ଦକ୍ଷିଣ ଆଫ୍ରିକାକୁ ଚକମା ଦେଲା ପାକିସ୍ତାନ ,ବିଶ୍ୱକପ ସେମିଫାଇନାଲକୁ ନେଇ ଏବେ ଚିନ୍ତାରେ ଭାରତ… ଦେଖନ୍ତୁ Secret ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ଚାରିଆଡେ ବେସ ଭାଇରାଲ ହେବାକୁ ଲାଗିଛି ସେହି କ୍ରିକେଟ ବିଷୟରେ ଭାଇରାଲ ହେଉଥିବା ଭିଡିଓ ବିଷୟରେ ବିଭିନ୍ନ ସୂଚନା | ଆଉ ଯେଉଁଠି ଦେଖିବାକୁ ମିଳୁଛି କି କେଉଁ ଭଳି ଭାବରେ ସବୁ ଦଳ ଗୁଡିକ ତାଙ୍କର ଦମଦାର ପ୍ରଦର୍ଶନ ଦେଖାଇ ଆସୁଛନ୍ତି |ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଭାବିବେ କି କେଉଁ ଦଳ ତାଙ୍କର ବିଷୟ ହାସଲ କରିଲେ ଓ ସର୍ବ ପ୍ରଥମେ ରହିବେ ଖେଳ ର ଶୀର୍ଷ ରେ | ଆଉ ଯେଉଁଠି କୁହାଯାଉଛି କି ପାକିସ୍ତାନ ବର୍ତ୍ତମାନ ମ୍ୟାଚ ଜିତିଲା ପରେ ସେମି ଫାଇନାଲ କୁ ଯିବାକୁ ଲାଗିଛି | ଆଉ ଯାହା ଭାରତ ପାଇଁ ଗୋଟିଏ ଚିନ୍ତା ର କାରଣ ହୋଇଛି ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଠାରେ କୁହାଯାଉଛି କି ଗତ ମ୍ୟାଚ ରେ ଦକ୍ଷିଣ ଆଫ୍ରିକା ସହିତ ମ୍ୟାଚ ଚାଲିଥିଲା ପାକିସ୍ତାନ ର | ଆଉ T-20,ର ଏହି ସୁପର ଟ୍ୱଲଭ ମ୍ୟାଚ ରେ ସବୁ ଦଳ ତାଙ୍କର ଜୋର ସୋର ପ୍ରଦର୍ଶନ ଦେବାକୁ ଲାଗିଛନ୍ତି | ଆଉ ଯାହା ପାଇଁ ସମସ୍ତଙ୍କ ର ଆଗ୍ରହ ମଧ୍ୟ ରହିଛି କି କିଏ ଜିତିବ ଏହି ଖେଳ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସିଡ଼ନି ରେ ପାକିସ୍ତାନ ର ଖେଳ ଥିବା ବେଳେ 33 ରନ ରେ ବିଜୟୀ ହୋଇଥିଲା ପାକିସ୍ତାନ | ଆଉ ବର୍ଷା ହେବା କାରଣରୁ ଖେଳ କୁ ସ୍ଥଗିତ ମଧ୍ୟ ରଖା ଯାଇଥିଲା |

ଆଉ ଯାହା କୁହାଯାଉଛି କି ଟସ ଜିତିବା ପରେ ପାକିସ୍ତାନ କୁ ସୁଯୋଗ ମିଳିଥିଲା ପ୍ରଥମେ ବେଟିଂ କରିବା ପାଇଁ | ତେବେ ପାକିସ୍ତାନ 9 ଉଇକେଟ ରେ 185 ରନ କରିଥିବାର ଦେଖିବାକୁ ମିଳିଥିଲା |ଆଉ ବର୍ଷା ଯୋଗୁ ଖେଳ ରେ ବାଧା ହେବାରୁ ଆଉ ବର୍ଷା ମଧ୍ୟ ଛାଡ଼ି ନ ଥିଲା | ଆଉ ଯେଉଁଥିପାଇଁ ବର୍ଷା ପାଇଁ 14 ଅଭୋର କୁ କମେଇ ଦିଆଗଲା | ଆଉ 186 ରନ କୁ 142 ବୋଲି କରି ଦିଆଗଲା ବୋଲି କୁହାଯାଇଥିଲା | ଆଉ ପାକିସ୍ତାନ ବିରୋଧ ରେ ମ୍ୟାଚ ଖେଳିବା ପାଇଁ ମଧ୍ୟ ଦକ୍ଷିଣ ଆଫ୍ରିକା କୁ କୁହାଯାଇଥିଲା |

ଆଉ ଯାହା ଜଣା ପଡିଥିଲା କି 9 ଉଇକେଟ ରେ 108 ରନ କରିଥିଲେ ଦକ୍ଷିଣ ଆଫ୍ରିକା | ଆଉ ହାରିଯାଇଥିଲେ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ସେମି ଫାଇନାଲ ରେ ପଦାର୍ପଣ କରିଛନ୍ତି ପାକିସ୍ତାନ | ଆଉ ଯାହା ଭାରତ ପାଇଁ ମୁଣ୍ଡ ବ୍ୟଥା ର କାରଣ ହୋଇଛି | ତେବେ 3 ଟି ମ୍ୟାଚ ପରେ ଜଣା ପଡିବ କି ଫାଇନାଲ ପାଇଁ କିଏ ଖେଳିବ | ତେବେ ଯେଉଁଠି ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡ ସହିତ ଓ ପାକିସ୍ତାନ ବାଂଲାଦେଶ ସହିତ ଓ ଭାରତ ଜିମ୍ବାୱେ ସହିତ ଖେଳିବ | ଆଉ ସେଥିରେ ବିଜୟ ପରେ ଫାଇନାଲ କୁ ଯିବ ବୋଲି କୁହାଯାଇଛି | ଆଉ ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment