Odisha News Portal

ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ? ଏହି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0 54

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ , ଅର୍ଥାତ ଆପଣଙ୍କୁ ଜଣେଇବୁ ଯାହାକୁ ଆପଣ ଜାଣିଲେ ଆପଣଙ୍କ ଜୀବନରେ ଆଗକୁ ଯାଇ ତାହାର ଉପଯୋଗ କରି ପାରିବେ । ମଣିଷ ପାଖରେ ଯେତେ ବି ଜ୍ଞାନ ଥାଉ ନାଁ କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତି କରାଇ ଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ଆପଣ ଜାଣିବା ନାହାତି ଆବଶ୍ୟକ । କାହିଁକି ନାଁ ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜ ପାଖରେ ତ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କ ପାଖରେ ସାଧାରଣ କିଛି ଜ୍ଞାନ ନଥାଏ ।

ଜ୍ଞାନର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ ।

ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ଆମ ସମାଜରେ ଦେଶରେ ପ୍ରତିଟି ଜିନିଷ ଉପରେ ଲୋକଙ୍କର ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ,କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମରେ ଆସିବ । ଆଉ ଆମକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ ।

ଆମେ ଯେତେ ବି ଜ୍ଞାନ ଅର୍ଜନ କରିଲେ ମଧ୍ୟ ବେଳେ ବେଳେ ଏମିତି କିଛି ସାକ୍ଷାତକାର ବା ଇଣ୍ଟରଭ୍ୟୁରେ ଅତି ସାଧାରଣ ପ୍ରଶ୍ନ ର ମଧ୍ୟ ଉତ୍ତର ଦେଇ ପାରିନଥାଏ । ଆଉ ଯେଉଂ କାରଣରୁ ବା କିଛି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ପାରିନଥିବାକୁ ଆମର ବହୁତ ବଡ କ୍ଷତି ବି୍ ହୋଇଥାଏ ଏବଂ ଆସୁଥିବା ଚାକିରି ବି ଆମ ହାତରୁ ଚାଲିଯାଇ ଥାଏ । ତେବେ ଆଜି ଆମେ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ଜାଣିବା ।

1. ଆମ୍ବ୍ୟୁଲେନ୍ସକୁ ଓଡିଆରେ କଣ କୁହାଯାଏ ?
ଉତ୍ତର- ଆପାତ କାଳ ବାହାନ ।

2. ଜେରକ୍ସକୁ ହିନ୍ଦରେ କଣ କୁହାଯାଏ ?
ଉତ୍ତର – ପ୍ରତିଲିପି ।

3. ବାର ମାସରେ କେତୋଟି ପର୍ବ ପଡେ ?
ଉତ୍ତର – 13

4 . ବିନ୍ଦୁସାରଙ୍କ ପିତାଙ୍କ ନାମ କଣ ?
ଉତ୍ତର – ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ।

5. ମୌର୍ଯ୍ୟ ବଂଶର ଶେଷ ସମ୍ରାଟ କିଏ ଥିଲେ ?
ଉତ୍ତର – ବ୍ରୁହଦ୍ରଥ ।

6. ଓଟ କେଉଁ ଦେଶର ରାଷ୍ଟ୍ରିୟ ପଶୁ ?
ଉତ୍ତର – ସାଉଦିଆରବ ।

7. ମୋଗଲ ଶାସନ ସମୟରେ ରାଜଭାଷା କଣ ଥିଲା ?
ଉତ୍ତର – ପାର୍ସି ।

8. ଖଟା ମହୁ କେଉଁ ଦେଶରେ ମିଳିଥାଏ ?
ଉତ୍ତର – ବ୍ରାଜିଲ୍ ।

9. କେଉଂ ଦେବତାଙ୍କୁ କୁମାର କୁହାଯାଏ ?
ଉତ୍ତର – ଶିବପୁତ୍ର କାର୍ତ୍ତିକେୟ ।

10.ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର – ଦ୍ବାପର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।