Odisha News Portal

ସୌଭାଗ୍ୟଶାଳୀ ଝିଅଙ୍କୁ ଚିହ୍ନିବେ କେମିତି ଜାଣନ୍ତୁ ? Aajira Anuchinta

ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କୁ ଦେବୀ ବୋଲି କୁହାଯାଏ।ନାରୀ ମାନଙ୍କୁ ଘରର ଲଷ୍ମୀ ବୋଲି ମଧ୍ୟ କୁହାଯାଏ। ମହିଳା ମାନଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର।ଆମକୁ ଏହି ସଂସାର କୁ ଆଣିଛନ୍ତି ଆମ ମାଆ, ଆମକୁ ସ୍ନେହ ଓ ମମତା ରେ ବାନ୍ଧି ରଖିବା ପାଇଁ ଜଣେ ଭଉଣୀ ର ଆବଶ୍ୟକ, ସାରା ଜୀବନ ଆମକୁ ପ୍ରେମ ଓ ଭଲ ପାଇବାରେ ବାନ୍ଧି ରଖିବା ସହ ସାରା ଜୀବନ ଆମ ଜୀବନସାଥୀ ହୋଇ ରହିବା ପାଇଁ ସ୍ତ୍ରୀ ର ଆବଶ୍ୟକ।ତେଣୁ ଜଣେ ପୁରୁଷ ର ଜୀବନ ନାରୀ ମାନଙ୍କ ବିନା ଅସମ୍ପୂର୍ଣ୍ଣ। କୁହାଯାଏ ଦୁହିତା ଦୁଇ କୂଳ କୁ ହିତା ଅର୍ଥାତ୍ ନାରୀ ଟିଏ ଉଭୟ ଶାଶୁଘର ଓ ବାପଘର ପାଇଁ ସମ୍ମାନ ହୋଇଥାଏ।

ତେବେ ସବୁ ନାରୀ ସମାନ ନାହାନ୍ତି କିଛି ଜଣ ଘରକୁ ଭାଙ୍ଗୁ ଥିବା ବେଳେ ଆଉ କିଛି ଜଣ ଘରକୁ ଯୋଡ଼ି ରଖିବା ପାଇଁ ଅନେକ ତ୍ୟାଗ କରି ଥାଆନ୍ତି। ତେଣୁ ଏହା ନିହାତି ଜାଣିବା ଆବଶ୍ୟକ ଅଟେ ଯେ କେଉଁ ପରି ନାରୀ କେମିତି ହୋଇଥାଏ ଯାହା ତାଙ୍କ ବ୍ୟବହାର ଓ ଚାଲି ଚଳନ ରୁ ଜଣା ପଡ଼ିଥାଏ ତେବେ ଆଜି ଆମେ ଏହି ଭିଡିଓ ମାଧ୍ୟମ ରେ ଜାଣିବା କେଉଁ ନାରୀ ଘର ପାଇଁ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ;

୧- ଯେଉଁ ନାରୀ ସମସ୍ତଙ୍କ ସହିତ ଧୀରେ ଧୀରେ କଥା ହୁଅନ୍ତି ଓ ତାଙ୍କ କଣ୍ଠ କୋମଳ ହୋଇଥାଏ ସେହିପରି ନାରୀ ଅତ୍ୟନ୍ତ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ।

୨- ଯେଉଁ ମହିଳା ମାନଙ୍କ ର ଅନ୍ୟ ମାନଙ୍କ ପ୍ରତି ମନରେ ଦୟା ଭାବ , କ୍ଷମା ଭାବ , ରହିଥାଏ ଓ ସେମାନେ ନିଜ କର୍ତ୍ତବ୍ୟ କୁ ଓ ଦାୟିତ୍ଵ କୁ ଭଲ ଭାବରେ ତୁଲାଇ ଥାଆନ୍ତି ସେମାନେ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇ ଥାଆନ୍ତି ।

୩- ଯେଉଁ ମହିଳା ମାନେ ଘରକୁ ଆସୁଥିବା ଅତିଥି ଙ୍କ ସମ୍ମାନ କରି ଥାଆନ୍ତି ସେମାନଙ୍କୁ ନିଜର ପରି ବ୍ୟବହାର ଦେଖାଇ ଥାଆନ୍ତି ସେମାନେ ଉଭୟ ବାପଘର ଓ ଶାଶୁଘର ପାଇଁ ଖୁବ୍ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ।

୪- ଯେଉଁ ମହିଳା ମାନେ ଧର୍ମ ପରାୟଣ ହୋଇ ଥାଆନ୍ତି ଦେବୀ , ଦେବତା ମାନଙ୍କ ଉପରେ ବିଶ୍ୱାସ ରଖି ଥାଆନ୍ତି ସେମାନେ ଖୁବ୍ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ।

୫- ଯେଉଁ ଝିଅ ମାନଂକ ର ଗାଲ ଗୋଲ ହୋଇଥାଏ , ସୁନ୍ଦର୍ ହୋଇଥାଏ ସେମାନେ ଖୁବ୍ ଭାଗ୍ୟ ଶାଳୀ ହୋଇ ଥାଆନ୍ତି।

୬- ଶାସ୍ତ୍ର ଅନୁସାରେ ଯେଉଁ ନାରୀ ମାନଙ୍କ ର ବେକ ସୁନ୍ଦର୍ ହୋଇଥାଏ ସେମାନେ ଉଚିତ୍ ସଂସ୍କାର ଯୁକ୍ତ ହୋଇ ଥାଆନ୍ତି।

୭- ଯେଉଁ ମହିଳା ମାନଂକ ର ଓଠ ପଦ୍ମ ପାଖୁଡ଼ା ପରି ମାଂସାଳ ହୋଇଥାଏ ସେମାନେ ଖୁବ୍ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ।

୮- କେତେ ଜଣ ମହିଳା ମାନଙ୍କ ବେକରେ ଗାର ପଡ଼ିଥାଏ ସେହି ମହିଳା ମାନେ ଖୁବ୍ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ଓ ସେମାନେ ଐଶାର୍ଯ୍ୟ ଭୋଗ କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।