Odisha News Portal

ଶୋଇବା ପୂର୍ବରୁ ଜପ କରନ୍ତୁ ଏହି ଦୁଇଟି ମନ୍ତ୍ର ସବୁ ସମସ୍ୟା ହୋଇଯିବ ଦୁର – Jyotisa Shastra

ମାନବ ଜୀବନ ଈଶ୍ୱର ଙ୍କ ବରଦାନ ବୋଲି କୁହାଯାଏ ତେଣୁ ମଣିଷ ଜୀବନ ରେ ଯାହା ବି ସବୁ ଉଥାନ ପତନ ଆସିଥାଏ ଭଗବାନ ଙ୍କ କୃପା ରୁ ଆସିଥାଏ ବୋଲି କୁହାଯାଏ । ଆମ ଜୀବନ ରେ କିଛି ଦିବ୍ୟ ଶକ୍ତି ର ଆଭାସ ଆସିଥାଏ ଯାହା ଆମ ଜୀବନ ରେ ଅନେକ କିଛି ପରିବର୍ତ୍ତନ କରାଇ ଥାଏ । ଆମ ଘରେ ଏମିତି କିଛି ଜିନିଷ ରହିଥାଏ ଯାହା ରହିବା ଦ୍ଵାରା ଆମର ମନସ୍କାମନା ପୂର୍ଣ୍ଣ ହେଉଥାଏ । ଶାସ୍ତ୍ର ରେ କୁହା ଯାଇଛି ଯେ ସଚା ମନରେ ଓ ଶ୍ରଦ୍ଧା ରେ ଯେଉଁ କାର୍ଯ୍ୟ କରି ଥାନ୍ତି ସେହି ସବୁ କାର୍ଯ୍ୟ ନିଶ୍ଚୟ ପୂରଣ ହୋଇଥାଏ। ଏହି ମନସ୍କାମନା ଡେରି ହେଲେ ବି ମଧ୍ୟ ପୂରଣ ହୋଇଥାଏ ।

ଆଜି ଆମେ ଆପଣ ଙ୍କୁ ଏମିତି ଦୁଇଟି ଶବ୍ଦ ବିଷୟ ରେ କହିବୁ ଯାହା ଆପଣ ଶୋଇବା ପୂର୍ବରୁ କହିବା ଦ୍ଵାରା ଆପଣ ଙ୍କ ଭାଗ୍ୟ ଚମକି ଉଠିବ ଓ ଏହା ସହିତ ଘରେ ଟଙ୍କା ପଇସା ର ଅଭାବ ପୂରଣ ହେବ । ଆଉ ଏହାଦ୍ବାରା ଆପଣ ଙ୍କ ଘରକୁ ଧନ ସଂପତ୍ତି ଆସିବାରେ ଲାଗିବ ।

ପ୍ରଥମ ଟି ହେଉଛି ଶ୍ରୀକୃଷ୍ଣ , ଶ୍ରୀକୃଷ୍ଣ ଶବ୍ଦ ହିଁ ଏକ ମନ୍ତ୍ର ହୋଇଥାଏ । ଶୋଇବା ପୂର୍ବରୁ ଶ୍ରୀକୃଷ୍ଣ କିମ୍ବା ନାରାୟଣ ଙ୍କ ନାମ ଜପ କରି ଶୋଇବା ଦ୍ଵାରା ମଣିଷ ର ସମସ୍ତ ପ୍ରକାର ଦୁଃଖ କଷ୍ଟ ଦୂର ହୋଇଥାଏ । ଏହି ନାମ ରେ ସମ୍ପୂର୍ଣ ବ୍ରହ୍ମାଣ୍ଡ ଲୀନ ହୋଇଥାଏ ଏହି ନାମ ୧୦୮ ଜପ କରିବା ଦ୍ଵାରା ଆପଣଙ୍କର ସମସ୍ତ ମନ ସ୍କାମନା ପୂରଣ ହୋଇଥାଏ ।

କାରଣ ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁ ଙ୍କ ର ଅଷ୍ଟମ ଅବତାର ବୋଲି କୁହା ଯାଏ । ତେଣୁ ଏହି ମନ୍ତ୍ର ଜପ କରିବା ଦ୍ଵାରା ମନୁଷ୍ୟ ର ସମସ୍ତ ପ୍ରକାର ଦୁଃଖ ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ର ଧନ ସମ୍ବର୍ଧିତ ସମସ୍ୟା ଥାଏ ଏହି ନାମ ଜପ କରିବା ଦ୍ଵାରା ସେହିସବୁ ସମସ୍ୟା ଦୂର ହୋଇଥାଏ ଓ ଅପାର ଧନ ପ୍ରାପ୍ତି ହୋଇଥାଏ।

ଗୋବଲଭୟଃ ସ୍ୱାହା , ମାତ୍ର ଦୁଇଟି ଶବ୍ଦ ରେ ତିଆରି ଏହି ମନ୍ତ୍ର ଆପଣଙ୍କ ସମସ୍ତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏହି ମନ୍ତ୍ର ଜପ କରିବା ବେଳେ ଆପଣ ଭୁଲ୍ ଶବ୍ଦ ର ଉଚ୍ଚାରଣ କରନ୍ତୁ ନାହିଁ କାରଣ ଏହି ମନ୍ତ୍ର କୁ ଭୁଲ୍ ଉଚ୍ଚାରଣ କରିବା ଦ୍ୱାରା ଏହାର କୌଣସି ପ୍ରଭାବ ପଡି ନଥାଏ। ଏହି ମନ୍ତ୍ର ସିଦ୍ଧ କରିବା ଏହାକୁ ଅଢେ଼ଇ ହଜାର ଥର ଜପ କରନ୍ତୁ ।

ତେବେ ଏହି ମନ୍ତ୍ର ଶୋଇବା ପୁର୍ବରୁ ଜପ କରି ହାତ ଯୋଡ଼ି ନମସ୍କାର ହୋଇ ଶୋଇବା ଦ୍ଵାରା ଆପଣଙ୍କ ସବୁ ସମସ୍ୟା ର ଅନ୍ତ ହୋଇଥାଏ । ଧନ ସମ୍ପଦ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଭକ୍ତି କରନ୍ତି ତେବେ କମେଣ୍ଟେ ରେ ନିଶ୍ଚିତ ଭାବେ ଗୋବଲଭୟଃ ସ୍ୱାହା ଲେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।