ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ | ତେବେ ବର୍ତ୍ତମାନ ହେଉ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ହାସ୍ୟ କଳାକାର ରାଜୁ ଙ୍କ ବିଷୟରେ | ଯାହାକୁ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ସାହୁ ବାବୁ ଭାବରେ ବେଶ ଭଲ ଭାବରେ ଜାଣିଥିବେ | ତେବେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ରାଜୁ ଓ ସୋନାଲି | ଆଉ ସାତ ଜନ୍ମର ସାଥି ହୋଇ ସାରା ଜୀବନ ପାଇଁ ସାଙ୍ଗରେ ରହିବା ପାଇଁ ଚାହୁଁଛନ୍ତି ସେମାନେ | ଆଉ ଯାହା କୁହାଯାଉଛି କି ସୋନାଲି ମଧ୍ୟ ରାଜୁ ଙ୍କ ଆଗକୁ ଆସୁଥିବା କମେଡି ରେ ଜଣେ ପାର୍ଟ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ ଓଡିଶା ର ଘରେ ଘରେ ପରିଚୟ ସୃଷ୍ଟି କରିଥିବା ସମସ୍ତଙ୍କର ଅତି ପ୍ରିୟର ହାସ୍ୟ କଳାକାର ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ରାଜୁ ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |ଆଉ ଯାହା କୁହାଯାଉଛି କି ସୋନାଲି ହୋଇଛନ୍ତି ତାଙ୍କର ସାତ ଜନ୍ମ ର ସାଥି, ସୋନାଲି ଜଣେ ଲେକଚର ଭାବରେ କାମ କରନ୍ତି | ତେବେ ଜଣେ ହାସ୍ୟ ଅଭିନେତା ଙ୍କ ସହିତ ଲେଙ୍କଚର ଙ୍କର ମିଳନ ଆପଣଙ୍କୁ ଅଡୁଆ ଲାଗିପାରେ କିନ୍ତୁ ସେମାନଙ୍କ ଯୋଡି ବେଶ ସୁନ୍ଦର ହୋଇଛି ବୋଲି କୁହାଯାଉଛି |
ଆଉ ଯାହା କୁହାଯାଉଛି କି ସୋନାଲି ଚାହୁଁଥିଲେ କି ତାଙ୍କୁ ଏମିତି ଜଣେ ପୁଅ ମିଳୁ ଆଉ ତାଙ୍କର ଜୀବନ ସାଥି ହୁଅନ୍ତୁ ଯେମିତି ତାଙ୍କର ଇଗୋ ବୋଲି କିଛି ନ ଥିବ | ଆଉ ରାଜୁ ଙ୍କ ବିଷୟରେ ସେ ଏମିତି ଭାବିଥିଲେ | କିନ୍ତୁ ଯେତେବେଳେ ସେ ତାଙ୍କ ସହିତ ମିଶିଲେ ଆଉ ସେତେବେଳେ ଜାଣିବାକୁ ପାଇଥିଲେ କି ସେ ବହୁତ ଭଲ ଆଉ ସରଳ ମଣିଷ ଅଟନ୍ତି ଆଉ ରାଜୁ ଙ୍କର ପ୍ରଥମ କଥା ଫୋନ ରେ ହେବା ପରେ ସେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ଯାଇଥିଲେ ବୋଲି ମଧ୍ୟ କୁହାଯାଉଛି | ଆଉ ରାଜୁ ମଧ୍ୟ ସୋନାଲି ଙ୍କୁ ପାଇଁକି ସାଥି ଭାବରେ ବେଶ ଖୁସି ଅଛନ୍ତି |
ସୋନାଲି ମଧ୍ୟ ରାଜୁ ଙ୍କୁ ତାଙ୍କ କାମ ରେ ସାହାଯ୍ୟ କରିବେ ବୋଲି କହିଛନ୍ତି | ଆଉ ଆଗକୁ ଆସୁଥିବା କମେଡି ରେ ରାଜୁ ଙ୍କର ଜଣେ ପାର୍ଟ ହେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି | ଆଉ ରାଜୁ ଓ ସୋନାଲି ଙ୍କ ଯୋଡି ସମସ୍ତଙ୍କ ବେଶ ପସନ୍ଦ ଆସିବା ସହିତ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଦୁଇ ଜଣ ଶପଥ କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।