Odisha News Portal

ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଲା ମାଲିକାଣୀ ଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ଗାଡି ଡ୍ରାଇଭର ତାପରେ ଯାହା ହେଲା…..

ଆଜିର ସମାଜ ରେ ରହୁ ଥିବା ଲୋକ ମାନେ ବହୁତ ତଳ ସ୍ତରକୁ ଖସି ଗଲେଣି । ଏବେ ମଣିଷ ମାନଙ୍କ ଭିତରେ ଲୋଭ , କ୍ରୋଧ , ହିଂସା ଆଦି ଭରି ରହିଛି, ଏହା ଦ୍ୱାରା ସମାଜ ରେ ଅନେକ ଅନ୍ୟାୟ , ଅତ୍ୟାଚାର ଦେଖିବାକୁ ମିଳୁଛି । ଆଜିର ମଣିଷ ପାଖରେ ଆଉ ମାନବିକତା ନାହିଁ କି ମଣିଷପଣିଆ ମଧ୍ୟ ନାହିଁ । ଆଜିର ମଣିଷ କେବଳ କାମନା , ବାସନାରେ ସବୁବେଳେ ମଜି ରହିଛନ୍ତି ଆଉ ଏହି କାରଣରୁ ବିଭିନ୍ନ ସମସ୍ୟା ମାନ ମଧ୍ୟ ଉପୁଜୁଛି ।

ବେଳେ ବେଳେ ଆମ ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହା ପାଇଁ ଆମକୁ ବହୁତ ଅପଦସ୍ତ ହେବା ମଧ୍ୟ ପଡିଥାଏ । ଆମ ଜାବନରେ ବେଳେବେଳେ ଏମିତି କେହି ଆସିଯାଏ ଯାହା ଉପରେ ଆମେ ଦରକାରଠୁ ମଧ୍ୟ ଅଧିକ ବିଶ୍ବାସ କରିଯାଉ । ଆଉ ,ସେହି ବିଶ୍ବାସ ହିଁ ଆମ ପାଇଁ କାଳ ପାଲଟି ଯାଏ । ଆମେ ଏମିତି ସମସ୍ୟା ରେ ପଡିଯାଉ ଯେ ଯ।ହାର ସମାଧାନ ହୋଇ ପାରିନଥାଏ ଏବଂ ତାହା ବହୁତ ଭୟଙ୍କର ରୂପ ମଧ୍ୟ ନେଇ ଯାଇଥାଏ ।


ଏମିତି ଘଟଣା ବହୁତ ଲୋକଙ୍କ ସହ ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ସେହିପରି ଗୋଟିଏ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି , ଯାହା ଶୁଣିବା ପରେ ଆପଣଙ୍କର ମଧ୍ୟ ନିଜ ଉପରୁ ଏବଂ କାହାକୁ ନିଜ ଠାରୁ ଅଧିକା ଭରଷା କରିବା ଉପରୁ ଉଠିଯିବ । ଘଟଣାଟି ହେଉଛି ଜଣେ ଡ୍ରାଇଭର ତାର ମାଲିକାଣିକୁ ବ୍ଲାକମେଲ କରୁଚି ବୋଲି ଅଭିଯୋଗ ଦେଖିବାକୁ ମିଳିଛି। ଏହି ଡ୍ରାଇଭର ଜଣକ ହେଉଛନ୍ତି ଲିଙ୍ଗରଜ୍ ଥାନ ଅନ୍ତର୍ଗତ ମହତାବ ରୋଡ଼ରେ ରହୁଥିବା ଅତନୁ ଦାସ । ଅତନୁ ଜଣେ ଲୋକଙ୍କ ଘରେ ଗାଡି ଚାଳକ ଭାବେ କାର୍ଯ୍ୟ କରୁଥିଲେ ।

ସେହି ଘରେ ମାଲିକାଣିଙ୍କୁ ନେବା ଆଣିବା କରୁ ଥିଲେ,ଆଉ ମାଲିକାଣିଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଲା। ଏହାପରେ ସେହି ଡ୍ରାଇଭର ଜଣକ ମାଲିକାଣି କୁ ଅଶୀଲ୍ଲ ଭିଡିଓ ପଠାଉ ଥିଲେ,ଆଉ ଭିଡିଓ କଲରେ ମଧ୍ୟ କଥା ବାର୍ତାକରୁ ଥିଲେ । କିନ୍ତୁ ଦିନେ କୌଣସି କାରଣରୁ ଅତନୁ ଚାକିରୀ ଛାଡି ଦେଲେ , ହେଲେ ଦୁହିଁଙ୍କ ସଂପର୍କରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା । ଅତନୁ ସେମିତି ଅଶୀଲ୍ଲ୍ ଭିଡିଓ ପଠାଉ ଥିଲେ ଆଉ ଭିଡିଓ କଲ ମଧ୍ୟ କରୁ ଥିଲେ ।


କିନ୍ତୁ ଏସବୁ ପରେ ଦିନେ ଅତନୁ ମାଲିକାଣୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହି ଥିଲ,କିନ୍ତୁ ମାଲିକାଣି ମନା କରି ବାରୁ ଏହାକୁ ନେଇ ଅତନୁ ତାଙ୍କୁ ଧମକ ଦେବାରେ ଲାଗିଲେ । କିନ୍ତୁ ଏସବୁକୁ ଖାତିର କରୁ ନ ଥିଲେ ସେହି ମହିଳା । ଏହାପରେ ଏସବୁ ଜାଣି ପାରି ଅତନୁ ଦୁଇ ଜଣଙ୍କର କିଛି ଅନ୍ତରଙ୍ଗ ଭିଡିଓ ତାଙ୍କ ସ୍ୱାମୀ ପାଖକୁ ପଠାଇ ଦେଲେ। ଆଉ କଥା ଆଗକୁ ବଢିବ ଦେଖି ମାଲିକାଣି ଜଣକ ବାଧ୍ୟ ହୋଇ ପୋଲିସରେ ଅଭିଯୋଗ କରିଲେ । ଆଉ ଏବେ ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।