ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ସିଦ୍ଧାର୍ଥ ଟିଭି ଦ୍ୱାରା ପ୍ରକାଶିତ “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ର ମହା ମଞ୍ଚ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଯେଉଁଥିରେ ଆମର ଓଡିଶା ର କୋଣ ଅନୁକୋଣ ରୁ ଆସିଥିବା ସହର ହେଉ ବା ଗାଁ ରୁ ଆସିଥିବା ଭାଉଜ ମାନେ ଆସିକି ଭାଗ ନେଇଛନ୍ତି | ଆଉ ନିଜ ଭିତରେ ଥିବା ପ୍ରତିଭା କୁ ଦେଖାଇ ସମସ୍ତଙ୍କର ହୃଦୟକୁ ହରଣ କରିବାକୁ ଲାଗିଛନ୍ତି ସୁନ୍ଦରୀ ଭାଉଜ ମାନେ | ଯେଉଁ ମାନେ କି ଖାଲି ରୂପ ରେ ନୁହନ୍ତି ଗୁଣ ରେ ମଧ୍ୟ ସମସ୍ତଙ୍କ ଠୁ ଉପରେ ଅଛନ୍ତି | ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଲେକ୍ଷ୍ମୀ ର ମହା ମଞ୍ଚରେ ମେଗା ଅଡିସନ ରେ ଭାଉଜ ମାନେ କେଉଁଭଳି ଭାବରେ ନିଜର ପ୍ରତିଭା ରେ ଜୋଜେସ ମାନଙ୍କ ମନକୁ ହରଣ କରିଛନ୍ତି ସେ ବିଷୟରେ ଜାଣିବା |
ତେବେ ଯାହା କୁହାଯାଉଛି କି ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ମଞ୍ଚ ହେଉଛି ଗୋଟିଏ ଏମିତି ମଞ୍ଚ ଯାହା ମହିଳା ମାନଙ୍କ ଭିତରେ ଲୁକ୍କାଇତ ଭାବରେ ଥିବା ପ୍ରତିଭା କୁ ସମସ୍ତଙ୍କ ସାମ୍ନା ରେ ପ୍ରକାଶ କରିବାରେ ଆମକୁ ସାହାଯ୍ୟ କରିଥାଏ | ଆଉ ଯାହା କୁହାଯାଉଛି କି ଗୋଟିଏ ପରେ ଗୋଟିଏ ପାହାଚ ଉପରକୁ ଚଢି ନିଜର ଲକ୍ଷ୍ୟ ପଥରେ ପହଞ୍ଚି ବାକୁ ଚେଷ୍ଟିତ ଅଛନ୍ତି ଭାଉଜ ମାନେ ବୋଲି କୁହାଯାଉଛି | ଆଉ ଭାଗ ନେଇଥିବା ସେହି ଭାଉଜ ମାନଙ୍କର ଗୁଣ କୁ ପରଖିବା ପାଇଁକି ମଧ୍ୟ ଜୋଜେସ ମାନେ ଅଛନ୍ତି ଓ ସେମାନେ ସିଲେକ୍ଟ କରୁଛନ୍ତି |
ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଇଛି ତାହା ହେଉଛି ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ମେଗା ଅଡିସନ ରାଉଣ୍ଡ ର ଭିଡିଓ | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ପୁଷ୍ପାଞ୍ଜଳି ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ତ୍ରିପାଠୀ ଓ ମୌମିତ୍ରା ପଣ୍ଡା ତିନିଜଣ ମାଡାମ ଭାଗ ନେଇଛନ୍ତି ଏହି ଅଡିସନ ରେ | ଆଉ ସେଠାରେ ସେମାନଙ୍କୁ ପ୍ରଥମେ ଫୋକକୁ ନେଇକି ଜୁସ ବନାଇବା ପାଇଁ ଟାସ୍କ ଦିଆଯାଇଛି | ଆଉ ସେମାନେ ସେହି ରାଉଣ୍ଡ କୁ ବେଶ ସୁନ୍ଦର ଭାବରେ ପାରି କରିଛନ୍ତି ଆଉ ଜୋଜେସ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କରେଇବାରେ ଲାଗିଛନ୍ତି ବୋଲି କୁହାଯାଉଛି |
ଆଉ ତାହା ପରେ ଜୋଜେସ ମାନେ ଜୁସ କେମିତି ବନା ଯାଏ | ଛୋଟ ପିଲା ପାଇଁ ଯେଉଁ ଜୁସ ଭଲ ଆଉ ବୟସ୍କ ପାଇଁ କଣ ଭଲ ଏମିତି ପ୍ରଶ୍ନ ମଧ୍ୟ ପଚାରିଛନ୍ତି | ଆଉ ଶେଷରେ ଜୋଜେସ ମାନେ ନାଚକୁ ଦେଖିଛନ୍ତି ଭାଉଜ ମାନଙ୍କର | ଆଉ ଏହିଭଳି 3 ଟି ରାଉଣ୍ଡ ରେ ଯିଏ ଭଲ କରିଥିବ ସେ ସିଲେକ୍ଟ ହେବ ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।