Odisha News Portal

ଶୋଇବା ସମୟରେ ନିଜ ପାଖରେ ଭୁଲ୍ ରେ ବି ରଖନ୍ତୁ ନାହିଁ ଏହି ଗୋଟିଏ ଜିନିଷ ଜୀବନ ବର୍ବାଦ ହୋଇଯାଇଥାଏ

0 89

ଆମ ଶାସ୍ତ୍ରରେ ରାତ୍ରି ସମୟର ସୋଇବା ଠାରୁ ଆରମ୍ଭ କରି ସକାଳୁ ଉଠିବା ପର୍ଯ୍ୟନ୍ତ କରାଯଇଥିବା ସମସ୍ତ କାର୍ଯ୍ୟ ବିଷୟରେ ବଡ ମହର୍ତ୍ତ ପୂର୍ଣ୍ଣ ଜ୍ଞାନ ପ୍ରଦାନ କରାଯାଇଛି । ମାତ୍ର କିଛି ମନୁଷ୍ୟ ଏହି ପ୍ରାଚୀନ କଥାକୁ ଧ୍ୟାନ ଦେଇନଥାନ୍ତି । ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ରାତିରେ ଶୋଇବା ସମୟରେ ଆମ ଦ୍ୱାରା ଏମିତି କିଛି ଭୁଲ ହୋଇଥାଏ ଯାହା ଦ୍ୱାରା ଆମ ଜୀବନରେ ବିପଦ ଆସିବା ଆରମ୍ଭ ହୋଇଯାଇଥାଏ । ମନୁଷ୍ୟକୁ ଶୋଇବା ସମୟରେ କିଛି ଜିନିଷ ମୁଣ୍ଡ ପାଖରେ ନରଖିବା ଉଚିତ । କାହିଁକିନା ଏହି ଜିନିଷରୁ ବାହାରୁଥିବା ନକରାତ୍ମକ ଉର୍ଜ୍ଜା ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଏହା କୁହାୟାଇଛି କି ଏହି ଜିନିଷ ଯଦି କେହି ନିଜ ପାଖରେ ରଖି ଶୋଇଥାଏ , ତେବେ ତାର ଜୀବନରେ ଆର୍ଥିକ ସଂଙ୍କଟ ମଧ୍ୟ ଆସିବାକୁ ଲାଗିଥାଏ । ତାହାର ପରିବାରରେ କ୍ଲେଶ ବଡିବାକୁ ଲାଗିଥାଏ ।

ଏହା ଦ୍ୱାରା ଘରେ ବେମାରୀର ବାତାବରଣ ମଧ୍ୟ ଆସିଥାଏ । ଯାହାର କାରଣରୁ ଘରର ଖର୍ଚ୍ଚ ମଧ୍ୟ ବଡିଯାଇଥାଏ । ଖାସ କରି ମହିଳା ମାନଙ୍କୁ ସୋଇବା ସମୟରେ ଏହି ଜିନିଷକୁ ମୁଣ୍ଡ ପାଖରେ ନରଖିବା ଉଚିତ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ଜିନିଷ ଗୁଡିକ ।

1–ମଇଳା କପଡା

ଶୋଇବା ସମୟରେ ଆପଣ ମାନେ କେବେବି ମଇଳା କପଡାକୁ ନିଜ ପାଖରେ ରଖନ୍ତୁ ନାହିଁ କାହିଁକିନା ଏହି ମଇଳା କପଡା ବା ଟ୍ରେସରୁ ନକରାତ୍ମକ ଶକ୍ତି ବାହାରିଥାଏ ।

2–ଜୋତା ବା ଚପଲ

ଶୋଇବା ସମୟରେ ଧ୍ୟାନ ଦେବେ କି ଆପଣଙ୍କର ଆଖ ପାଖରେ କିମ୍ବା ଖଟତଳେ ଜୋତା , ଚପଲ ଆଦି ନରଖନ୍ତୁ । ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ କହିବା ତ ଶୋଇବା ସମୟରେ ନିଜ ପାଖରେ ଜୋତା ରଖିଲେ ତାହା ଦ୍ୱାରା ଆମର ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।

3–ଲୁଣ , ତେଲ ଏବଂ ଶୁଖିଲା ତୁଳସୀ ପତ୍ର

ଏହା କିଛି ଏମିତି ଜିନିଷ ଅଟେ ଯାହାକୁ ଆପଣ ନିଜ ବିଛଣା ଉପରେ ରଖନ୍ତି ତେବେ ନିଜ ଜୀବନ ଉପରେ ବହୁତ ଗମ୍ଭୀର ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ପାଖରେ କୌଣସି ପ୍ରକାର ସୁଗନ୍ଧିତ ତେଲ ରହିଥାଏ , ତେଲ ନକରାତ୍ମକ ଶକ୍ତିକୁ ଆକର୍ଷଣ କରିଥାଏ ।

4–ବହି

ବାସତୁ ଅନୁସାରେ ନିଜ ମୁଣ୍ଡ ପାଖରେ ବହି ନରଖିବା ଉଚିତ । ବ୍ୟକ୍ତି ଶୋଇବା ପାଖରେ ବହି ରଖିବା ଦ୍ୱାରା ବ୍ୟକ୍ତିର ବୁଦ୍ଧ ଗ୍ରହ କମଜୋର ହୋଇଯାଇଥାଏ । ଏହା ସହିତ ଶୋଇବା ସମୟରେ ବହି ରଖି ସୋଇଲେ ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଏହା ସହିତ ହୋଇପାରେ କି ଆପଣ ମାନେ ଯେଉଁ ପାଠ ପଢନ୍ତି ତାହା ଆପଣଙ୍କର ମନେ ମଧ୍ୟ ରହିନପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।