SPଙ୍କ ସମ୍ୱଲପୁରୀ ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ କିଛି ଭିଡ଼ିଓ ଭାଇରଲ ହୋଇଥାଏ ଯେଉଁଠି କିଛି ଏମିତି କାର୍ଯ୍ୟ ଯାହା ଶିକ୍ଷା ଓ ପ୍ରେରଣା ଦେଇଥାଏ। ଆଉ ଏବେ ସେହିପରି ଜଣେ ଉଚ୍ଚପଦସ୍ଥ ଅଧିକାରୀ ମ୍ୟାଡ଼ମ କରିଛନ୍ତି ତାହା ସାଧାରଣ ରେ ପ୍ରଶଂସନୀୟ ତାହା କୁ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।।ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଏବେ ଜୋର ରେ ଚର୍ଚା କୁ ଆସିଛି ଯାହା କୁ ଯିଏ ବି ଦେଖୁଛି ସେ ବାଃ ବାଃ କହୁଛି ଯାହା ଏଠରେ ଭାଇରଲ ହେବାରେ ଲାଗିଛି।

ଆଉ ଏମିତି ଭିଡ଼ିଓ ଅନେକ ସମୟରେ ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଏମିତି ଦୃଶ୍ୟ ସୋସିଆଲ ମିଡ଼ିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ର ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହାକୁ ଦେଖିବା ପରେ ସମାଜ କୁ କିଛି ନା କିଛି ପ୍ରେରଣା ମିଳି ଥାଏ। ଆଉ ଏମିତି ଭିଡ଼ିଓ ଆଗରୁ ଅନେକ ଥର ଆସିଛି ଯାହା ର ଭାଇରଲ ମଧ୍ୟ ହୋଇଛି। ଆଉ ଏମିତି ଏବେ ସୋସିଆଲ ମିଡ଼ିଆରେ କିଛି ନଜରକୁ ଆସିଛି ଯାହା ଏବେ ଜୋର ରେ ଚର୍ଚା ଧରିଛି। ଏହି ଭିଡ଼ିଓ ଟିରେ ଏମିତି ଜଣେ ଉଚ୍ଚପଦସ୍ଥ ଅଧିକାରୀ ଯାହା କରିଛନ୍ତି ତାହା ସମସ୍ତଙ୍କୁ ପ୍ରେରଣା ଦେଇଛି ଆଉ ଏହି ଭିଡ଼ିଓ ଏବେ ଦେଖିବାପରେ ସମାଜ କୁ ଏକ ଶିକ୍ଷା ମିଳିଛି।

ଏହିପରି ଭିଡ଼ିଓ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଭାଇରଲ ହୋଇଥିଲେ ମଧ୍ୟ ଏଠାରେ ଜଣେ ଜିଲ୍ଲାର ଏତେ ବଡ଼ ପୋଲିସ ଅଫିସର ଙ୍କ ଦ୍ଵାରା ଏମିତି ମଣିଷ ପଣିଆ ଓ ମାନବିକତା ତାହା ସାଧାରଣ ରେ ପ୍ରଶଂସା କରା ଯାଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ଆଉ ଜଣେ ଜିଲ୍ଲା ର ଏସିପି ଯାହା କିଛି ଏଠାରେ କରି ଚର୍ଚ୍ଚା କୁ ଆସିଛନ୍ତି ତାହାଙ୍କୁ ପ୍ରଶଂସା ନ କରି ରହି ହେବନି। ସେ ଜଣେ ମହିଳା ଏସିପି ନବରଙ୍ଗପୁର ଜିଲ୍ଲାର ବୋଲି ଏଠାରେ ଜାଣିବାକୁ ମିଳିଛି।

ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଏବେ ଜୋର ରେ ଭାଇରଲ ହେବାରେ ଲାଗିଛି ଯେଉଁଠି ଜଣେ ଏସିପି ତୃଣମୁଳ ସ୍ଥଳ କୁ ଯାଇ ସାଧାରଣ ପିଲା ଓ ଆଦିବାସୀ ପିଲାଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ତାହା ଅତି ପ୍ରଶଂସନୀୟ। ଆଉ ସେହି ନିମ୍ନ ଧରଣ ର ଲୋକ ମାନଙ୍କ ପାଇଁ ଏବେ ଜିଲ୍ଲାର ଏସିପି ସେମାନଙ୍କ ସବୁ ସୁବିଧା ଓ ଅସୁବିଧା ବୁଝିବାକୁ ପ୍ରୟାସ କରିଛନ୍ତି ତାହା ଖୁସିଦାୟକ। ଆଉ ସେଠାରେ ସେହି ପିଲା ମାନଙ୍କ ସହିତ ସମ୍ବଲପୁରୀ ଗୀତ ରେ ଡ୍ୟାନ୍ସ କରୁଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ସେଠାକାର ସବୁ ପିଲାଙ୍କ ସହିତ ମିଶିବା ପାଇଁ ପ୍ରୟାସ ମଧ୍ୟ କରିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment