Odisha News Portal

ଦେଖନ୍ତୁ Viral Video – ସୋସିଆଲ ମିଡ଼ିଆରେ ଅସୀମା ପଣ୍ଡା ଙ୍କ ଘର ଭିତରେ ଚାଲିଥିବା ଏହି ବ୍ୟକ୍ତିଗତ ଭିଡ଼ିଓ ସେୟାର ହେବାକୁ ଲାଗିଛି

ଆପଣ ମାନେ ଓଡ଼ିଶା ର ପ୍ରସିଦ୍ଧ ଓଡ଼ିଆ ଗାୟିକା ଅସୀମା ପଣ୍ଡା କୁ ନିଶ୍ଚିତ ଭାବେ ଜାଣିଥିବେ । ନିଜର ସଙ୍ଗୀତ ପାଇଁ ସେ ଆଜି ଓଡିଶା ର ଘରେ ଘରେ ପରିଚିତ ଅଟନ୍ତି । ଫିଲ୍ମ୍ ଗୀତ ଠାରୁ ଆରମ୍ଭ କରି ଆଲବମ୍ ଭଜନ ଜାଏ ସବୁ ପ୍ରକାର ଗୀତ ସେ ଗାଈ ଅଛନ୍ତୀ । ଓଡ଼ିଆ ର ପ୍ରାୟ ୩୦୦ ରୁ ଅଧିକ ଗୀତ ରେ ସେ ନିଜର କଣ୍ଠ ପ୍ରଦାନ କରିଛନ୍ତି । ଏହା ସହିତ ଅସୀମା ପଣ୍ଡା ଙ୍କ ର ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ୍ ଅଧିକ ଫ୍ୟାନ ମାନେ ରହିଛନ୍ତି ।ତାଙ୍କ କଣ୍ଠ ଯେତିକି ସୁନ୍ଦର୍ ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର୍ ।

ତାଙ୍କର ସବୁ ଗୀତ ହିଟ୍ ହୋଇ ଥାଏ ଓ ସେ ଜଣେ ପ୍ରସିଦ୍ଧ ଗାୟିକା ବୋଲି ଆଜି ଘରେ ଘରେ ପରିଚିତ ଅଟନ୍ତି। ଅସୀମା ପଣ୍ଡା ଙ୍କୁ ଭଗବାନ ଙ୍କ ଏକ ସୁନ୍ଦର ସୃଷ୍ଟି ବୋଲି ମଧ୍ୟ କୁହାଯାଏ । ସେ ଦେଖିବାକୁ ଯେତିକି ସୁନ୍ଦର୍ ତାଙ୍କ କଣ୍ଠ ମଧ୍ୟ ସେତିକି ସୁନ୍ଦର । ନିଜର ଗୀତ ଜରିଆ ରେ ସେ ନିଜର ଫ୍ୟାନ ମାନଙ୍କୁ ବାନ୍ଧି ରଖିଛନ୍ତି । ଭଜନ ଠାରୁ ଆରମ୍ଭ କରି ଆଲବମ୍ ଗୀତ ଯାଏ ସେ ସବୁଠି ନିଜର ଚମତ୍କାର କଣ୍ଠ ପ୍ରଦାନ କରି ଫ୍ୟାନ ମାନଙ୍କୁ ବାନ୍ଧି ରଖିଛନ୍ତି । ତେବେ ନିକଟ ରେ ଅସୀମା ପଣ୍ଡା ଙ୍କ ର ଏକ ଭିଡ଼ିଓ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ତେବେ କଣ ରହିଛି ସେହି ଭିଡ଼ିଓ ରେ ଆସନ୍ତୁ ଜାଣିବା ;

ଅସୀମା ପଣ୍ଡା ଏହି ଭିଡ଼ିଓ ଟି ନିଜ ଭାଇ ଙ୍କ ସହିତ ସୁଟ କହିଛନ୍ତି । ସେ ଏହି ଭିଡ଼ିଓ ରେ ନିଜ ଭାଇ ଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି ।ଅସୀମା ପଣ୍ଡା ଙ୍କ ର ୩୦ ସେକେଣ୍ଡ ର ଏହି ଭିଡ଼ିଓ ରେ ଭାଇ ଭଉଣୀ ଙ୍କ ମଧୁର ସମ୍ପର୍କ ଦେଖିବାକୁ ମିଳିଛି । ଏହି ଭିଡ଼ିଓ ଟି ତାଙ୍କ ଫ୍ୟାନ ମାନଙ୍କୁ ଖୁବ୍ ପସନ୍ଦ ଆସିଛି ଆଉ ସମସ୍ତେ ଏହି ଭିଡ଼ିଓ କୁ ଖୁବ୍ ପସନ୍ଦ କରୁଥିବା ବେଳେ ଅଧିକ ରୁ ଅଧିକ ସେୟାର ମଧ୍ୟ କରୁଛନ୍ତି।

ଅସୀମା ପଣ୍ଡା ଏହି ଭିଡ଼ିଓ ର କ୍ୟପ୍ସନ ରେ ଲେଖିଛନ୍ତି ମୋ ଭାଇ ହେଉଛି ମୋର ସବୁଠୁ ବଡ଼ ଶତ୍ରୁ ଆଉ ମୁ ତାକୁ ଛାଡି ବଞ୍ଚି ପାରିବି ନାହିଁ । ଅସୀମା ପଣ୍ଡା ତାଙ୍କ ଭାଇ ଙ୍କୁ ଖୁବ୍ ପସନ୍ଦ କରନ୍ତି ଆଉ ତାଙ୍କ ଭାଇ ଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି। ତେବେ ଏହି ଭିଡ଼ିଓ ଟିକୁ ବର୍ତମାନ ସୁଦ୍ଧା ୧୩ ହଜାର ଲାଇକ ପାଇ ସାରିଲାଣି । ଅସୀମା ପଣ୍ଡା ଙ୍କ ଫ୍ୟାନ ମାନେ ଏହି ଭିଡ଼ିଓ କୁ ସେୟାର କରିବା ସହିତ କମେଣ୍ଟ ମାଧ୍ୟମ ରେ ନିଜ ମତ ମଧ୍ୟ ଦେଇ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।