Odisha News Portal

Stage ଉପରେ ନାଚି ଧମାଲ କଲେ Rani ” ନାଲିଆ ବୋତଲ ଖୋଲ ” … ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବେଳେ ବେଳେ କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଆଉ କିଛି ସ୍ଥାନରେ ଏମିତି କିଛି ଡ୍ୟାନ୍ସ ଓ ଗୀତ ଲୋକ ମାନଙ୍କର ମନ କିଣି ନେଇଥାଏ। ଏଠାରେ ସେହିପରି ଏକ ଭିଡ଼ିଓ ଭାଇରଲ ହୋଇଛି ଯାହାକୁ ଆପଣ ମାନେ ଦେଖିବା ପରେ ମୁଣ୍ଡରେ ହାତ ଦେବେ। ତେବେ ଆସନ୍ତୁ ଜାଣିବା ସେହି ଭିଡ଼ିଓ ସମ୍ପର୍କରେ। ଏମିତି କିଛି ଭିଡ଼ିଓ ଅନେକ ସମୟରେ ଭାଇରଲ ହୋଇଥିବାର ଦୃଶ୍ୟ ନଜରକୁ ଆସିଥାଏ ଯାହା ଏହିଠାରେ ଦେଖୁବାକୁ ମିଳିଛି।

ଏମିତି କିଛି ଭାଇରଲ ଅନେକ ସମୟରେ ହୋଇଥାଏ ଏବଂ କିଛି ଷ୍ଟେଜ ଶୋ ମାନଙ୍କରେ ଦେଖିବାକୁ ମିଳି ଥାଏ। ଆଉ କିଛି ଜାଗାରେ ଲୋକ ମାନେ ଅଧିକାଂଶ ସମୟରେ ଗୀତ ଅପେକ୍ଷା ଡ୍ୟାନ୍ସ କୁ ଅଧିକା ପସନ୍ଦ କରି ଥାଆନ୍ତି ଯାହା ଆପଣ ମାନେ ମଧ୍ୟ ଜାଣି ଥିବେ। କୌଣସି ଏକ ସ୍ଥାନରେ ଯଦି କିଛି ପୋଗ୍ରାମ କରା ଯାଏ ତେବେ ସେହିଠାରେ କିଛି ଏମିତି ଦୃଶ୍ୟ ନଜରକୁ ଆସିଥାଏ ଯାହା ଏଠାରେ ରହିଛି। ଆଉ ସେହି ମାନଙ୍କର ନାଚ ଦେଖିବା ପରେ ଯୁବ ପିଢ଼ି ମାନେ ଆଉ ନିଜକୁ ନିୟନ୍ତ୍ରଣ ର ରଖି ପାରନ୍ତି ନାହିଁ।

ଏହି ଠାରେ ଦେଖୁବାକୁ ମିଳିଛି ଯେ ଗୋଟିଏ ଷ୍ଟେଜ ରେ ପୋଗ୍ରାମ ହୋଇଛି ଯେଉଁଠାରେ ଜଣେ ଗୀତ ଗାଇଥିବାର ଦେଖିବାକୁ ମିଳିଛି ଯାହାର ସ୍ୱର ଶୁଣୁଛନ୍ତି ଦର୍ଶକ ମାନେ ଏବଂ ତାଙ୍କ ଗୀତରେ ଝୁମୁଛନ୍ତି। ଆଉ ସେହି ଝିଅ ଟି ଗାଇବା ସମୟରେ ରେ ଦୁଇ ପଟ ରେ ଦୁଇଟି ସୁନ୍ଦରୀ ଝିଅ ଡ୍ୟାନ୍ସ କରିଛନ୍ତି ଯାହା ପାଇଁ ଅଧିକାଂଶ ସ୍ଥାନରେ ଭିଡ ମଧ୍ୟ ହୋଇଥାଏ। ଆଉ ଏଠାରେ ସେ ଦୁହେଁ ଝିଅ ବିଭିନ୍ନ ଗୀତ କୁ ତାଳ ପକାଇ ମଧ୍ୟ ନାଚୁଛନ୍ତି ଯାହା ଦେଖୁବାକୁ ମିଳିଛି। ସେହି ଦୁଇଟି ଝିଅ ହୋଇଛନ୍ତି ନାଚ ମଧ୍ୟ ତାଙ୍କୁ ଭଲ ଭାବରେ ଜଣାଅଛି। ସେହି ଠାରେ ଯେଉଁମାନେ ଦେଖୁଥିବେ ସେମାନେ ଅଧିକା ଡ୍ୟାନ୍ସ କୁ ପସନ୍ଦ କରୁଥିବେ କାରଣ ବହୁତ ସ୍ଥାନରେ ନାଚ କୁ ଗୁରୁତ୍ୱ ଦେଇ ଥାଆନ୍ତି ଅନ୍ୟ ଅପେକ୍ଷା।

ଏହି ଠାରେ ଦେଖା ଯାଉଛି ଯେ କୌଣସି ଏକ ସ୍ଥାନରେ କିଛି ନାଚ ଓ ଗୀତ ପୋଗ୍ରାମ ହୋଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏହି ସମୟରେ ଭିଡ଼ିଓ ଟିକୁ ଅନେକ ଲୋକ ଦେଖିବା ପରେ ସମସ୍ତେ ଏହାକୁ ଶେୟାର ମଧ୍ୟ କରିଛନ୍ତି ଯାହା ଏବେ ଅନେକ ଲୋକ ଦେଖି ସାରିଲେଣି ଏବଂ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।ଆଉ ସେହି ଠାରେ ଉପସ୍ଥିତ ଲୋକ ମାନେ ମଧ୍ୟ ଉପଭୋଗ କରିଥିବାର ଜାଣିବାକୁ ମିଳିଛି। ଏହି ଦୁଇ ଝିଅ ଙ୍କର ସୁନ୍ଦର ନୃତ୍ୟ ପରିବେଷଣ ଦେଖାଇଛନ୍ତି ସମସ୍ତ ଙ୍କ ଆଗରେ ଯାହା ଏହିଠାରେ ନଜରକୁ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।