ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ଷ୍ଟେଜରେ ଭାଉଜ ମାନଙ୍କ ଅଣ୍ଟା ହଲା ନୃତ୍ୟରେ ମହକି ଉଠିଲା Gala Round , ଆଉ judges ମାନେ ଦେଖି କହିଲେ କହିଲେ ଏମିତି ,ଦେଖନ୍ତୁ video …

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ବେଶ ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ” ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ର ମହା ମଞ୍ଚରେ ହେଉଥିଲା ଗାଲା ରାଉଣ୍ଡ ର ଗୋଟିଏ ଦମଦାର ପୋରଫୋମେନ୍ସ | ଦେଖାଇ ଜୋଜେସ ଙ୍କର ମନକୁ କିଣିବା ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ଭାଉଜ ମାନେ | ଆଉ ତାହା ସହିତ ସମସ୍ତଙ୍କୁ ଏଣ୍ଟେଟେନମେଣ୍ଟ ମଧ୍ୟ କରେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ର ଏହି ଦମଦାର ପ୍ରଫୋମେନ୍ସ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ସମ୍ପୂର୍ଣ୍ଣ ଲକ୍ଷ୍ମୀ ଗୋଟିଏ ଏମିତି ଶୋ ଯେଉଁଥିରେ ଗାଁ ହେଉ ବା ସହର ନିଜ ପାଖରେ ଥିବା ପ୍ରତିଭା କୁ ଦେଖାଇବା ପାଇଁ ଏହି ଶୋ ରେ ଭାଗ ନେଇଥାନ୍ତି ବିବାହିତ ମହିଳା ମାନେ | ଆଉ ତାହା ସହିତ ଡାନ୍ସ ଓ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କ ମନ କୁ କିଣିବା ସହିତ ନିଜ ପାଇଁ ଗୋଟିଏ ଭଲ ପରିଚୟ ମଧ୍ୟ ସୃଷ୍ଟି କରିଥାନ୍ତି ସେମାନେ | ଆଉ ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ଏହି ମହା ମଞ୍ଚରେ ଦେଖିବାକୁ ମିଳିଥିଲା ମହିଳା ମାନଙ୍କର ଡାନ୍ସ ର ଯାଦୁ ଯାହା ସମସ୍ତଙ୍କ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି |

ଏହା ହେଉଛି ସିଦ୍ଧାର୍ଥ ଟିଭିର ଏକ ନିଆରା ପ୍ରୟାସ, ଆଉ ଯେଉଁଥିରେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ମାନେ ଏହି ଶୋ ରେ ଭାଗ ନେଇକି ନିଜର ପ୍ରତିଭା କୁ ସମସ୍ତଙ୍କ ସାମ୍ନା ରେ ପ୍ରକାଶ କରି ପାରୁଛନ୍ତି | ଆଉ ଏଠାରେ ଦେଖିବାକୁ ମିଳିଛି କି ଜ୍ୟୋତ୍ସ୍ନା ମୟୀ ବେଚ, ପ୍ରୀତି ଲେଙ୍କା, ସୁପ୍ରିୟା ସାମଲ,ସ୍ଥିତ ପ୍ରଜ୍ଞା ଦାସ,ଶଶିକଳା ଶତପଥୀ ଓ ପ୍ରଗତି ରାଣୀ ପାଳ | ଆଉ ସେମାନେ ଗ୍ରୁପ ଡାନ୍ସ କରିବାକୁ ଲାଗିଛନ୍ତି ସମସ୍ତେ ମିଶିକି ବହୁତ ସୁନ୍ଦର ଭାବରେ ଆଉ ତାହା ସହିତ ଦର୍ଶକ ମାନଙ୍କର ମନ କିଣିବା ସହିତ ବହୁତ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ସେମାନେ ବୋଲି କୁହାଯାଉଛି |

ତେବେ ମାର୍ଗଶିର ମାସ ଗୁରୁବାର କୁ ନେଇକି ଏକ ଗୀତ ରେ ପୋରଫୋର୍ମ କରିବାକୁ ଲାଗିଛନ୍ତି ସେମାନେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି “ଆଜି ଗୁରୁବାରେ ମୁଣ୍ଡ ଛୁଇଲୁ “ଗୀତ ଟି ଗାଇ ସମ୍ପୂର୍ଣ୍ଣ ଲକ୍ଷ୍ମୀ ମାନେ ସମସ୍ତଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ଯାହାକୁ ଦେଖିବା ପରେ ଜୋଜେସ ମାନେ ପୁରା ପୁରୀ ଆତ୍ମହରା ହୋଇ ଯାଇଛନ୍ତି ବୋଲି କୁହାଯାଉଛି | ଆଉ ଯେଉଁଠି ଗ୍ରୁପ ରେ ଏତେ ସୁନ୍ଦର ଭାବରେ ସେମାନେ ଡାନ୍ସ କରିବାକୁ ଲାଗିଥିଲେ ଯାହାକୁ ଦେଖିଲା ପରେ ଜୋଜେସ ମାନେ ଛିଡା ହୋଇକି ତାଳି ମାରିଥିଲେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment