Odisha News Portal

ଶୋଇବା ବେଳେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି 6 ଗୋଟି ଜିନିଷ ! ନଚେତ୍ ହୋଇପାରନ୍ତି କାଙ୍ଗାଳ….

ଆମ ଶାସ୍ତ୍ରରେ ରାତ୍ରି ସମୟର ସୋଇବା ଠାରୁ ଆରମ୍ଭ କରି ସକାଳୁ ଉଠିବା ପର୍ଯ୍ୟନ୍ତ କରାଯଇଥିବା ସମସ୍ତ କାର୍ଯ୍ୟ ବିଷୟରେ ବଡ ମହର୍ତ୍ତ ପୂର୍ଣ୍ଣ ଜ୍ଞାନ ପ୍ରଦାନ କରାଯାଇଛି । ମାତ୍ର କିଛି ମନୁଷ୍ୟ ଏହି ପ୍ରାଚୀନ କଥାକୁ ଧ୍ୟାନ ଦେଇନଥାନ୍ତି । ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ରାତିରେ ଶୋଇବା ସମୟରେ ଆମ ଦ୍ୱାରା ଏମିତି କିଛି ଭୁଲ ହୋଇଥାଏ ଯାହା ଦ୍ୱାରା ଆମ ଜୀବନରେ ବିପଦ ଆସିବା ଆରମ୍ଭ ହୋଇଯାଇଥାଏ । ମନୁଷ୍ୟକୁ ଶୋଇବା ସମୟରେ କିଛି ଜିନିଷ ମୁଣ୍ଡ ପାଖରେ ନରଖିବା ଉଚିତ । କାହିଁକିନା ଏହି ଜିନିଷରୁ ବାହାରୁଥିବା ନକରାତ୍ମକ ଉର୍ଜ୍ଜା ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଏହା କୁହାୟାଇଛି କି ଏହି ଜିନିଷ ଯଦି କେହି ନିଜ ପାଖରେ ରଖି ଶୋଇଥାଏ , ତେବେ ତାର ଜୀବନରେ ଆର୍ଥିକ ସଂଙ୍କଟ ମଧ୍ୟ ଆସିବାକୁ ଲାଗିଥାଏ ।

ତାହାର ପରିବାରରେ କ୍ଲେଶ ବଡିବାକୁ ଲାଗିଥାଏ । ଏହା ଦ୍ୱାରା ଘରେ ବେମାରୀର ବାତାବରଣ ମଧ୍ୟ ଆସିଥାଏ । ଯାହାର କାରଣରୁ ଘରର ଖର୍ଚ୍ଚ ମଧ୍ୟ ବଡିଯାଇଥାଏ । ଖାସ କରି ମହିଳା ମାନଙ୍କୁ ସୋଇବା ସମୟରେ ଏହି ଜିନିଷକୁ ମୁଣ୍ଡ ପାଖରେ ନରଖିବା ଉଚିତ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ଜିନିଷ ଗୁଡିକ ।

1–ବାସ୍ତୁ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିଶୋସମୟରେ ତାହାର ପାଦ ଦକ୍ଷିଣ ବା ପୂର୍ବ ଦିଗରେ ନରଖିବା ଉଚିତ . ଏପରି କରିବା ଦ୍ୱାରା ମନୁଷ୍ୟର ଶରୀରେ ସକରାତ୍ମକ ଉର୍ଜ୍ଜା ପ୍ରକାଶ ହୋଇଥାଏ । ସେହି ବ୍ୟକ୍ତି ଜୀବନରେ ସେ ସର୍ବଦା ଉନ୍ନତି କରିଥାଏ ।

2–କିଛି ଲୋକ ଏପରି ଭୁଲ କରିଥାନ୍ତି କି ସେମାନେଶୋସମୟରେ ମୁଣ୍ଡ ପାଖରେ ପାଣି ରଖିକରି ଶୋଇଥାନ୍ତି । ବାସ୍ତୁ ଶାସ୍ତ୍ରରେ ଏହାକୁ ଶୁଭ ବୋଲି ମାନାଯାଇଥାଏ । ଶୋଇବହା ସମଯରେ ନିଜର ମୁଣ୍ଡ ପାଖରେ ଜଳ ରଖିବା ଦ୍ୱାରା ବ୍ୟକ୍ତିର ଚନ୍ଦ୍ରମା ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବ ତାର ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ ।

3–ଶୋଇବା ସମୟରେ ଧ୍ୟାନ ଦେବେ କି ଆପଣଙ୍କର ଆଖ ପାଖରେ କିମ୍ବା ଖଟତଳେ ଜୋତା , ଚପଲ ଆଦି ନରଖନ୍ତୁ । ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ ।

4–ଯେଉଁ ସ୍ଥାନରେ ଆପଣ ମାନେ ଶେଇଥାନ୍ତି ତାର ଆଖପାଖରେ ଆଇନା ରକିବା ଉଚିତ ନୁହେଁ । ଶୋଇବା ସମୟରେ ଆଇନାରେ ନିଜର ଛବି ନଦେଖିବା ଉଚିତ । ଏହା ପରେ ସକାଳୁ ଉଠିବା ପରେ ଆଇନାରେ ଛବି ନଦେଖିବା ଉଚିତ । ଏହା ଦ୍ୱାରା ବ୍ୟକ୍ତିର ଜୀବନରେ ଭଲ , ଡର ଜନ୍ମ ନେଇଥାଏ ।

5–ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ପାଖରେ କୌଣସି ପ୍ରକାର ସୁଗନ୍ଧିତ ତେଲ ରହିଥାଏ । ତେଲ ନକରାତ୍ମକ ଶକ୍ତିକୁ ଆକର୍ଷଣ କରିଥାଏ ।

6–ବାସୁ ଅନୁସାରେ ନିଜ ମୁଣ୍ଡ ପାଖରେ ବହି ନରଖିବା ଉଚିତ । ବ୍ୟକ୍ତି ଶୋଇବା ପାଖରେ ବହି ରଖିବା ଦ୍ୱାରା ବ୍ୟକ୍ତିର ବୁଦ୍ଧ ଗ୍ରହ କମଜୋର ହୋଇଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।