ଦେଖନ୍ତୁ Shocking ଭିଡ଼ିଓ : ଆଶ୍ଚର୍ଯ୍ୟ… Stage ରେ ଗୀତ ଗାଉ ଗାଉ ଚାଲିଗଲା ଜୀବନ…

ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ ଭିଡ଼ିଓ ସବୁ ଭାଇରଲ ହୋଇଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି। ଆଉ ଏବେ ଏମିତି ଭିଡ଼ିଓ ଭାଇରଲ ଜୋର ରେ ହୋଇଛି ଯେଉଁଠି ଷ୍ଟେଜ ରେ ଗୀତ ଗାଇବା ସମୟରେ ସିଧା ସିଧା ଟଳି ପଡ଼ିଥିଲେ ଯାହାକୁ ଦେଖି ସମସ୍ତେ କହୁଛନ୍ତି ଏମିତି ବି ମୃତ୍ୟୁ ଆସେ। ତେବେ ଆସନ୍ତୁ ଦେଖିବା ସମ୍ପୂର୍ଣ୍ଣ ଭିଡ଼ିଓ, ଏହିଠାରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି ।

ଯାହାକୁ ଦେଖିବା ପରେ ସମସ୍ତେ ମୁଣ୍ଡ ରେ ହାତ ଦେଇଛନ୍ତି। ଏବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ହେବା ପରେ ସମସ୍ତେ ଦେଖିବା ପରେ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ଯାହା ଏଠାରେ ମଧ୍ୟ ଦେଖିବାକୁ ମିଳିଛି। ଆଉ ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ ଜଣେ ଜଣେ ଫିଲ୍ମ ଜଗତର ଅଭିନେତା ଓ ଅଭିନେତ୍ରୀ କିମ୍ବା ଗାୟକ,ଗାୟିକା, ନିର୍ଦ୍ଦେଶକ, ପ୍ରଯୋଜକ ଙ୍କର ଅକାଳ ମୃତ୍ୟୁ ହୋଇ ଥିବାର ଭିଡ଼ିଓ ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ କେହି ସହଜ ରେ ବିଶ୍ୱାସ କରି ପାରନ୍ତି ନାହିଁ। ସେହିପରି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି।

ଏବେ ଗୋଟିଏ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠି ଜଣେ ଗାୟକ ଙ୍କର ଏମିତି ପରିସ୍ଥିତି ଆସିଛି ଯାହା ବୋଧ ହୁଏ କେହି କେବେ ଦେଖି ନଥିବେ। ଏଠାରେ ଜଣେ ମାଲାଲୟମ ଭାଷାର ସିଙ୍ଗର ନଜରକୁ ଆସିଛନ୍ତି ଏବଂ ତାଙ୍କର ହଠାତ ଯେପରି କିଛି ଘଟିଗଲା ତାହା ସେଠାରେ ଉପସ୍ଥିତ ଥିବା ଲୋକ ମାନେ ମଧ୍ୟ ଚମକି ପଡିଲେ। ତାଙ୍କର ଏମିତି ପରିସ୍ଥିତି ହଠାତ ଉପୁଜିଲା ଯାହାକୁ ଦେଖି ସ୍ଥାନୀୟ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେହିପରି ଆଗରୁ ଅନେକ ଘଟଣା ସୋସିଆଲ ମିଡ଼ିଆରେ ନଜରକୁ ଆସିଛି କିନ୍ତୁ ତାହା ଏହିପରି ହୋଇନି। ଆଉ ଏଠାରେ ଯାହା ଘଟିଗଲା ତାହା ଅତି ହୃଦୟ ବିଦାରକ ଦୃଶ୍ୟ। ଏହି ଘଟଣା ଟିରେ ଜଣେ ଗାୟକ ଗୀତ ଗାଇବା ସମୟରେ ଏମିତି କିଛି ତାଙ୍କ ସହିତ ଘଟିଗଲା ତାହା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ତାହା ଏବେ ଦେଶ ସାରା ଶୋକର ଛାୟା ଖେଳି ଯାଇଛି।

ଏହି ଭିଡ଼ିଓ ରେ ଜଣେ କେରଳ ର ସିଙ୍ଗର ଗୀତ ଗାଉଥିଲେ ଏକ ଷ୍ଟେଜ ରେ ସେହି ସମୟରେ ହଠାତ ଟଳି ପଡ଼ିଥିଲେ ଯାହାର ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇ ଯାଇଥିଲା ଯାହା ଏଠାରେ ସୂଚନାଯୋଗ୍ୟ। ଆଉ ଏହି ସିଙ୍ଗର ଜଣଙ୍କର ନାଁ ହେଲା ଏଡ଼ଭା ବସିର ଏବଂ ସେ ଜଣେ ଲୋକ ପ୍ରିୟ ଗାୟକ ଥିଲେ ଯାହାର କଣ୍ଠ ରେ ଲୋକଙ୍କ ହୃଦୟ ଜିତି ପାରିଥିଲେ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ସମସ୍ତେ। ଆଉ ସେ ଗୀତ ଗାଇବା ସମୟରେ ତାଙ୍କର ମୃତ୍ୟୁ ଆସି ପହଁଚି ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment