ବନ୍ଧୁଗଣ ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଧିରେ ଧିରେ ସମାଜରେ କିପରି ନିନ୍ଦନୀୟ କାର୍ଯ୍ୟ କଳାପ, କ୍ରାଇମ୍, ଏବଂ ଦେହ ବ୍ୟବସାୟ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ତ ଆପଣ ଜାଣି ପାରୁଥିବେ।ଦୁନିଆରେ ଦିନକୁ ଦିନ ସଂଖ୍ୟାଧିକ ଅପରାଧ ବଢ଼ି ଚାଲିଛି। ଏହାରି ଭିତରେ ରେପ୍, ହତ୍ୟା ,ଚୋରି, ନୃସଂଶତା ଭଳି ଅନେକ ଘଟଣା ଘଟୁଛି ଏବଂ ପୋଲିସ ପାଖକୁ ଏହାର ଅଭିଯୋଗ ବି ଯାଉଛି। ଆଜି ଆମେ ସେହିପରି ଏକ ନିନ୍ଦନୀୟ କାର୍ଯ୍ୟକଳାପ ଉପରେ ଆଲୋଚନା କରିବା। ଯାହାକୁ ଜାଣିଲେ ଆପଣ ଭୟରେ ଥରି ଉଠିବେ ଏବଂ ଏପରି ବ୍ୟକ୍ତି ଉପରେ ଆପଣଙ୍କର ଘୃଣା ଆସିବ।
ଜଣେ ଏପରି ବି ନୃଶଂସ ପାଲଟି ଯାଇପାରେ ତାହା ଆପଣ ଏହିଭଳି ଘଟଣାରୁ ଜାଣି ପାରିବେ। ତେବେ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅନେକ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି। ପ୍ରତିଦିନ ଦୁନିଆରେ ଆପଣ ଦେଖିବାକୁ ପାଉଥିବେ କିପରି ଭାବରେ ଭୟାନକ ଘଟଣା ସବୁ ଘଟି ଯାଉଛି। ମାରପିଟ୍ ରେ କେତେବେଳେ କାହାର ଜୀବନ ଚାଲି ଯାଉଛି ତ ପୁଣି କିଏ ହତ୍ୟା, ଷଡ଼ଯନ୍ତ୍ର ର ଶିକାର ହେଉଛି। ଆଉ ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି।କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି।
ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହିଭଳି ସମାଜରେ କଣ କାହା ସହ କେତେବେଳେ ଘଟିବ ତାହା କହିବା ଏକ ପ୍ରକାର ମୁସ୍କିଲ ଅଟେ। ସେହିପରି ଆମେ କହିବାକୁ ଯାଉଥିବା ଘଟଣାରେ ଜଣେ ଜହ୍ଲାଦ ସ୍ବାମୀ ତାର ସ୍ତ୍ରୀ ଏବଂ ଶାଳୀ କୁ ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା ଜଣା ପଡ଼ିଛି। ଆଉ ଏହି ଶବକୁ ଦୁଇ ତିନିଦିନ ଧରି ଘରେ ପକାଇ ରଖିବା ଫଳରେ ଶବ ପଚି ଯାଇଥିଲା। ବାପା ମାଆ ବାରମ୍ଵାର ଫୋନ୍ କରି ଫୋନ୍ ଅଫ୍ ଥିବା କାରଣରୁ ଶେଷରେ ଘରେ ଆସି ସେମାନେ ପହଞ୍ଚିଥିଲେ।
ଆଉ ସେହି ସମୟରେ ଖସି ଯିବାକୁ ଚେଷ୍ଟା କରୁଥିଲା ଜହ୍ଲାଦ ଜ୍ବାଇଁ। ଆଉ ତାକୁ ମାଡି ବସି ଧରି ପକାଇଥିଲେ ଦୁଇଝିଅକୁ ହରାଇଥିବା ବାପା ଜଣଙ୍କ। ତେବେ ସୂଚନା ଅନୁସାରେ ଭୁବନେଶ୍ୱର ହାଉସିଂ ବୋର୍ଡ ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।ପରେ ଘଟଣା ସଂପର୍କରେ ପୋଲିସ୍ ଖବର ପାଇ ଉକ୍ତ ଅଭିଯୁକ୍ତ ଜଣଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି। ଏ ଘଟଣା ସ୍ଥାନୀୟ ଅଞ୍ଚଳ ରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।