୀବନୀ ବିଷୟ ରେ ପଚାରିଲେ ଯେଉଁଥିରେ ସେ କହିଲେ ସକାଳ ୭ ରେ ୱାକିଁ , ୮ ରେ ୟୋଗା , ଆଉ ୧୦ ଟା ବେଳେ ଘରେ ରୁହନ୍ତି ଓ ସନ୍ଧ୍ୟା ୫ ଟା ବେଳେ ଦ୍ୟାନ୍ସ କ୍ଲାସ ଓ ରାତି ରେ ନିଜ ସାଙ୍ଗ ମାନଙ୍କ ସହିତ କିଟି ପାର୍ଟି କୁ ଯାଆନ୍ତି । ଏହା ଶୁଣି ମୁଖ୍ୟ ନ୍ୟାୟଧିସ କହିଲେ ଯଦି ଆପଣ ଘରେ ରହୁ ନାହାନ୍ତି ସେ ଆପଣଙ୍କୁ କେତେବେଳେ ମାରୁ ଅଛନ୍ତି।

ଏହା ପରେ ଅଫିସର୍ ସ୍ବାମୀ ଜଣଙ୍କ କହିଲେ ଯେ ସେ ମାସକୁ ୪୪ ହଜାର ରୋଜଗାର କରନ୍ତି ଯେଉଁଥିରେ ଭରଣ ପୋଷଣ କରି ଥାଆନ୍ତି। ଯଦି ତାଙ୍କ ସ୍ତ୍ରୀ ଭରଣ ପୋଷଣ ଦାବି କରିଛି ତେବେ ସେ ତାଙ୍କୁ ମାସକୁ ୧୦ ହଜାର ହିଁ ଦେଇ ପାରିବେ । ମୁଖ୍ୟ ନ୍ୟାୟଧିସ ମଧ୍ୟ ଏଥିରେ ରାଜି ହେଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।