ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପ୍ରତେକ ଲୋକ ଙ୍କ ପାଖରେ କେବଳ ଗୋଟିଏ ମାତ୍ର ରିୟାଲିଟି ଶୋ ସମସ୍ତଙ୍କର ବେଶ ପସନ୍ଦ ଆସିଛି ତାହା ହେଉଛି “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” | ତେବେ ସିଦ୍ଧାର୍ଥ ଟିଭି ର ଏହା ହେଉଛି ଏକ ନିଆରା ପ୍ରୟାସ ଯେଉଁଠି ଦେଖିବାକୁ ମିଳିଛି କି ଓଡ଼ିଶାର କୋଣ ଅନୁକୋଣ ରେ ଅନେକ ସୁନ୍ଦର ସୁନ୍ଦର ପ୍ରତିଭା ଥିବା ମହିଳା ମାନଙ୍କୁ ବାଛି ସେମାନଙ୍କୁ ଆଗକୁ ନେବା ପାଇଁ ଏକ ନିଆରା ପ୍ରୟାସ ଚଳାଇଛି ଏହି ସିଦ୍ଧାର୍ଥ ଟିଭି ର “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ଶୋ ଟି | ଆଉ ଯାହା ଦେଖିବାକୁ ମିଳିଛି କି ଏହି ଶୋ ରେ ଭାଉଜ ମାନେ ବେଶ ସୁନ୍ଦର ଭାବରେ ତାଙ୍କର ଡାନ୍ସ ର ଯାଦୁ ଦେଖାଇ ସମସ୍ତଙ୍କର ମନକୁ ଆକୃଷ୍ଟ କରେଇଛନ୍ତି |ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ଟିକିଏ ନଜର ପକାଇବା |
ଆପଣ ମାନେ ସମସ୍ତେ ଜାଣିଛନ୍ତି “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ହେଇଛି ଗୋଟିଏ ଏମିତି ଶୋ ଯେଉଁଠି ମହିଳା ମାନେ ନିଜ ଭିତରେ ଲୁକ୍କାୟିତ ଭାବରେ ରହିଥିବା ପ୍ରତିଭା କୁ ଦେଖିବାର ସୁଯୋଗ ପାଇଛନ୍ତି ଓ ଯାହା ସାହାଯ୍ୟ ରେ ସେମାନେ ଆଗକୁ ସେମାନଙ୍କର ଭବିଷ୍ୟତ ରେ କିଛି କରିବାର ସୁଯୋଗ ମଧ୍ୟ ରହିଥିବା କଥା କୁହାଯାଇଛି | ତେବେ ବର୍ତ୍ତମାନ ଯାହା କୁହାଯାଉଛି କି ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ଶୋ ରେ ବର୍ତ୍ତମାନ ଗାଲା ରାଉଣ୍ଡ ଚାଲିଛି | ଆଉ ଯେଉଁଠି ଗାଲା ରାଉଣ୍ଡ ରେ 4 ଜଣ ଭାଉଜ ସେମାନଙ୍କର ଦମଦାର ପୋରଫୋମେନ୍ସ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି |
ତେବେ ନିଜର ଡାନ୍ସ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ସେହି 4 ଜଣ ଭାଉଜ ହେଉଛନ୍ତି ଲକି, ମୋନାଲିସା, ସୁପ୍ରିୟା ଏବଂ ବୁଲବୁଲ | ଆଉ ଏହି 4 ଜଣ ଭାଉଜ ମାନେ ସେମାନଙ୍କର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟରେ ସ୍ୱତନ୍ତ୍ର ଘର କରି ପାରିଛନ୍ତି | ଆଉ ମହା ଲକ୍ଷ୍ମୀ ଙ୍କର ଏକ ସୁନ୍ଦର ଭଜନ “ମାର୍ଗଶିର ଗୁରୁବାର ଆଜି ଆସିଛି ମା ଆଜି ଭୂଇଁ ରେ ତ ପାଦ ରଖିଛି “ଗୀତ ରେ ସୁନ୍ଦର ଭାବରେ ଡାନ୍ସ ର ଝଲକ ଦେଖାଇଛନ୍ତି ଏହି ଭାଉଜ ମାନେ ଆଉ ଉପସ୍ଥିତ ଥିବା ସମସ୍ତ ଜୋଜେସ ମାନଙ୍କର ମନ କୁ ମୋହି ନେଇଛନ୍ତି |
ଆଉ ଯାହା ଦେଖିବାକୁ ମିଳିଛି କି ଗ୍ରୁପ ରେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ମାନଙ୍କର ଏହିଭଳି ପୋରଫୋମେନ୍ସ କୁ ଦେଖିକି ଜୋଜେସ ଭାବରେ ଥିବା ସ୍ମିତା ମାଡାମ, ଜିନା ଓ ପୁପିନ୍ଦର ମଧ୍ୟ ଖୁସି ହୋଇ ଯାଇଛନ୍ତି | ଆଉ ଭାଉଜ ମାନେ ନିଜେ ନିଜର ବେଷ୍ଟ ଦେବାକୁ ଲାଗିଥିବାର ଦେଖିବାକୁ ମିଳିଥିଲା ଏହି ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ଶୋ ରେ | ଆଉ ଯାହା ସମସ୍ତ ଦର୍ଶକ ମାନଙ୍କୁ ମଧ୍ୟ ପସନ୍ଦ ଆସିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।