ସ୍ତ୍ରୀ_ଦେହରୁ_ଲୁଗା_ଖସେଇ, ଲାଟିନରୁ_କରୁଛି_କଲ୍ ! ତମ ଡ୍ୟାଡିଙ୍କୁ ଲିପକିସ୍ କରି…ବହୁତ୍ ପେନ୍ ହଉଛି.. ଦେଖନ୍ତୁ Video

ଘଟଣା ଟି କିଛି ଏମିତି ଘଟିଛି ଯାହା ପାଇଁ ସ୍ୱାମୀ ବାଧ୍ୟ ହେଇଛନ୍ତି ସ୍ତ୍ରୀ ର ଚରିତ୍ର ର ବିଷୟରେ କହିବା ପାଇଁ, ସାତ ବର୍ଷ ର ପିଲା କୁ ଛାଡି ମା ତାର ପ୍ରେମିକ ସହିତ ଫେରାର ବୋଲି ଜଣା ପଡିଛି, ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଏବେ ଆଶ୍ଚର୍ଯ୍ୟ ବିଷୟରେ ପାଲଟିଛ ତାହାଲେ ଆସନ୍ତୁ ଜାଣିବା ଘଟଣା ଟି କଣ |

କଥା ରେ ଅଛି ଦର୍ଶକ ବନ୍ଧୁ ମା ର ଭଲ ପାଇବା ଏ ସଂସାର ର ସବୁଠାରୁ ମୂଲ୍ୟ ବାନ ବୋଲି କୁହା ଯାଏ ହେଲେ ଏହି ଭଲ ପାଇବା ଭିତରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ଜାଣିଲେ ଏ ସଂସାର ରେ ମା ପ୍ରତି ଥିବା ପିଲାଙ୍କ ଭଲ ପାଇବା କୁଆଡେ ଦୂରେଇଯିବେ, ହେଲେ ଏହି ସ୍ୱାର୍ଥ ପର ଦୁନିଆରେ ମା ଯେ ତା ପିଲାକୁ ଛାଡି ଚାଲିଯିବେ ତାହା କହିଲେ କି ଶୁଣିଲେ ବିଶ୍ୱାସ ନ ହେଲେ ବି କଥା ଟି ସତ |

ସ୍ୱାମୀ ଦୀର୍ଘ 20 ମାସ ଧରି ବାହାରେ କୌଣସି କାମ ରେ ବ୍ୟସ୍ତ ଥିଲେ, ହେଲେ ଏହି ସମୟରେ ସ୍ତ୍ରୀ ଓ ସ୍ୱାମୀ ସାଗର ପ୍ରଧାନ ଙ୍କ ପରିବାର ଲୋକଙ୍କ ସହିତ ସାଗର ପ୍ରଧାନ ଙ୍କ ସ୍ତ୍ରୀ ରହୁଥିଲେ ଓ ସ୍ୱାମୀ ର ଅନୁପସ୍ଥିତି ରେ ଫେସବୂକ ରେ ଜଣେ ଆର୍ମି ଅଫିସର ଙ୍କ ସହିତ ଗଢି ଉଠିଥିଲା ପ୍ରେମ ସମ୍ପର୍କ, ଏମିତି ସମ୍ପର୍କ ଯାହା ପର କରିଦେଇଥିଲା ସ୍ୱାମୀ ଠାରୁ ତା ସ୍ତ୍ରୀ କୁ o ତାର ସାତ ବର୍ଷ ର ପୁଅ କୁ, ସଂସାର ର ଏହି ବିଚିତ୍ର ନିୟମ ଭିତରେ ବୋଳିପଡିଗଲା ଗୋଟିଏ ମା ର ପିଲା ପ୍ରତି ଥିବା ଭଲ ପାଇବା |

ସାଗର ପ୍ରଧାନଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ ବିକାଶ ନାମକ ଜଣେ ଯୁବକ ଙ୍କ ସହିତ ଫେସବୂକ ରେ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା ହେଲେ ଏହା ଜାଣିବା ପରେ ସାଗର ପ୍ରଧାନ ତାଙ୍କ ସ୍ତ୍ରୀ ଙ୍କୁ ବିରାଧ କରିଥିଲେ,ଓ ତାଙ୍କ ବାପା ତାଙ୍କୁ ଲିପ କିସ ମୋତେ ପେନ ହଉଛି ବୋଲି ଏମିତି ଫୋନ ରେ କଥା ହୋଉଥିଲେ ସାଗର ପ୍ରଧାନ ସ୍ତ୍ରୀ ଏହି ସମସ୍ତ କଥା ସାଗର ପ୍ରଧାନ ତାଙ୍କ ସ୍ତ୍ରୀ କୁ ପଚାରି ଥିଲେ ହେଲେ ସେ କହିଥିଲେ ମୋର ତାଙ୍କ ସହିତ କିଛି ସମ୍ପର୍କ ନାହିଁ ମୁଁ 3 ମାସ ଆଗରୁ କଥା ହେଇଥିଲି ଏବେ ଆଉ ଏମିତି କରିବେ ନାହିଁ ବୋଲି ସେ ମନା କରିଥିଲେ ଓ ପରେ ସେ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ଲାଟିନ ରେ ଦେହ ରୁ ଲୁଗା ଖୋଲି ଫୋନ ରେ କଥା ହୋଉଥିଲେ, ଏମିତି କରିବାକୁ ବାରଣ କରିବା ସେର୍ତ୍ତ ବି ସ୍ୱାମୀ ର କଥା କୁ ସ୍ତ୍ରୀ ମାନି ନଥିଲେ |

ମିଳିଥିବା ସୂଚନା ଅନୁଯାୟୀ ସାଗର ପ୍ରଧାନ ଙ୍କ ଦେହ ଅସୁସ୍ଥ ଥିଲା ବେଳେ ସ୍ତ୍ରୀ ସ୍ୱାମୀ ଙ୍କୁ ଔଷଧ ଆଣି ଦେଇଥିଲେ ଓ ସନ୍ଧ୍ୟା ରେ ଅଳିଆ ପକେଇବା ପାଇଁ ଯାଇ ଫେରିଥିଲା ତା କିଛି ସମୟ ପରେ ସାଗର ପ୍ରଧାନ ଙ୍କ ସ୍ତ୍ରୀ ତା ପିଲାଙ୍କୁ ଗେଲ୍ଲହ କରି ମୁଁ ଦେଖା କରିବା ପାଇଁ ଆସିବି ଧନ କହି ଛାଡି ଚାଲିଯିଥିଲେ, ଏବେ ସ୍ତ୍ରୀ ନିଖୋଜ ହବା ଘଟଣା ରେ ସ୍ୱାମୀ ସାଗର ପ୍ରଧାନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି |

ଏବେ ଘଟଣା ର ପୁରା ଅନୁଧ୍ୟାନ କରି ଗୋଟିଏ ପିଲାକୁ ତାର ମା ର ମମତା ଦେଇପାରିବ କି ନାହିଁ ପୋଲିସ ତା ଆଗକୁ ଜଣା ପଡ଼ିବ ବୋଲି କୁହାଯାଇଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment