Odisha News Portal

ଶ୍ରୀମନ୍ଦିର ଗୁମୁଟରୁ ଡେଇଁ ଜୀବନ ହାରିଥିବା କିନ୍ନର ବଳରାମଙ୍କ ପ୍ରଥମ ଥର ଦେଖନ୍ତୁ ଏମିତି ହୋଇଥିଲା ଶେଷ କୃତ୍ୟ ସମ୍ପର୍ଣ୍ଣ… ଦେଖନ୍ତୁ Video

ସମୟ ଏବେ ଏମିତି ହୋଇ ଯାଇଛି ଯାହା ଘଟଣା ସମ୍ପର୍କ ରେ ସବୁ ତଥ୍ୟ ଲୋକ ମାନଙ୍କ ପାଖରେ ପହଞ୍ଚି ପାରୁଛି ଯାହା ଏଠାରେ ସୂଚନା ଯୋଗ୍ୟ। ଏହିଠାରେ ଜଣେ କିନ୍ନର ଙ୍କର ମୃତ୍ୟୁ ହୋଇଥିଲା କିଛି ଦିନ ତଳେ ଯାହାର ଶବ ସତ୍କାର ସମୟରେ କିଛି ଗୁପ୍ତ ତଥ୍ୟ ବହାରକୁ ଆସିଛି ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଏହିଠାରେ ଏକ ଘଟଣା ସମ୍ପର୍କରେ ଜାଣିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।ଆଉ କିଛି ଗୁପ୍ତ ତଥ୍ୟ ସମ୍ପର୍କରେ ଏବେ ସଵୁ ଏଠାରେ ଶୁଣିବାକୁ ମିଳିଛି।

ନିକଟରେ ଘଟି ଯାଇଥିଲା ଏକ ଦୁଃଖଦ ଘଟଣା ଯାହା ଆପଣ ମାନେ ଦେଖିବାକୁ ପାଇଥିବେ। ସେହିଠାରେ ଜଣେ କିନ୍ନର ଙ୍କର ମୃତ୍ୟୁ ହୋଇଥିଲା ଯାହା ପାଇଁ ଗ୍ରାମ ବାସୀ ମଧ୍ୟ ଶୋକ ପ୍ରକାଶ କରିଥିବାର ଭିଡ଼ିଓ ଭାଇରଲ ଜୋର ରେ ହୋଇଥିଲା। ସେହି କିନ୍ନର ଜଣଙ୍କର ର ଏକ ରହସ୍ୟ ଜନକ ଭାବରେ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କର କିଛି କାରଣ ସମ୍ପର୍କରେ ସଠିକ ଭାବରେ ଜଣା ପଡ଼ିନାହିଁ ଯାହା ଏଠାରେ ଜାଣିବାକୁ ମିଳିଛି। ସେହି କିନ୍ନର ଜଣଙ୍କ ମୃତ୍ୟୁ ପରେ ତାଙ୍କର ବିଭିନ୍ନ କ୍ରିୟା ସବୁ ରହିଛି ଯାହା ଏଠାରେ ସୂଚନା ଯୋଗ୍ୟ।

ଏହି ଭିଡ଼ିଓ ଟିରେ ଜାଣିବାକୁ ମିଳିଛି କିନ୍ନର ଙ୍କର ମୃତ୍ୟୁ ପରେ ତାଙ୍କର କେଉଁ ଭଳି ଭାବେ କ୍ରିୟା ସବୁ କରା ଯାଉଛି ତାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି ଯାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି। ସାଧାରଣ ରେ କହିବାକୁ ଗଲେ ଜଣେ ମରିଯିବା ପରେ ତାଙ୍କର ସାଧାରଣ ଭାବରେ ସବୁ କାର୍ଯ୍ୟ କରା ଯାଇଥାଏ ଏବଂ ତାଙ୍କର ଶବ ସତ୍କାର ମଧ୍ୟ ସେହିପରି ଭାବରେ ହୋଇଥାଏ। ହେଲେ ଏଠାରେ କିନ୍ନର ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ତାଙ୍କର କିପରି ସବୁ ଶବ ସତ୍କାର କରା ଯିବା ତାହା ଆପଣ ମାନେ ବୋଧ ହୁଏ ଜାଣି ନଥିବେ ଯାହା ଏଠାରେ ଜାଣିବାକୁ ମିଳିଛି। ଏବେ ଏହି ଠାରେ ତାଙ୍କର ଦବୁ ଗୁପ୍ତ ତଥ୍ୟ ସମ୍ପର୍କ ରେ ସବୁ ଆଡେ ଘୁରି ବୁଲୁଛି।

ଏହିଠାରେ ଜାଣିବାକୁ ମିଳିଛି ତାଙ୍କର ମୃତ୍ୟୁ ପରେ କଣ ସବୁ କରା ଯାଇଛି। ଏଠାରେ ତାଙ୍କର ଶବ ପାଖରେ ପ୍ରଥମେ ଦେହ ରେ ତାଙ୍କର ହଳଦୀ ଲଗେଇ ଦେଇଛନ୍ତି ଏବଂ ସୂତା ଶାଢ଼ୀ ମଧ୍ୟ ପିନ୍ଧାଇ ଦେବା ସହିତ ଅନ୍ୟ କିନ୍ନର ମାନେ ନିଜ କୁ ମାରିଛନ୍ତି, ଚପଲ ର ମଧ୍ୟ ପିଟିଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ କିନ୍ନର ମାନେ ସେହି ମୃତ କିନ୍ନର କୁ ସାଧବ ବେଶ ପରି ସଜେଇ କରିବା ସହିତ ତାର ଶବ କୁ ସମ୍ପୂର୍ଣ୍ଣ ଘୋଡାଇ ରଖିଥିଲେ।ଏମିତି ସବୁ କିଛି କ୍ରିୟା କରିବା ସହିତ ତାଙ୍କର ଶବ ସତ୍କାର କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।