Odisha News Portal

ହେ ଭଗବାନ ଆଶ୍ଚର୍ଯ୍ୟକର କଥା ! ଶ୍ରୀମନ୍ଦିର ସାମ୍ନାରେ ଉଦ୍ଧାର ହୋଇଛି କୁନି ଗରୁଡ ପକ୍ଷୀ , ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ….

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଆଶ୍ଚର୍ଯ୍ୟକର କଥା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଆପଣ ମାନେ ତ ଭଗବାନଙ୍କୁ ନିଶ୍ଚିତ ରୂପରେ ମାନୁଥିବେ , ସେ ଯେତେ ବଡ ଜ୍ଞାନୀ , ଧନଶାଳୀ ବ୍ୟକ୍ତି ହେଲେ ମଧ୍ୟ ଭଗବାନଙ୍କୁ ନିଶ୍ଚିତ ରୂପରେ ପୂଜା କରୁଥିବେ । ଭଗବାନଙ୍କର ଅସ୍ତିତ୍ୱ ଏବେ ମଧ୍ୟ କିଚି ରହିଅଛି , ତେବେ ଏପରି ଏକ ସେହି ପ୍ରକାର କଥା ଆମ ମାନଙ୍କ ସାମ୍ନାକୁ ଆସିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କାରଣ ସେପରି କୌଣସି ଦିନ ଆମକୁ ତାହା ଦେଖାଦିଏ ନାହିଁ କି ତାର ବିଲୁପ୍ତ ହୋଇଗଲାଣି ମାତ୍ର ଏବେ ସେପରି ଏକ ଜୀବକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।ଏବେକା ସମୟରେ ଅନେକ ପକ୍ଷୀ ବିଲୁପ୍ତ ହେବାରେ ଲାଗିଛନ୍ତି ଅନେକ ପକ୍ଷୀଙ୍କର ଚିହ୍ନ ମଧ୍ୟ ଅଏବେ ଆଉ ଏ ଜଗତରେ ନାହିଁ ।

ମାତ୍ର ଯଦି ସେହି ସମୟରେ କୌଣି ଏକ ବିଲୁପ୍ତ ପକ୍ଷୀ ଏବଂ ତାହା କୌଣସି ଭଗବାନଙ୍କର ସହିତ ଜଡିତ ହୋଇଥାଏ ଏବଂ ଏବେ ଆମ ମାନଙ୍କ ସାମ୍ନାକୁ ଆସିଥାଏ ତାହାକୁ ଦେଖିଲେ ଆମେ ମାନେ ସମସ୍ତେ ଆଶ୍ଚର୍ଯ୍ୟ ତ ନିଶ୍ଚିତ ରୂପରେ ହୋଇଥାଉ । ତେବେ ଆମେ ଆପଣଙ୍କୁ ସେହିପରି ଏକ କଥା ବିଷୟରେ କହିବୁ , ଯାହା ଶୁଣିଲେ ଆପଣ ମାନେ ଚିନ୍ତାରେ ପଡିଯିବେ କି ଏହା ଭଗବାନଙ୍କର କୌଣସି ଲାଳୀ ନା ଆଉ କଣ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । 


ଶ୍ରୀ କ୍ଷେତ୍ରରେ ଅନେକ ସମୟରେ କିଛି ବିଚିତ୍ର କଥା ଘଟିବାର ଲୋକକଥା ରହିଛି , କାହିଁକିନା ଏହି କ୍ଷେତ୍ର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର । ଏମିତି ଏକ ଘଟଣା ଏବେ ଲୋକଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରିଛି । ପୁରୀ ସଦର ଅଞ୍ଚଳରୁ ଉଦ୍ଦାର ହୋଇଛି କୁନି ଗରୁଡ ପକ୍ଷୀ । କୁହନ୍ତି ଏହା ପୁରାଣରେ ବର୍ଚ୍ଚିତ ପକ୍ଷା ପରି , ପୁରାଣରେ ଦେଖିଲେ ସେହିଭଳି କିଛି ବାବନା ସୃଷ୍ଟି ହେଉଛି । ପୁରୀ ସଦର ଥାନା ଝଇଥାନା ପଞ୍ଚାୟତ ଅନ୍ତର୍ଗତ କୋଇଟୁଳ ଗ୍ରାମରୁ ଏହି ଗରୁଡ ପକ୍ଷୀ ଉଦ୍ଦାର ହୋଇଛି । ଏହି ପ୍ରଜାତିର ପକ୍ଷୀ ଧୀରେ ଧୀରେ ବିଲୁପ୍ତ ହୋଇଯାଇଥିବା ବେଳେ ଏବେ ଏହାକୁ ଦେଖି ସମସ୍ତେ ଚକିତ ହୋଇଛନ୍ତି ।

ଛଇତନା ଗ୍ରାମର ଆଲୋକ ସ୍ୱାଇଁ ଏହି ପକ୍ଷୀଟିକୁ ପାଇବା ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଏହି ଗରୁଡ ପକ୍ଷୀର ବୟସ 3 ମାସ ହେବ ବୋଲି ଅନୁମାନ କରାଯାଉଛି । ଆଲୋକ ନିଜ ସାଙ୍ଗ ମାନଙ୍କ ସହ ନଦୀ ଆଡକୁ ବୁଲିବାକୁ ଯାଇଥିବା ବେଳେ ବ୍ରିଜ ନିକଟରେ ପକ୍ଷୀଟିର ଶବ୍ଦ ଶୁଣିବାକୁ ପାଇଥିଲେ । ଏହା ପରେ ସେ ତାଙ୍କୁ ଉଦ୍ଦାର କରି ପ୍ରଥମେ ଘରକୁ ଆଣିଥିଲେ । ମାତ୍ର ପରେ ଏହି ବିରଳ ପକ୍ଷୀକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।