Odisha News Portal

ଦେଖନ୍ତୁ ଲୋକପ୍ରିୟ ଅଭିନେତ୍ରୀ Sofia Alam ଙ୍କ ପରିବାର ରେ ଆଉ କିଏ କିଏ ଅଛନ୍ତି ? ଆଗରୁ କେବେ ଦେଖି ନଥିବେ…

ବନ୍ଧୁଗଣ ଓଡ଼ିଆ ସିନେମା ଓ ଧାରାବାହିକ ଜଗତର କିଛି ଏମିତି ଅଭିନେତ୍ରୀ ରହିଛନ୍ତି ଯେଉଁ ମାନଙ୍କୁ ଦର୍ଶକ ବହୁତ୍ ଭଲ ପାଆନ୍ତି। ସବୁଦିନ ପାଇଁ ସେମାନେ ଦର୍ଶକଙ୍କ ମନରେ ଏକ ଛାପ ହୋଇ ରହି ଯାଇଛନ୍ତି। ତେବେ ଆପଣ ତ ଜାଣିଛନ୍ତି ଅଭିନୟ ଜଗତର କିଛି କଳାକାର ମାନେ ଅନେକ ସମୟରେ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ବହୁତ୍ କମ ସୁଯୋଗ ଦେଇଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ଜଣେ ଜଣେ ବହୁତ୍ ମାତ୍ରାରେ ଦର୍ଶକଙ୍କ ସହ ଜଡ଼ିତ ଥିବା ବେଳେ ଆଉ କିଛି ଜଣ ସୋସିଆଲ ମିଡିଆରେ ଏତେ ସକ୍ରିୟ ନାହାଁନ୍ତି। ତେବେ ସେଲିବ୍ରିଟି ମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ କିଛି ଖାସ ବାର୍ତ୍ତା ନେଇ ଆସିଥାନ୍ତି।

ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି, ସେୟାର କରନ୍ତି ଏବଂ ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି। ଯାହା ତାଙ୍କ ଫ୍ୟାନ ମାନଙ୍କୁ ବହୁତ୍ ଖୁସି କରାଇଥାଏ।ତେବେ ଅନେକ ଏମିତି କଳାକାର ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ। ଆଉ ବହୁତ୍ ଅଭିନେତ୍ରୀ ଏବେ ଅଭିନୟ ଜଗତ ଠାରୁ ଟିକିଏ ଦୂରେଇ ରହିଛନ୍ତି କିନ୍ତୁ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ସୋଫିଆ ଆଲମ୍ ଅନ୍ୟତମ।

ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ହୃଦୟକୁ ଜିତିବାରେ ସଫଳ ହୋଇ ପାରିଛନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଟେଲି ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ସୋଫିଆ ବେଶ୍ ପରିଚିତ। ଏହା ବି ଜାଣିଥିବେ ଯେ ତାଙ୍କର ଅଭିନୟ ର ଅନ୍ଦାଜ କେତେ ଭିନ୍ନ ଅନ୍ୟ କଳାକାର ମାନଙ୍କ ଠାରୁ। ସଂସ୍କାର ଧାରାବାହିକ ଜରିଆରେ ନିଜର ଜୀବନ୍ତ ଅଭିନୟ ର ପାରଦର୍ଶିତା ପାଇଁ ସେ ବେଶ୍ ପ୍ରଶଂସା ସାଉଁଟି ସାରିଛନ୍ତି ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଖରୁ। ତାଙ୍କର ଅଭିନୟ ଯେତିକି ଦମଦାର ତାଙ୍କର ସୁନ୍ଦରତା ମଧ୍ୟ ସେତିକି ଆକର୍ଷଣୀୟ। ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି।

ସେ ଯେଉଁ ଧାରାବାହିକରେ ଶେଷ ଥର ନଜର ଆସିଥିଲେ ତାହା ହେଉଛି ଜି ସାର୍ଥକ ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ରହିଚି ରହିବି ତୋରି ପାଇଁ।ଏକ ସୁନ୍ଦର୍ ଚରିତ୍ରରେ ସେ ଏଥିରେ ନଜର ଆସିଥିଲେ। ତେବେ ଅନେକ ସୁପରହିଟ ଓଡ଼ିଆ ସିନେମା ରେ ମଧ୍ୟ ସେ ନଜର ଆସିଛନ୍ତି। ତାଙ୍କର ଅଭିନୟ ଏବେବି ଦର୍ଶକଙ୍କୁ ପାଗଳ କରିଥାଏ। ତାଙ୍କର ଜଣେ କୁନି ଝିଅ ରହିଛି ଯିଏକି ଏବେ ନୂଆ ନୂଆ ଅଭିନୟରେ ପାଦ ଥାପିଛି। ଆପଣ ଏହି ଭିଡିଓରେ ଅଭିନେତ୍ରୀ ସୋଫିଆ ଏବଂ ତାଙ୍କର ଏହି କୁନି ସୁନ୍ଦର୍ ଝିଅକୁ ଦେଖି ନିଶ୍ଚିତ ବହୁତ୍ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।