ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ଷ୍ଟେଜରେ ଭାଉଜ ମାନଙ୍କ ଅଣ୍ଟା ହଲା ନୃତ୍ୟରେ ମହକି ଉଠିଲା Gala Round , ନମିତା ଅଗ୍ରୱାଲ ଆଉ judges ମାନେ ଦେଖି କହିଲେ କହିଲେ ଏମିତି ,ଦେଖନ୍ତୁ video …

ବନ୍ଧୁଗଣ ଆମ ଓଡ଼ିଶାରେ କୋଣ ଅନୁକୋଣରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ମାନେ ରହିଛନ୍ତି ଯେଉଁ ମାନଙ୍କ ପ୍ରତିଭା ସମସ୍ତ ଆଖି ସାମ୍ନାକୁ ଆସି ପାରୁନାହିଁ |ଆପଣ ଜାଣିଥିବେ ଯେ ସାରା ଓଡିଶାରେ କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ସିଦ୍ଧାର୍ଥ ଟିଭି ସମସ୍ତଙ୍କୁ ଅନେକ ପ୍ରକାର ସଯୋଗ ପ୍ରଦାନ କରିଛି |ମୁଁ ଆଜି ଆପଣକୁ ସିଦ୍ଧାର୍ଥ ଟିଭିରେ ବର୍ତମାନ ଚାଲିଥିବା ସମ୍ପୂର୍ଣ ଲକ୍ଷ୍ମୀ ଅଡିସନ ବିଷୟରେ କହିବି ଯେଉଁଥିରେ କି ଚାରିଜଣ ସମ୍ପୂର୍ଣ ଲକ୍ଷ୍ମୀ ନାମିତ ଅଗ୍ରୱାଲଙ୍କ ଏକ ସୁନ୍ଦର ଭଜନରେ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ସମ୍ପୂର୍ଣ କଥା ବିଷୟରେ ଜାଣିବା |

ସାରା ଓଡିଶାରେ ଅନେକ ପ୍ରତିଭାକୁ ସମସ୍ତଙ୍କ ଆଖି ସାମ୍ନାକୁ ଆଣିବା ପାଇଁ ସିଦ୍ଧାର୍ଥ ଟିଭି ଅନେକ ସଯୋଗ ଦେଇଛି |ଏହି ଚେନାଲରେ ପ୍ରତ୍ୟେକ ଦିନ ଅନେକ ଅଡିସନ ହେଉଛି, ଯେଉଁ ଥିରେ ଅନେକ ପ୍ରତିଭା ଶାଳୀ ବ୍ୟକ୍ତିମାନେ ଭାଗ ନେଉଛନ୍ତି |ଏହାଦ୍ୱାରା ସେମାନଙ୍କ ଭିତରେ ଲୁଚିଥିବା ପ୍ରତିଭା ପ୍ରକାଶ ପାଇବା ସହିତ ସେମାନେ ସାରା ଓଡ଼ିଶାରେ ବହୁ ପରିଚିତ ମଧ୍ୟ ହୁଅନ୍ତି |ଘରେ ଘରେ ମହିଳା ମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ପ୍ରକାଶ କରିବା ପାଇଁ ଏହି ଚେନାଲରେ ଏକ “ସମ୍ପୂର୍ଣ ଲକ୍ଷ୍ମୀ “ଅଡିସନ ହେଉଛି |ଯେଉଁଥିରେ କି ସମସ୍ତ ବିବାହିତା ନାରୀ ମାନେ ଅଂଶ ଗ୍ରହଣ କରିଛନ୍ତି |

ଏବେ ସମ୍ପୂର୍ଣ ଲକ୍ଷ୍ମୀର ସିଜିନ ଟୁ ଅଡିସନ ଚାଲିଛି, ଯେଉଁ ଥିରେ ଅନେକ ମହିଳା ଭାଗ ନେଇ ତାଙ୍କ ଭିତରେ ଲୁଚି ରହିଥିବା ସମସ୍ତ ପ୍ରତିଭାକୁ ଗୋଟିଏ ପରେ ଗୋଟିଏ ଷ୍ଟେପରେ ଦେଖାଇ ଚାଲିଛନ୍ତି |ଆଜିର ଏହି ଭିଡିଓରେ ଯାହା ଦେଖିବାକୁ ମିଳିଛି ଯେ ଏହି ଅଡିସନରେ ଭାଗ ନେଇଥିବା ବିବାହିତା ନାରୀମାନଙ୍କ ମଧ୍ୟରୁ କିଛି ଜଣ ନମିତା ଅଗ୍ରୱାଲଙ୍କ ଏକ ସୁନ୍ଦର ଭଜନ “ସଜେଇବୁ ନାହିଁ ବଉଳ ମାଳ “ରେ ଅତି ସୁନ୍ଦର ଭାବରେ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି |ଏହି ଡ୍ୟାନ୍ସ ରେ ଚାରିଜଣ ପ୍ରତିଯୋଗୀ ଲିଜା, ରୋଜାଲିନ,ସନିଗ୍ଧା ଏବଂ ରୂପା ମୁଦ୍ରା ଭାଗ ନେଇଛନ୍ତି |

ଏହି ଚାରିଜଣ ଏହି ସୁନ୍ଦର ଭଜନରେ ଅତି ସୁନ୍ଦର ଭାବରେ ଠୁମକା ଲଗାଇ ନାଚିବାର ଦେଖିବାକୁ ମିଳିଛି, ସମସ୍ତ ଦର୍ଶକ ଏହାକୁ ଅତି ସୁନ୍ଦର ଭାବରେ ଉପଭୋଗ କରିଛନ୍ତି | ସତରେ ଏମାନଙ୍କ ଭିତରେ ଅନେକ ପ୍ରତିଭା ଲୁଚି ରହିଥିଲା, ଯାହାକି ଏବେ ଗୋଟିଏ ପରେ ଗୋଟିଏ ପ୍ରତିଭା ଦେଖିବାକୁ ମିଳିଛି |ଏହି ନାଚକୁ ସମ୍ପୂର୍ଣ ଲକ୍ଷ୍ମୀର ଜର୍ଜମାନେ ମଧ୍ୟ ମନ ପୁରୀ ଦେଖୁଛନ୍ତି, ଏହି ଡ୍ୟାନ୍ସ ଅଡିସନରେ ଗେଷ୍ଟ ହିସାବରେ ନମିତା ମାମ ଏବଂ ଗୀତ ମାମ ଆସିଛନ୍ତି |ସମ୍ପୂର୍ଣ ଲକ୍ଷ୍ମୀଙ୍କ ଏହି ସୁନ୍ଦର ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment