Odisha News Portal

ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି ଏହି ଭିଡିଓ – ସୋସିଆଲ୍ ମିଡିଆ ରେ LIVE ଆସି ପରସ୍ପରକୁ ହେଲେ ବାହା ତା’ପରେ ଯାହା ହେଲା….

0 71

ପ୍ରେମ ଏହା ଏକ ପହିବତ୍ର ଶବ୍ଦ କହିବାକୁ ଗଲେ କେବଳ ଶବ୍ଦ ନୁହେଁ ଏହା ଏକ ପବିତ୍ର ବନ୍ଧନ ମଧ୍ୟ । ମାତ୍ର ପ୍ରେମ ସମ୍ପର୍କ କୁ ଆଜିର ଯୁବ ପୀଢ଼ି ପୁରା କଳୁଷିତ କରି ସାରିଲେଣି , ପ୍ରେମ ମାନେ କିଛି ବୁଝନ୍ତି ନାହିଁ ଏହି ଯୁବ ସମାଜ। ଆଜିର ଆଧୁନିକ ଯୁଗରେ ନିଜକୁ ସ୍ମାର୍ଟ ଭାବି ପ୍ରେମ କୁ ଏକ ଲୋକ ଦୃଶିଆ କରି ସାରିଲେଣି । ପ୍ରେମ ର ପ୍ରକୃତ ପରିଭାଷା ବୁଝୁ ନଥିବା ଏହି ଯୁବକ ଯୁବତୀ ମାନେ ଏପରି କାର୍ଯ୍ୟ କରୁଛନ୍ତି ତାହା ସମାଜ ର ଆଗାମୀ ପୀଢ଼ି ପାଇଁ ଖରାପ ଉଦାହରଣ ନେଇ ଆସିବ ।

ଏବେକାର ଯୁବପିଢି ମାନେ ପ୍ରେମ ମାନେ କେବଳ ଶାରିରୀକ ସଂପର୍କ କଥା ବୁଝିଛନ୍ତି , ସେମାନେ ପ୍ରେମ ମାନେ ଜାଣିନାହାନ୍ତି ସ୍କୁଲ ଯିବା ଆରମ୍ଭ କରିବା ପରେ ପ୍ରେମ କରିବା ମଧ୍ୟ ଆରମ୍ଭ କରିଦେଉଛନ୍ତି । ପ୍ରେମ ପବିତ୍ର ବନ୍ଧନ ଅଟେ , ଏହା ଦ୍ୱାରା ଦୁଇ ଆତ୍ମାର ମିଳନ ହୋଇଥାଏ ।

ପ୍ରେମ କରିବା ଭୁଲ ନୁହେଁ ମାତ୍ର ଏହାର ଉପଯୁକ୍ତ ବୟସ ସୀମା ରହିଅଛି , ସମସ୍ତେ ଦେଖିକରି , ଭାବିଚିନ୍ତି ପ୍ରେମ କରିବା ଉଚିତ । ଆଜିକା ସମୟରେ ପ୍ରେମ ଏକ ସୋସିଆଲ ଟ୍ରେଣ୍ଡ ହୋଇଗଲାଣି । ଏବେକାର ସେସିଆଲ ମିଡିଆ ଯୁଗରେ ଏହି ପାଗଳ ପ୍ରେମୀ ଯୁଗଳ ମାନେ ସୋସିଆଲ ମିଡିଆର ଏପରି ବ୍ୟବହାର କରୁଛନ୍ତି କି ସେମାନେ ଲଜ୍ଜିତ ହେବା ସହିତ ସମାଜକୁ ମଧ୍ୟ କଳଙ୍କିତ କରିବାରେ ଲାଗିଛନ୍ତି । 

ସୋସିଆଲ ମିଡିଆରେ ଏବେ ଏପରି ଏକ ଫଟୋ ବଭାଇରାଲ ହେବାରେ ଲାଗିଛି , ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହେବେ । ପ୍ରେମ ପାଇଁ ସୋସିଆଲ ମିଡିଆ ରେ ଲାଇଭ ଆସି ପରସ୍ପରକୁ ବିବାହ କରିଛନ୍ତି ଏହି ପ୍ରେମିକ ଏଵଂ ପ୍ରେମିକା । ମାତ୍ର ବିବାହ କରିବାର ସେମାନଙ୍କର ବୟସ ହୋଇନାହିଁ , ତେବେ ଏହା ତାଙ୍କ ପାଇଁ କେତେଦୂର ଠିକ ସେମାନେ ଏ କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।

ଏହି ଭିଡିଓ ରେ ଏପରି ଦେଖିବାକୁ ମିଳୁଛି କି ଏହି ପ୍ରେମିକ ଜନକ ସୋସିଆଲ ମିଡିଆ ରେ ଲାଇଭ କରି ତାର ପ୍ରେମିକା କୁ ସିନ୍ଦୂର ଲଗାଇ ବିବାହ କରୁଛନ୍ତି। ଆଉ ତାର ପ୍ରେମିକା ମଧ୍ୟ ତାର ପ୍ରେମିକ କୁ ମୁଣ୍ଡିଆ ମାରି ଜୁହାର ହେଉଛି ।

ଏମାନେ ଦୁଇ ଜଣ ଘରୁ ଲୁଚେଇକରି ପଲେଇ ଆସିଛନ୍ତି ଏବଂ ନିଜର ବାପା ମାଙ୍କର ଅନୁପସ୍ତିତିରେ ବିବାହ କରୁଛନ୍ତି । ଯେଉଁ ସମୟରେ ଏମାନେ ପାଠପଢି ବଡ ନାମ କରିବା କଥା ସେ ବୟସରେ ଏପରି କାର୍ଯ୍ୟ ଆଗାମୀ ଯୁବପିଢି ପାଇଁ ବହୁତ ଖରାପ ମେସେଜ ଅଟେ । ତେଣୁ ଯଦି ଆପଣ ମାନେ ପ୍ରେମ କରୁଛନ୍ତି ତେବେ ପ୍ରେମର ମର୍ଯ୍ୟଦା ରଖନ୍ତୁ ଏବଂ ବୟସ ନହେବା ପୂର୍ବରୁ ବିବାହ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।