ସୋସିଆଲ ମିଡିଆରେ ଭଲ ଇନକମ ହେଉଛି ଓ ମତେ ଦେଖି ସମସ୍ତେ ଖୁସି ହେଉଛନ୍ତି… ଏ ନେଇ କଣ କହୁଛନ୍ତି ଟେଡି ବିଆର, ଦେଖନ୍ତୁ Video

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ଗୁଡିଓ ବିଷୟରେ ଆପଣ ମାନେ ଦେଖୁଥିବେ | ତେବେ ଗୋଟିଏ ଗୋଟିଏ ଏଭଳି ଭିଡିଓ ଅଛି ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗିଥାଏ | ତେବେ ସେହି ଭଳି ଏକ ଭିଡିଓ ଟିଏ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଙ୍କୁ ଖୁସି କରିବା ପାଇଁ ବାହାରି ପଡିଛନ୍ତି ଯୁବକ ଜଣକ, ଆଉ କରିଛନ୍ତି କାର୍ଟୁନ ର ରୂପ ନେଇକି ବିଭିନ୍ନ କାମ | ଆଉ ଯାହା ମାଧ୍ୟମରେ ସମସ୍ତଙ୍କ ମୁହଁରେ ହସ ଖେଳାଇ ପାରିଛନ୍ତି ବୋଲି ଜଣା ପଡିଛି | ଆଉ ଭିଡ଼ିଓ ସୁଟ କରି ଇଉ ଟ୍ୟୁବ ରେ ଛାଡ଼ୁଛନ୍ତି |ତାହେଲେ ଆସନ୍ତୁ ଦର୍ସକ ବାନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆଲୋକ | ଆଇ ଯିଏ କି କାର୍ଟୁନ ର ରୂପ ଧରିଛନ୍ତି ତାହା ପୁଣି ଇନକମ ପାଇବା ପାଇଁ | ଆଉ ତାଙ୍କର କହିବା କଥା କି ଆଜିକାଲି ପାଠ ପଢି ଅନେକ ପିଲା ବେକାର ହେଇକି ବୁଲିବା ପାଇଁ ଲାଗୁଛନ୍ତି ଆଉ ଇନକମ ନ ଥିବା ଯୋଗୁ ସେମାନଙ୍କ ଲାଇଫ ମଧ୍ୟ ବର୍ବାଦ ହେବାକୁ ଲାଗିଛି | ତେବେ ସେହି ସବୁ ଅସୁବିଧା ରୁ ମୁକ୍ତି ପାଇବା ପାଇଁ ଆଜି ଏକ ନିଆରା ପ୍ରୟାସ କରିଛନ୍ତି ଆଲୋକ | ତେବେ କାର୍ଟୁନ ଭଳି ସାଜି ଲୋକ ମାନଙ୍କ ର ମନରେ ହସ ଫୁଟାଇବା ହେଉଛି ତାଙ୍କର ପ୍ରଥମ ଉଦେଶ୍ୟ |

ତେବେ ଆଲୋକ ଙ୍କର କହିବା କଥା କି ସେ ଦେଖିଥିଲେ କି ସୋସିଆଲ ମିଡିଆ ଜରିଆରେ ଆଜି କାଲି ଅଧିକ ଟଙ୍କା ରୋଜଗାର କରିବା ପାଇଁ ସକ୍ଷମ ହେଇଛନ୍ତି ଲୋକ ମାନେ | ଆଉ ସେଥିପାଇଁ ସେ ଏହିଭଳି କାର୍ଟୁନ ରୂପ ଧରିକି ଯାଉଛନ୍ତି କଲେଜ କୁ ଆଉ ପିଲା ମାନେ ପାଠ ପଢି ସାରିବା ପରେ ଯେତେବେଳେ ବୋରିଂ ହେଇଯାଉଛନ୍ତି ସେତେବେଳେ ସେମାନଙ୍କୁ ଏହିଭଳି ଭାବରେ ରିଲାକ୍ସ ଦେବାକୁ ଲାଗିଛନ୍ତି ଆଲୋକ | ତେବେ ସେ କହିଛନ୍ତି କି କେତେକ ଝିଅ ଅଛନ୍ତି କାର୍ଟୁନ ଟି କିଛି କରିଦେବ ବୋଲି ଭାବିକି ଡରି ଯାଇଥାନ୍ତି |

ତେବେ ଯାହା କହିଛନ୍ତି କି ପୁଅ ଙ୍କ ଅପେକ୍ଷା ତାଙ୍କର ଏହି ରୂପ କୁ ଝିଅ ମାନେ ପସନ୍ଦ କରିଥାନ୍ତି ଆଉ ଡରି ମଧ୍ୟ ଥାଆନ୍ତି | ତାହା ବ୍ୟତୀତ ଦେଖିବାକୁ ମିଳେ କି ପିଲାମାନେ ମଧ୍ୟ ତାଙ୍କର ଏହି ରୂପ ର ମଜା ନେଇଥାନ୍ତି ବୋଲି | ଆଉ ପିଲାଙ୍କ ଠି ଆରମ୍ଭ କରିକି ସମସ୍ତଙ୍କର ମନ କିଣି ନେଉଥିବାରୁ ସେ ବହୁତ ଖୁସି ମଧ୍ୟ ହୁଅନ୍ତି ବୋଲି କୁହାଯାଉଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment