Odisha News Portal

ସୋନୁ ସୋଦ ଦେବେ ୧ ଲକ୍ଷ ପିଲାଙ୍କୁ ଚାକିରୀ ! କ’ଣ Job ରହିବ କିପରି କରିବେ ଆବେଦନ ଶୀଘ୍ର ଦେଖନ୍ତୁ…

0 119

ସୋନୁ ସୁଦ୍ ବର୍ତ୍ତମାନ ୧ ଲକ୍ଷ ପ୍ରବାସୀ ମାନଙ୍କୁ ଚାକିରି ଦେବେ ଯେଉଁଥିପାଇଁ ସେ ଏକ ଆପ ମଧ୍ୟ ଲଞ୍ଚ କରିଛନ୍ତି ତେବେ କଣ ରହିଛି ସେହି ଆପ କେମିତି ଆପଣ ଏହି ଆପ ଡାଉନଲୋଡ୍ କରିବେ ଆସନ୍ତୁ ଜାଣିବା ;ତେବେ ଏହି ଆପ ଟିକୁ ଡାଉନଲୋଡ୍ କରିବା ପାଇଁ ଆପଣ ନିଜ ଟୁଇଟର ଆକାଉଣ୍ଟ୍ କୁ ଯାଇ ସୋନୁ ଶୁଦ୍ ଙ୍କ ନେମ ସର୍ଚ୍ଚ କରନ୍ତୁ। ଏହା ପରେ ଆପଣଙ୍କୁ ସେଠାରେ ତାଙ୍କ ନାମ ଦେଖିବାକୁ ମିଳିବ ଏହାକୁ ଆପଣ ସ୍କ୍ରାଲ କରନ୍ତୁ ।

ସ୍କ୍ରଲ୍ କଲା ପରେ ଆପଣ ସେଠାରେ ଏକ ଭିଡିଓ ଦେଖି ପାରିବେ ଯେଉଁଠି ସୋନୁ ସୁଡ଼ ଏକ ଭିଡିଓ ରେ କହିଛନ୍ତି ସେହି ଆପ ବିଷୟ ରେ। ଆଉ ଏହାପରେ ଆପଣ ଦେଖି ପାରିବେ ଯେ ସୋନୁ ସୁଦ୍ ନିଜେ ମଧ୍ୟ ଟୁଇଟର ରେ ସେହି ଆପ ର ଲିଙ୍କ୍ ଦେଇଛନ୍ତି।

ତେବେ ଏହି ଲିଙ୍କ୍ ରେ ଆପଣ କ୍ଲିକ୍ କରି ଆପଣ ଏହି ଆପ ଟିକୁ ଡାଉନଲୋଡ୍ କରି ପାରିବେ। ତେଣୁ ଆପଣ ଏହି ଲିଙ୍କ ରେ କ୍ଲିକ୍ କରନ୍ତୁ ଓ ଏହା ପରେ ଆପଣଙ୍କ ପ୍ଲେ ଷ୍ଟୋର ଅନ୍ ହୋଇଯିବ । ପ୍ଲେ ଷ୍ଟୋର ରେ ଏହି ଆପ ଆପଣଙ୍କୁ ୧ ଏମ୍ବି ରୁ କମ ରହିଛି । ଏହି ଆପ ର ନାମ ଗୁଡ ୱାର୍କର ଅଟେ । ତେବେ ଏହି ଆପ କୁ ଅଲରେଡି ଅନେକ ଲୋକ ଡାଉନଲୋଡ୍ କରି ସାରିଛନ୍ତି ଓ ରେଟିଙ୍ଗ ମଧ୍ୟ ଦେଇଛନ୍ତି। ତେବେ ଏହି ଆପ ଟିକୁ ଆପଣ ପ୍ଲେ ଷ୍ଟୋର ରୁ ଡାଉନଲୋଡ୍ କରିବା ପରେ ଓପନ କରନ୍ତୁ । ଓପନ କରିବା ପରେ ସେଠାରେ ଆପଣଙ୍କୁ ସୋନୁ ସୁଦ ଙ୍କ ଫଟୋ ଦେଖିବାକୁ ମିଳିବ ।

ଏହାପରେ ଆପଣ ସେଠାରେ ଏକ ok ଅପ୍ସନ୍ ରେ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ଆପଣଙ୍କୁ ସେଠାରେ ଭାଷା ଚୟନ କରିବା ଅପ୍ସନ୍ ଦେଖିବାକୁ ମିଳିବ ଓ ସେଠାରୁ ଆପଣ ଭାଷା ଚୟନ କରି ପାରିବେ । ଏହା ପରେ ଆପଣ ଙ୍କୁ ସେଠାରେ ନିଜ ମୋବାଇଲ ନମ୍ବର ଦେବାରେ ଅଛି ଯେଉଁଠି ଆପଣ ମୋବାଇଲ ନମ୍ବର ଦେଲା ପରେ ଆପଣଙ୍କ ମୋବାଇଲ କୁ ଓଟିପି ଆସିବ ଜବ ଅପ୍ସନ୍ ଦେଖିବାକୁ ମିଳିବ ସେଠାରୁ ଆପଣ ନିଜ ପାଇଁ ଜବ ମଧ୍ୟ ଖୋଜୁ ପାରିବେ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ସୋନୁ ସୁଦ ପ୍ରବାସୀ ମାନଙ୍କୁ ବହୁତ୍ ସାହାର୍ଯ୍ୟ କରିଥିଲା ।

ସେମାନଙ୍କୁ ନିଜ ରାଜ୍ୟ କୁ ଫେରାଇ ଆଣିଥିଲେ ଓ ଏହା ସହିତ ସମସ୍ତେ କିପରି ଖାଇବା ପାଇ ପାରିବେ ଏହାର ଧ୍ୟାନ ମଧ୍ୟ ଦେଉଥିଲେ। କରନା ସଂକ୍ରମଣ ପରି ସଙ୍କଟ ସମୟ ରେ ସେ ସମସ୍ତଙ୍କ ପାଇଁ ଦେବଦୂତ ସାଜି ଆସିଥିଲେ । ଆଉ ବର୍ତ୍ତମାନ ସେ ଏହି ଗୁଡ ୱାର୍କର ଆପ ମଧ୍ୟ ଲଞ୍ଚ କରିଛନ୍ତି ଯେଉଁଠି ଏକ ଲକ୍ଷ ଲୋକ ମାନଙ୍କୁ ଜବ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।