Odisha News Portal

Secret Tips – ସ୍ତନ ବୃଦ୍ଧି ପାଇଁ କଣ କରିବେ ଜାଣନ୍ତୁ ? ୧୦୦% ଗ୍ୟାରେଣ୍ଟି – ଗୁପ୍ତ ଜ୍ଞାନ

ବନ୍ଧୁଗଣ ଆଜି ଆମେ କିଶୋରୀ ମାନଙ୍କ ସ୍ବାସ୍ଥ୍ୟ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜାଣିବା। ତେବେ ଏହା ହେଉଛି କିଶୋରୀ ମାନଙ୍କ ସ୍ତନ ବୃଦ୍ଧି ବା ମାମାରି ଗ୍ଲାଣ୍ଡ ର ବୃଦ୍ଧି ବିଷୟରେ। ଏଥିପାଇଁ ଅନେକ ଯୁବତୀ ଏବଂ ମାଆ ମାନେ ମଧ୍ଯ ବ୍ୟସ୍ତ ହୋଇଥାନ୍ତି ଯେ ତାଙ୍କର ସ୍ତନ ବୃଦ୍ଧି ହୋଇ ପାରୁନାହିଁ। ମାଆ ମାନେ ଶିଶୁକୁ ଜନ୍ମ ଦେବା ପରେ ପିଲାକୁ ସ୍ତନ ପାନ କରାଇବାରେ ମଧ୍ଯ ଅସୁବିଧା ଏବଂ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏମିତିରେ ଗୋଟିଏ ନାରୀର ରୁପଚର୍ଯ୍ୟା ପାଇଁ ସ୍ତନର ବୃଦ୍ଧି ବା ସୁଢ଼ଳ ସ୍ତନର ଆବଶ୍ୟକତା ରହିଛି। ଏଥିପାଇଁ ଅନେକ ଯତ୍ନଶୀଳ ଥିବାର ବି ଦେଖିବାକୁ ମିଳିଥାଏ।

ତେବେ ସ୍ତନର ଆକାର ବୃଦ୍ଧି କରିବା ପାଇଁ ଅନେକ ଉପାୟ ରହିଛି। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଦ୍ବାରା ଏହି ସମସ୍ୟା ଧିରେ ଧିରେ ଦୂର ହୋଇଥାଏ। କଣ କଣ ଖାଦ୍ୟ ଖାଇବେ ସେଥିପ୍ରତି ଯତ୍ନଶୀଳ ହେବାକୁ ପଡିବ। ଡାକ୍ତରଙ୍କ ପରାମର୍ଶ କ୍ରମେ ବୟସ ଅନୁସାରେ ଔଷଧର ସେବନ କରିବାକୁ ପଡ଼ିବ। କିଛି ପ୍ରଲେପ ଅଛି ତାକୁ ଲଗାଇବା ଦ୍ବାରା ମଧ୍ଯ ସ୍ତନର ଆକାର ରେ ବୃଦ୍ଧି ପରିଲକ୍ଷିତ ହୁଏ। ଯଦି ମାସିକ ଋତୁସ୍ରାବ ଠିକ୍ ସମୟରେ ହେଉନାହିଁ, ତେବେ ଏହା ସ୍ତନ ବୃଦ୍ଧି ରେ ସମସ୍ୟା ସୃଷ୍ଟି କରିଥାଏ।

ସ୍ତନର ଆକାର ବୃଦ୍ଧି ପାଇଁ କଣ କରିବେ?

– ମାଛ,ମାଂସ (ମୁଖ୍ୟତଃ ମଟନ) ଆଦି ଉଚିତ୍ ପରିମାଣରେ ଆବଶ୍ୟକ ଅନୁଯାୟୀ ଖାଆନ୍ତୁ।
– ଯଦି ନିରାମିଷ ଖାଉଛନ୍ତି ତେବେ ବିରି ଜାତୀୟ ଖାଦ୍ୟ ଖାଆନ୍ତୁ।
– କଞ୍ଚାଚୁଡ଼ା, ଦହି ଆଦି ଖାଦ୍ୟ ଖାଆନ୍ତୁ।
– କିଛି ନିର୍ଦ୍ଦିଷ୍ଟ ବ୍ୟାୟାମ କରନ୍ତୁ। ଯେମିତି ପୁଚି ଖେଳିଲେ ନିତମ୍ବ ର ବୃଦ୍ଧି ଘଟିଥାଏ।

– ଘରୋଇ ଚିକିତ୍ସା ଦ୍ବାରା,ବାଡ଼ି ରୁ ଚେରମୂଳି ଆଣି ଏହାର ଘରୋଇ ଉପଚାର ଦ୍ବାରା ଏହି ସମସ୍ୟା ଠିକ୍ ହୋଇଥାଏ।
– ରାସାୟନିକ କ୍ରିମ ର ବ୍ୟବହାର କରନ୍ତୁ ନାହିଁ।
– ସ୍ତନର ଆକାର ଅନୁସାରେ ଅନ୍ତବସ୍ତ୍ର ପରିଧାନ କରନ୍ତୁ। ଅତ୍ୟଧିକ ଟାଇଟ ଇନର୍ ର ବ୍ୟବହାର କରନ୍ତୁ ନାହିଁ।

ସେହିପରି ବିବାହ ପୁର୍ବରୁ ଯେମିତି ଆପଣ ଏଥିପ୍ରତି ଧ୍ୟାନ ଦେଇଥାନ୍ତି ସେହିଭଳି ବିବାହ ପରେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। କାରଣ ସୁନ୍ଦରତା କୁ ବଜାୟ ରଖିବା ପାଇଁ ହେଲେ ଜଣେ ନାରୀକୁ ନିଜ ଶରୀର ପ୍ରତି ଯତ୍ନଶୀଳ ହେବା ଦରକାର। ଏଥିପାଇଁ ସେମାନେ କଣ କରିବା ଦରକାର୍ ଆସନ୍ତୁ ଜାଣିବା।

– ସନ୍ତାନ ପ୍ରାପ୍ତି ହେବା ପରେ ପିଲାକୁ ନିଶ୍ଚିତ ଭାବରେ ସ୍ତନ ପାନ କରାନ୍ତୁ।
– ଅତି କମ୍ ରେ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ବକ୍ଷର କ୍ଷୀର ଖାଇବାକୁ ଦିଅନ୍ତୁ।
– ବ୍ରେଷ୍ଟ ଫିଡ଼ିଂ ହେବା ଦ୍ବାରା ଆପଣଙ୍କ ଶରୀରରେ ହାର୍ମୋନାଲ ବାଲାନ୍ସ ଠିକ୍ ରହିଥାଏ ଫଳରେ ମାନସିକ ଶାନ୍ତି ମିଳିବା ଦ୍ବାରା ସୁନ୍ଦରତା ବଜାୟ ରୁହେ। ଏବଂ ଉଭୟ ମାଆ ଏବଂ ଶିଶୁର ସ୍ବାସ୍ଥ୍ୟ ଭଲ ରୁହେ।
– ଯଦି ବ୍ରେଷ୍ଟ୍ ରେ କୌଣସି ସମସ୍ୟା ଦେଖାଯାଏ ତେବେ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରଲେପ ନେଲେ ସୁନ୍ଦରତା ଫେରି ଆସିଥାଏ।
– ଆୟୁର୍ବେଦିକ ଉପଚାର କଲେ ମଧ୍ଯ ଏଭଳି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଥାଏ। ଜଡ଼ି ବୁଟିର ଉପଚାର ଦ୍ବାରା ଏହା ଆପଣଙ୍କ ସ୍ତନ ଏବଂ ଶରୀର ଉପରେ କୌଣସି କୁ ପ୍ରଭାବ ପଡ଼ି ନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।