Odisha News Portal

ଦେଖନ୍ତୁ ଭିଡ଼ିଓ – ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଏହି ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…..

କଣ କହିବ ଆଜିର ଲୋକଙ୍କୁ। ନିଜର ହିତାହିତ ଜ୍ଞାନ ଭୁଲି ଆଜିର ମଣିଷ ବେଳେବେଳେ ଏମିତି କିଛି କାମ କରୁଛି ଯାହା ସଭ୍ୟ ଶିକ୍ଷିତ ସମାଜରେ ଏକ ଅସାମାଜିକ ବାର୍ତ୍ତା ପ୍ରଦାନ କରୁଚି। ଯାହାକୁ ଭାଷାରେ ବୟାନ କରିବା ସମ୍ଭବପର ନୁହଁ। କିଛି ଏମିତି କାର୍ଯ୍ୟ ରହିଛି ଯାହାକୁ ସହଜରେ ବିଶ୍ୱାସ କରିବା କିମ୍ବା ମାନିନେବା ଏଥିପାଇଁ ସମ୍ଭବ ନୁହଁ କାରଣ ଏହା ସେହିଭଳି ବିଷୟବସ୍ତୁ ଉପରେ ଆଧାରିତ ହୋଇଥାଏ। ଏଭଳି ଏନେକ କିଛି କାର୍ଯ୍ୟ କଲାପ ବିଷୟରେ ଆମେ ଆପଣଙ୍କୁ ପ୍ରାୟତଃ ଅବଗତ କରାଇ ଆସୁଛୁ। ଆଉ ଆପଣ ମଧ୍ୟ ଏସବୁ ଘଟଣା କୁ ଦେଖି ନିଜକୁ ସୁଧାରିବା ପାଇଁ ଚେଷ୍ଟା କରୁଥିବେ।

ଆଉ ଯଦି ଆପଣ ଏହାକୁ ଖାତିର ନକରି ତାକୁ ହେୟଜ୍ଞାନ କରିବେ ତେବେ ତାହା ବିଡମ୍ବନା ର ବିଷୟ। ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ଯିବା ପରେ ସେ କଣ କରେ ନିଜେ ଜାଣି ପାରି ନଥାଏ। ଯେଉଁଭଳି ଭାବରେ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଉ ଥିବେ ଯେଉଁଭଳି ପରିସ୍ଥିତି ଏଠାରେ ଘଟିଛି ତାହା କିପରି ଭାବରେ ଗୁରୁତର ରୂପ ନେବାରେ ଲାଗୁଛି। ଯାହା ଭିଡିଓ ରୁ ଜଣା ପଡୁଛି ବିଦ୍ୟୁତ୍ ବିଲ୍ ଆଦାୟ କୁ ନେଇ ଏଠାରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ବାରମ୍ବାର ଇଲେକ୍ଟ୍ରିସିଆନ ଖୁଣ୍ଟକୁ ଚଢିବା ପାଇଁ ପକାଇଥିବା ସିଡିକୁ ଫିଙ୍ଗି ଦେଉଛନ୍ତି।

ସେ ପୁଣି ଏହାକୁ ପକାଉଛନ୍ତି କିନ୍ତୁ ବ୍ୟକ୍ତି ଜଣଙ୍କ ପୁଣି ଏହାକୁ କାଢି ଦେଇଛନ୍ତି। କାହାର କିଛି କଥାକୁ ସେ ଶୁଣିବାକୁ କିମ୍ବା ବୁଝିବାକୁ ନାରାଜ ଅଟନ୍ତି। ନିଜର ରାଗରେ ପଞ୍ଚମ ହୋଇ ଯାଇଛନ୍ତି ଯେ। ଯିଏ ଯାହା ବୁଝାଇଲେ କଣ ହେବ ସେ କାହାର କଥା ବି ଶୁଣିବାକୁ ନାରାଜ ଅଟନ୍ତି। ଶେଷରେ ଜଣେ ବୃଦ୍ଧ ମଧ୍ୟ ତାଙ୍କୁ ଏଭଳି କାର୍ଯ୍ୟ କରିବାକୁ ମନା କରିଛନ୍ତି ଏବଂ ବୁଝାଉ ଅଛନ୍ତି।

ଏହାପରେ ବି ତାଙ୍କର ରାଗ ଶାନ୍ତ ହୋଇନାହିଁ ସେ ଟିକିଏ ଦୂରକୁ ଦୋୖଡି ଯାଇ ସେଠାରୁ ଏକ ବଡ଼ ଡାଳ ଆଣି ଫେରୁଛନ୍ତି ଏବଂ ଏହାକୁ ଆଣି କଚାଡି ଦେଉଛନ୍ତି।ତେବେ ବିଦ୍ୟୁତ୍ ବିଲ୍ ଆଦାୟ କୁ ନେଇ ଏଠାରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା କୁହା ଯାଉଛି।

ଏଭଳି ଏକ ଘଟଣା ସେଠାରେ ଉପସ୍ଥିତ ଥିବା କେହି ଜଣେ ବ୍ୟକ୍ତି ନିଜ କ୍ୟାମେରା ରେ ରେକର୍ଡ କରିଛନ୍ତି।ଯଦିଓ ସେଠାରେ ଏହି ଘଟଣାକୁ ଦେଖିବା ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି କିନ୍ତୁ କେହି ଏହାକୁ ସମାଧାନ କରି ପାରୁ ନାହାନ୍ତି ଏବଂ ଅନେକ ଜଣ ସେଠାରେ କେବଳ ଦେଖଣା ହାରୀ ପାଲଟିଛନ୍ତି। ସେମାନଙ୍କ ଭିତରୁ କେହି ଜଣେ ଏହି ସମସ୍ତ ଘଟଣାକୁ କ୍ୟାମେରା ରେ ରେକର୍ଡ କରିବା ପରେ ଏହା ପରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।