ଶେଷରେ ନିଷ୍ଠୁର ପାଲଟିଲା ମା”…ପୁଅ ଆଖିରେ ଲଙ୍କାଗୁଣ୍ଡ ବୋଳିଲା ମା” ! ଗଞ୍ଜଡ ପୁଅକୁ ଏମିତି ସାବାଡ କଲା ମା… ଦେଖନ୍ତୁ Video

ମାଆର ଶବ୍ଦ ଠାରୁ ଦୁନିଆରେ ଆଉ କିଛି ପବିତ୍ର ଶବ୍ଦ ନାହଁ। ମାଆ ପରି ଦୁନିଆରେ ଅନ୍ୟ କୌଣସି ପବିତ୍ର ନାହିଁ। ମାଆର ସ୍ଥାନ କେହି ନେଇ ପାରିବେ ନାହିଁ। ଜଣେ ମାଆ ନିଜର ପିଲା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଥାଏ। ଦୁନିଆରେ କେହି ବି ମାଆ ଭଳି ଭଲ ପାଇବା ନେଇ ଦେଇପାରିବେ ନାହିଁ। ତେବେ ଦରକାର ପଡ଼ିଲେ ମାଆ ମଧ୍ୟ ପିଲା ପାଇଁ ନିଷ୍ଠୁର ପାଲଟିଯାଇଥାଏ। ପିଲାଙ୍କ ମଙ୍ଗଳ ପାଇଁ କିଛି ବି କରିଦେଇଥାନ୍ତି। ଅନେକ କିଛି ଘଟଣା ଆପଣ ମାନେ ଦେଖିବା ପାଇଁ ପାଇଥିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଜଣେ ମାଆ ଏଭଳି କିଛି କାମ କରିଛନ୍ତି। ଯାହାକୁ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଘଟଣାଟି କିଛି ଏପରି ଥିଲା ଜଣେ ମାଆ ନିଜ ପିଲାକୁ ଲଙ୍କା ଗୁଣ୍ଡ ବଳିଦେଇଥିଲା। ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ଏହିଠାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି। ଏହାକୁ ଏବେ ଅନେକ ଦେଖିବା ପରେ କିଛି ମଧ୍ୟ ନିଜର ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଆଉ ଏହି ଘଟଣା ରେ ଜଣେ ମା ଏମିତି କିଛି ଶିକ୍ଷା ଦେଇଛନ୍ତି ଯାହା ସମାଜ ରେ ଏକ ନୂତନ ଜ୍ଞାନ ପ୍ରଦାନ କରିଛନ୍ତି। ଆଉ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚାଂଚଲ୍ୟ ସୃଷ୍ଟି ହୋଇଥିଲା।

ଏଠାରେ ଏହିପରି ଜଣେ ମାଆ ତାଙ୍କର ଛୁଆ କୁ ଯାହା ଦଣ୍ଡ ଦେଲେ ତାହା ଆଉ କେହି ମଧ୍ୟ ମାଆ ଦେଇ ନଥିବେ। ଗୋଟିଏ ଛୁଆ ର କିଛି ଭୁଲ କାମ ଅର୍ଥାତ ଖରାପ କାମ ପାଇଁ ଏମିତି ଯମ ଦଣ୍ଡ ଭୋଗିବାକୁ ପଡିଲା ଯେପରି ସମାଜ ରେ ଜଣେ ଭୁଲ କଲେ ଦୋଷୀକୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ ରହିଥାଏ ଠିକ ସେହିପରି ଏଠାରେ ଘଟିଛି। ଆଉ ଏଠାରେ ସେହି ଘଟଣା ଟି ତେଲେଙ୍ଗାନା ରାଜ୍ୟରେ ଦେଖା ଦେଇଛି ଯେଉଁଠି ଜଣେ ମାଆ ତାର ଛୁଆ ଏମିତି କଥା ନ ମାନିବାରୁ ଗୋଡ଼ ହାତ ବାନ୍ଧି ଦଣ୍ଡ ଦେଇଛନ୍ତି।

ଏହିଠାରେ କହିବାକୁ ଗଲେ ଛୁଆ ଟି ସବୁ ଦିନ ଗଞ୍ଜେଇ ଟାଣେ ହେଲେ ମାଆ ତାକୁ ଆଗରୁ ବହୁତ ଥର ବିରୋଧ କରିଥିଲେ ହେଲେ ଶୁଣି ନଥିଲା । ଆଉ ଏବେ ଅବମାନନା କରିବାରୁ ବାନ୍ଧି କରି ଆଖିରେ ଲଙ୍କା ଗୁଣ୍ଡ ଲଗେଇଲେ ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା। ଏଭଳି ଭିଡ଼ିଓ ଭାଇରାଲ ହେବା ପରେ ଅନେକ ଲୋକ ପ୍ରଶଂସା କରିଛନ୍ତି। ଏହା ଅନ୍ୟ ପିଲା ମାନେ ଯେଉଁ ମାନେ କୌଣସି ଖରାପ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ଏକ ପ୍ରକାର ଉଦାହରଣ କହିଲେ କିଛି ଭୁଲ ହେବ ନାହିଁ। ତେଣୁ ନିଜକୁ ସବୁ ବେଳେ ଖରାପ କାର୍ଯ୍ୟ ଠାରୁ ଦୂରେଇ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment